April 20, 2024

Odia Express

News For Public

ସବୁଦିନ ରାତିରେ ଶୋଇବା ପୂର୍ବରୁ ଲଗାନ୍ତୁ ଏହି ଜିନିଷ , ୪ ଦିନରେ ଗାୟବ ହୋଇଯିବ ଫଟା ପାଦର ଦାଗ..

କଣ ଆପଣ ଫଟା ଏଡି ପାଇଁ ଚିନ୍ତିତ ଅଛନ୍ତି , ଓ ସେହି କାରଣରୁ ଆପଣ ନିଜ ପସନ୍ଦର ସାଣ୍ତାଲ୍ ପିନ୍ଧିପାରୁନାହାନ୍ତି , କଣ ଆପଣ ଚାହଁନ୍ତି କି ଏଡିଗୁଡିକ କୋମଳ ସୁନ୍ଦର ନଜର ଆସୁ ବୋଲି । ଯଦି ଆପଣ ପାଦର ଏଡିଗୁଡିକ ସୁନ୍ଦର କରିବାର ଅଛି ତେବେ ଏହି ବିଶେଷ ଜିନିଷଗୁଡିକ ଟିକିଏ ଧ୍ୟାନ ଦେବାକୁ ପଡିବ । ବହୁତଥର ଏପରି ହୋଇଥାଏ କି ନିଜ ଚେହେରାକୁ ସୁନ୍ଦର କରିବାକୁ ଯାଇ ନିଜ ପାଦକୁ ଧ୍ୟାନ ଦେଇନଥାଉ । ଏହି କାରଣରୁ ଫାଟି ଯାଇଥିବା ଏଡିଗୁଡିକରୁ ରକ୍ତ ବାହାରିଥାଏ , ଓ ବହୁତ କଷ୍ଟ ଅନୁଭବ ହୋଇଥାଏ ।

 

ଆଜି ଆମେ ଯେଉଁ ପ୍ରକିୟା କହିବାକୁ ଯାଊଛୁ , ସେଥିରେ ଫାଟିଯାଇଥିବା ଏଡିଗୁଡିକ ଜଲଦି ଠିକ୍ ହୋଇଯିବ , ଏଥିପାଇଁ ଆପଣଙ୍କୁ କିଛି ଟା କର୍ପୁର ନେବାର ଅଛି, ଯଦି କର୍ପୁର ଘରେ ନଥିବ ତେବେ ବଜାରରୁ କିଣିଆଣନ୍ତୁ , ତାପରେ କର୍ପୁରକୁ ଟିକିଏ ପେସିକରି ଏକ ଚାମଚ ଭେସିଲିନ୍ ପେଟ୍ରୋଲିୟମ୍ ଜେଲି , ତାପରେ କର୍ପୁରକୁ ନେଇ ମିକ୍ସ କରନ୍ତୁ , ଏହା ସହ ଏକ ଚାମଚ ଆଲୋବେରା ଜେଲ୍ ମିଶାନ୍ତୁ , ତାପରେ କେଉଁ ଛୋଟ ଟବ୍ ରେ ଟିକିଏ ପାଣିନେଇକରି ସେଥିରେ ଦୁଇ ଚାମଚ ଲୁଣ ଓ ଏକ ଚାମଚ ଲେମ୍ବୁର ପାଣି ମିଶାଈଦିଅନ୍ତୁ , ତାପରେ ସେହି ପାଣିକୁ ନିଜ ପାଦରେ ୧୫ ମିନିଟ୍ ଯାଏଁ ଓଦା କରନ୍ତୁ ,

 

ପାଣିରୁ ପାଦକୁ ବାହାର କଲା ପରେ ଭଲ ଭାବରେ ପୋଛି ଦିଅନ୍ତୁ , ତାପରେ ଉପରେ ତିଆରି ହୋଇଥିବା ପେଷ୍ଟକୁ ନିଜ ଫଟା ଏଡିରେ ଲଗାଇଦିଅନ୍ତୁ , ତାପରେ ମୋଜା ପିନ୍ଧିଦିଅନ୍ତୁ , ଓ ରାତିସାରା ମଉଜା ପିନ୍ଧିଥାନ୍ତୁ , ଏହାକୁ ରାତିରେ ଶୋଇବା ପୂର୍ବରୁ କରନ୍ତୁ , ଏହା ସବୁଠାରୁ ଅସରଦାର ପ୍ରକିୟା ଅତେ , ଯାହା ୧୫ ଦିନରେ ପତା ଲାଗେ ନାହିଁ, ଆପଣଙ୍କ ଫଟା ପାଦ କେବେ ଗାୟବ ହୋଇଯାଇଛି ।

 

Leave a Reply

Your email address will not be published. Required fields are marked *