ପୁଣି ହେଲା ଏକ ବଡ ଦୂର୍ଘଟଣା – ଆକାଶରୁ ଉଡାଜାହାଜ ସିଧା ପଡିଲା ସହର ମଧ୍ୟରେ.. ବହୁତ ଲୋକଙ୍କ ଘର ଜଳି ହୋଇଗଲା ପାଉଁଶ ଓ ବହୁତ ଲୋକ …

ଆମେରିକାରେ ଏକ ବଡ ଧରଣର ବିମାନ ଦୂର୍ଘଟଣା ହୋଇଯାଇଛି । ଦକ୍ଷିଣ କାର୍ଲିଫୋର୍ଣ୍ଣିଆରେ ଏକ ବିମାନ ଦୃଘଟଣା ଗ୍ରସ୍ତ ହୋଇଛି , ଏହି ବିମାନ ୟୋରବା ଲିଣ୍ତାର ଏକ ଏକ ଜାଗାରେ ପଡିଥିଲା , ବିମାନରେ ନିଆଁ ଲାଗିଥିବାରୁ ବହୁତ ଘର ଜଳିକରି ପାଉଁଶ ହୋଇଯାଇଥିଲା , ଏବେ ଏହି ବିମାନରେ କେତେ ଲୋକ ଥିଲେ , ଏହାର ସଠିନ୍ ସୂଚନା ମିଳିପାରିନାହିଁ , ଘଟଣାରେ ୧୦ ରୁ ଅଧିକା ଲୋକ ମୃତ୍ୟୁ ହୋଇଛି ବୋଲି ଖବର ଆସୁଛି ।ସଂଘୀୟ ବିମାନ ପ୍ରଶାସନ କହିଲେ ଫୁଲଟର୍ଣ୍ଣର୍ ମ୍ୟୁନିସିପଲ୍ ଏୟାରପୋର୍ଟରୁ ରବିବାର ଦ୍ୱିପହରକୁ ଉଡାନ୍ ଭରିଥିବା କିଛି ସମୟ ପରେ ୟୋରବା ଲିଣ୍ତାରେ ଦୁଇ ଇଞ୍ଜିନ୍ ବିଶିଷ୍ଟ ୪୧୪ ଏ ବିମାନ ଦୂର୍ଘଟଣା ଗ୍ରସ୍ତ ହୋଇଯାଇଥିଲା , ଏହି ଘଟଣାରେ ଟ୍ୱିଟରରେ ଏକ ଭିଡିଓ ବି ପୋଷ୍ଟ ହୋଇଥିଲା ,

 

ଯେଉଁଥିରେ ସେଠିକାର ନିବାସୀ ଘରୁ ବାହାରକୁ ଦୌଡୁଥିବାର ଦେଖାଯାଇଛି , ଜଣେ ବ୍ୟକ୍ତି ନିଆଁ ମଧ୍ୟରେ ଜଳୁଥିବାର ଦେଖାଯାଇଛି , ଏହି ଭିଡିଓରେ ପ୍ଲେନ୍ ପୁରା ଧ୍ୱଂସ ହୋଇଯାଇଥିବାର ଦେଖାଯାଇଛି , ଯାହା ଏକ ରାସ୍ତା କଡରେ ପୁରା ପୋଡି ପାଉଁଶ ହୋଇଥିବାର ଦେଖାଯାଈଛି , ଏଥିରେ ଜଣେ ବ୍ୟକ୍ତି ଜଳୁଥିବାର ବସ୍ତୁକୁ ବୁଡାଉଛି ଯାହା ଏକ ବଗିଚାର ନଳିର ସହ ରାସ୍ତାରେ ଥିଲା ।

 

ଫୁଲଟର୍ଣ୍ଣ ମ୍ୟୁନିସିପଲ୍ ଏୟାରପୋର୍ଟ କାର୍ଲିଫର୍ଣ୍ଣିଆ ରେ ଏକ କ୍ଷେତ୍ରୀୟ ଆଶ୍ରୟ କେନ୍ଦ୍ର ଅଛି , ସେହି କେନ୍ଦ୍ରରେ ଔଦଗିକ ପାର୍କ ଆବସିୟ କ୍ଷେତ୍ରରେ ଘେରେଇ ହୋଇଅଛି , ଏହା କାର୍ଲିଫର୍ଣ୍ଣିଆ ରାଜ୍ୟର ଭିତରେ ଯାତ୍ରା କରିବା ନିଜ ପାଇଲଟ୍ ମଧ୍ୟରେ ବହୁତ ଲୋକପ୍ରିୟ ଅଟେ

Leave a Reply

Your email address will not be published.