March 29, 2024

Odia Express

News For Public

୯୯ ପ୍ରତିଶତ ଲୋକେ ସବୁଦିନ ଖାଇବା ପରେ ଏହି ଦୁଇଟି କାମ କରିଥାନ୍ତି , ଯାହା ଶରୀର ପାଈଁ ହୋଇଥାଏ ବହୁତ ହାନିକାରକ..

1 min read

ଏହି ଦୁନିଆଁରେ ଯାହାକୁ ବଞ୍ଚିବାର ଅଛି ତେବେ ତାଙ୍କୁ ଭୋଜନ କରିବା ନିତାନ୍ତ ଆବଶ୍ୟକ ହୋଇଥାଏ,  କାରଣ ଭୋଜନ କରିବା ଦ୍ୱାରା ଶରୀରକୁ ଉର୍ଜା ମିଳିଥାଏ , ଓ ଦୁର୍ବଳତା ଦୁର କରିଥାଏ , ସମସ୍ତେ ନିଜ ଜୀବନରେ ବ୍ୟସ୍ତ ରୁହନ୍ତି , ଯାହାର କାରଣରୁ ସଠିକ୍ ସମୟରେ ଆହାର ଖାଇପାରନ୍ତି ନାହିଁ , ସେମିତି କିଛି ଲୋକ ଅଛନ୍ତି  ଯିଏକି ଖାଦ୍ୟ ଖାଇବା ପରେ କିଛି ଏପରି କାମ କରିଥାନ୍ତି ଯାହାର କାରଣରୁ ଖାଦ୍ୟ ଖାଇବାପରେ ଶରୀରକୁ ଠିକ୍ ଭାବେ ସୁସ୍ଥ୍ୟ ହୋଇପାରେ ନାହିଁ , ଓ ପୁଣି ଦୁର୍ବଳ ହୋଇଯାଏ  ଆଜି ଆମେ ଆପଣଙ୍କୁ ଦୁଇଟି ଏମିତି କାମ କହିବୁ ଯାହାକୁ କରିଲେ , ଆପଣଙ୍କ ଭୋଜନ କରି ସାରିବା ପରେ କରିଥିବେ , ଯାହା ପୁରା ଶରୀରକୁ ଖରାପ ପ୍ରଭାବ ପକାଇଥାଏ ।

 

ଏମିତି ବହୁତ ଲୋକ ଅଛନ୍ତି ଯିଏକି ଖାଦ୍ୟ ଖାଇବାପରେ ପାଣିର ସେବନ କରିନିଅନ୍ତି , ଯାହା ଶରୀର ପାଇଁ ବହୁତ ହାନିକାରକ ହୋଇଥାଏ , କାରଣ ଖାଦ୍ୟ ଗ୍ରହଣ କରିବାର କିଛି ସମୟପରେ ପାଣିର ସେବନ କଲେ ପାଚନ ତନ୍ତ୍ର ଉପରେ ଏହାର ପ୍ରଭାବ ଖରାପ ପଡିଥାଏ,  ଓ ଖାଇଥିବା ଖାଦ୍ୟ ଶରୀରରେ ଲାଗିପାରେ ନାହିଁ , ଓ ବ୍ୟକ୍ତିର ଶରୀର ପତଳା ଓ ଦୁର୍ବଳିଆ ଭାବେ ଲାଗେ,  ଏଥିପାଇଁ ଭୁଲ୍ ରେ ବି ଖାଦ୍ୟ ଗ୍ରହଣ କରିବାପରେ ପାଣି ପିଇବା ଉଚିତ୍ ନୁହେଁ , କମ୍ ସେ କମ୍ ୧୫-୨୦ ମିନିଟ୍ ପରେ ପାଣିର ସେବନ କରନ୍ତୁ ।

 

ଏମିତି ବହୁତ ଲୋକ ଅଛନ୍ତି ଯିଏକି ଖାଦ୍ୟ ଖାଇବାର ତୁରନ୍ତ ପରେ ଚାହା ପିଇବାର ଅଭ୍ୟାସ ରଖନ୍ତି , ଓ ଚାହାକୁ ସେବନ କରିବାପରେ ସେମାନେ ସତେଜ ଅନୁଭବ କରନ୍ତି , କହିଦେବୁ କି ଖାଦ୍ୟ ଖାଇବାପରେ ଚାହା ପିଇବା ଦ୍ୱାରା ଶରୀରକୁ ବହୁତ କ୍ଷତି ପହଞ୍ଚାଇଥାଏ , ଚାହା ପିଇବାର ଦ୍ୱାରା ଏସିଡିଟି ପରି ସମସ୍ୟା ହୋଈଯାଏ , ଯାହାକି ପାଚନ କ୍ରିୟାକୁ ଦୁର୍ବଳ କରିଦିଏ । ଯାହାର କାରଣରୁ ଶରୀର ଦୁର୍ବଳ ହେବାକୁ ଲାଗିଥାଏ , ଏଥିପାଇଁ ଭୁଲ୍ ରେ ବି ଖାଦ୍ୟ ଖାଇଲା ପରେ ଚାହା କିମ୍ବା କଫିର ସେବନ କରିବା ନିଷେଧ ।

Leave a Reply

Your email address will not be published. Required fields are marked *