ସକାଳୁ ବାସି ମୁହଁରେ ପାଣି ପିଇଲେ ଶରୀରରେ କଣ ହୋଇଥାଏ – ଜାଣିଲେ ଆପଣ ମଧ୍ୟ ମୁଣ୍ଡରେ ହାତ ଦେଇଦେବେ..
1 min read
ବନ୍ଧୁଗଣ ଯେପରି କିପରି ଜାଣିଥିବେ କି ପାଣି ଆମର ଶରୀର ପାଇଁ ବହୁତ ଜରୁରୀ ହୋଇଥାଏ , ଯାହା ଆମେ ଖାଇବା ବିନା ରହିପାରିବା କିନ୍ତୁ ପାଣି ବିନା ଆମେ ଜୀବିତ ରହିପାରିବା ନାହିଁ , ତାହା ସହ କଣ ଆପଣଙ୍କୁ ଜଣାଅଛି କି ସବୁଦିନ ବାସି ପାଣି ପିଇଲେ ଆପଣଙ୍କ ଶରୀରରେ କଣ କଣ ହୋଇଥାଏ , ଏହା ଶରୀର ପାଇଁ ବହୁତ କିଛି ପରିବର୍ତ୍ତନ ହୋଇଥାଏ , ଆପଣ ବହୁତଥର ଦେଖିଥିବେ କି ଯେବେ ଆପଣଙ୍କ ପେଟ ଖରାପ ହୋଇଥାଏ , ତେବେ ଚେହେରାରେ ଦାନା ପରି ଆସିଥାଏ , ଡାକ୍ତର ବହୁତଥର କହିଥିବେକି ଅଧିକା ପାଣି ପିଇବାକୁ , ପାଣି ଆମର ସବୁ ରୋଗକୁ ଦୂର କରିବାରେ ସହାୟକ ହୋଇଥାଏ, ଆପଣ ଗୋଟିଏ ଦିନରେ ଯେତେ ଅଧିକା ପାଣି ପିଇବେ ସେତେ ଆପଣଙ୍କ ରୋଗ ଭଲ ହୋଇଯିବ ।
ସବୁ ଦିନ ସକାଳୁ ବାସି ପାଣିପିଇଲେ ଆମର ମୁହଁରୁ ଲାଳ ହୋଇଥାଏ , ଯାହା ପେଟକୁ ଯାଈକରି ବହୁତ ରୋଗରୁ ବଞ୍ଚାଇଥାଏ , ଆପଣଙ୍କୁ କହିଦେବୁ କି ଲାଳ ମୁହଁରେ ହେଉଥିବା ଏକ ଏପରି ତରଳ ପଦାର୍ଥ ହୋଇଥାଏ ,ଯାହା ଆଣ୍ଟିଚେକଟିଙ୍ଗ୍ ଦ୍ୱାରା କାମ କରିଥାଏ , ଓ ଆମକୁ ବହୁତ ରୋଗରୁ ବଞ୍ଚାଇଥାଏ । ଓ ପିଇବା ପାଣିରୁ ଶରୀରରୁ ବହୁତ ରୋଗରୁ ରଖା କରିଥାଏ ,
ପାଣିକୁ ଯଦି ଆପଣ ସକାଳୁ ପିଅନ୍ତି , ଏହା ଲାଭ ଜାଣିକରି ଆପଣଙ୍କ ହୋସ୍ ଉଡିଯିବ , ଆଜି ଆମେ ଆପଣଙ୍କୁ କହିବୁ ପାଣିରେ କେବେ କେତେ ମାତ୍ରାରେ ପିଇବେ , କାରଣ ପାଣି ପିଇବାର ସଠିକ୍ ସମୟ ଓ ତରିକା ଆପଣଙ୍କ ସୁସ୍ଥ୍ୟ ରଖିଥାଏ , ସକାଳ ବାସି ମୁହଁରେ ୨ ଗିଲାସ ପାଣି ପିଇଲେ ଶରୀରର ଭିତରେ ଅଧିକା ଆକ୍ଟିଭ୍ ହୋଈଯାଏ , ଓ ଚେହେରା ଉପରେ ଗ୍ଲୋ ଆସିଥାଏ । ଓ ଶରୀରରୁ ସବୁ ମଇଳା ଦୂର କରିଥାଏ । ସେମିତି ସବୁ ବ୍ୟକ୍ତି ସକାଳୁ ଉଠିକରି ପ୍ରାୟ ୪-୫ ଗିଲାସ ପାଣି ପିଇବା ଉଚିତ୍ , କିନ୍ତୁ ଆପଣ ଅଭ୍ୟାସ ପକାଇଲେ ଏହା ଆପଣଙ୍କ ଶରୀରରେ ଏକ ବଡ ପରିବର୍ତ୍ତନ ଆଣିଦେବ , ସକାଳୁ ପେଟ ସଫା କାରଣରୁ ଏମିତିରେ କିଛି ଲୋକ ଖାଇଦିଅନ୍ତି , ଯାଃଆ ତାଙ୍କ ଶରୀର ପୁରା ଫାଇଦା ମିଳିଥାଏ , ଯାହା ଦ୍ୱାରା ଅନ୍ୟ କିଛି ରୋଗ ହୁଏ ନାହିଁ ।
ଶୋଇବା ସମୟରେ ଯଦି ପାଣି ପିଅନ୍ତି ତେବେ ହାର୍ଟ ଆଟାକ୍ ପରି ରୋଗ ହୋଇନଥାଏ , ଏଥିପାଇଁ ଯଦି ଆପଣ୍ ଶୋଇବା ପୂର୍ବରୁ ପାଣି ପିଅନ୍ତି ନାହୀଁ ତେବେ ସବୁ ଦିନ କମ୍ ସେ କମ୍ ଗୋଟେ ଗିଲାସ ପାଣି ଶୋଇବା ସମୟର ପୂର୍ବରୁ ପିଇଦିଅନ୍ତୁ , ଏହା ଦ୍ୱାରା ପେଟ ସଫା ହୋଇଯିବ , ଓ ଜୀବନରେ କେବେ ବି ହାର୍ଟଆଟାକ୍ ପରି ସମସ୍ୟା ଆସିବ ନାହିଁ ।