April 11, 2024

Odia Express

News For Public

ପଞ୍ଜାବରେ ନିଜ ରକ୍ତର ଭାଇ ଭଉଣୀ କରିନେଲେ ବିବାହ – କାରଣ ଏପରି ଥିଲା କି ବାପା ମା ନାହିଁ କରିପାରିଲେ ନାହିଁ…

ଦୁନିଆଁରେ ଏମିତି ଭାଇ ଭଉଣୀ ସଂମ୍ପର୍କକୁ ପବିତ୍ର ବନ୍ଧନ ବୋଲି ମାନିଥାନ୍ତି । କିନ୍ତୁ ବଦଳୁଥିବା ସମୟରେ ସଂମ୍ପର୍କର ଏହି ଡୋରି ଦୂର୍ବଳ ହେବାକୁ ଲାଗିଛି । ଯାହାକୁ ନେଇ ଆସିବା ଦିନରୁ ଆମ ସାମନାରେ ଏମିତି ମାମଲା ଆସିଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେବ । ଆଜି ଆମେ ଆପଣଙ୍କୁ ଏମିତି ଏକ ମାମଲା ବିଷୟରେ କହିବାକୁ ଯାଉଛୁ , ଯାହା ସଂମ୍ପର୍କ ନାଁରେ ଏକ କଳଙ୍କ ଅଟେ , ସୁତ୍ରରୁ ମିଳିଥିବା ସୁଚନା ଅନୁସାରେ ଏହି ମାମଲା ପଞ୍ଜାବର ବୋଲି ଜଣାଯାଏ ।ଯେଉଁଠି ଏକ ଭାଇ ଭଉଣୀ ଦୁହେଁ ବିବାହ କରିନେଲେ । ସେହି ମାମଲା ସାମନାକୁ ଆସିବା ପରେ ସମସ୍ତେ ଏହି ବିଷୟରେ ଜାଣିକରି ଆଶ୍ଚର୍ଯ୍ୟ ହେଉଛନ୍ତି ।

 

କୁହାଯାଉଛି କି ସେହି ଝିଅ ନିଜ ସ୍ୱାର୍ଥ ପାଇଁ ସେ ପୁଅକୁ ବାହା ହୋଇଯାଇଥିଲା , କୁହାଯାଉଛି କି ସେ ଝିଅ ବିଦେଶରେ ରହିବାକୁ ଚାହୁଁଥିଲା ।କିନ୍ତୁ ତାକୁ ଭିଜା ମିଳିପାରୁନଥିଲା , ଯେବେ ସେ ନିଜ ଭାଇକୁ ଏହି ଅସୁବିଧା ପାଇଁ କହିଲା ତେବେ ଭାଇ କହିଲା କି ସେ ତା ପାଇଁ କିଛି ଟା ସାହାଯ୍ୟ କରିବ , କିନ୍ତୁ ଯେବେ କେଉଁ ରାସ୍ତା ଆସିନଥିଲା ତେବେ ସେ ଭାଇକୁ ଏକ ଅଜବ ତରିକା କହିଲା ସେ କହିଲା କି ସେ ତାସହ ଫର୍ଜୀ ବାହା ହୋଇ ସେଠାରୁ ଭିଜା ନେଇପାରିବ ।

 

ଯାହାପରେ ଦୁହେଁ ପରସ୍ପର ବିବାହ କରିନେଲେ , ଆଶ୍ଚର୍ଯ୍ୟର କଥା ଏହା ଥିଲା କି ତାହାର ପରିବାର ବି ଏହି ବିଷୟରେ ସହମତି ଦେଇଥିଲେ , ଏହାପରେ ଦୁହେଁ ଗୁରୁଦ୍ୱାରାକୁ ଯାଇକରି ଫର୍ଜୀ ବିବାହ କରିନେଲେ , ଯେବେ ଏହି ମାମଲା ପାଖ ପଡୋଶୀଙ୍କ କାନରେ ପଡିଲା ତେବେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । ଓ ତାଙ୍କ ଏହି ବାହାଘର ପାଇଁ ରାଜି ହୋଇଯାଇଥିଲେ ।

କୁହାଯାଉଛି କି ଏହି ସମୟରେ କେଉଁ ପୋଲିସ୍ ବାଲାଙ୍କୁ ଏହି ବିଷୟରେ ସୁଚନା ଦିଆଯାଇନଥିଲା , ଯାହାପରେ ପୋଲିସ୍ ଏହି ବିଷୟରେ ଜାଣିବାକୁ ପାଇଲା କି ଦୁହେଁ ଅଷ୍ଟ୍ରେଲିଆରେ ଯାଇକରି ସେଠାରେ ସିଫ୍ଟ ହୋଇସାରିଛନ୍ତି । ଯାହାଙ୍କ ବିପକ୍ଷରେ ଏବେ ମାମଲା ଦର୍ଜ କରାଯାଇଅଛି

Leave a Reply

Your email address will not be published. Required fields are marked *