ଏହି ୫ ଟି ନାମ ବିଶିଷ୍ଟ ବ୍ୟକ୍ତି ଜନ୍ମରୁ ହୋଇଥାନ୍ତି ମାଲିକ, ଦେଖନ୍ତୁ ଆପଣଙ୍କ ନାମ ସାମିଲ୍ ଅଛି କି..

ଯେବେ ବ୍ୟକ୍ତି ଜନ୍ମ ନେଇଥାଏ ତେବେ ତାହାର ଜନ୍ମ ପରେ ନାମ କରଣ କରାଯାଏ , ଯାହା ନାଁରୁ ଜନ୍ମର ସମୟ ରଖାଯାଏ , ସେହି ନାଁରୁ ଦୁନିଆଁର ସବୁ ବ୍ୟକ୍ତିକୁ ଜାଣିଥାନ୍ତି , ଓ ସେହି ନାଁରୁ ଡକାଇଥାନ୍ତି , ଲୋକଙ୍କର ଏହି କଥା ତ ଶୁଣିଥିବେ କି ନାଁରେ କଣ ଅଛି ଯାହା ଅଛି ଡାକିଦିଅ । କିନ୍ତୁ ବାସ୍ତବରେ ଏହି ତର୍କ ଭୁଲ୍ ପ୍ରମାଣିତ ହୋଇଛି, ଜଣେ ବ୍ୟକ୍ତିର ନାଁରୁ ବହୁତ କିଛି ଥାଏ , ଜ୍ୟୋତିଷ୍ୟ ଶାସ୍ତ୍ର ଅନୁସାରେ ନାଁର ପ୍ରଥମ ଅକ୍ଷର ଆପଣଙ୍କ ଜୀବନରେ ବହୁତ ଅଧିକା ପ୍ରଭାବ ପକାଇଥାଏ । କିଛି ଲୋକ ଏପରି ହୋଇଥାନ୍ତି ଯିଏ ମାଲିକ ହେବାପାଇଁ ଜନ୍ମ ନେଇଥାନ୍ତି , ଆଜି ଆମେ ଆପଣଙ୍କୁ ଏହି ଲେଖ ମାଧ୍ୟମରେ ସେହି ୫ ଟି ନାଁ ବାଲା ଲୋକଙ୍କ ବିଷୟରେ କହିବୁ , ଯିଏ ସବୁବେଳେ ମାଲିକ ହେବାର ସ୍ୱପ୍ନ ଦେଖିଥାନ୍ତି , ଓ ନିଜ ସ୍ୱପ୍ନକୁ ପୁରା କରିଥାନ୍ତି ,

 

C ନାମକ ଲୋକ : ଯେଉଁ ଲୋକଙ୍କର ନାଁ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ଅଧିକାଂଶ କାରୋବାର ବିଷୟରେ ଅଧିକା ଭାବନ୍ତି , ଏହି ନାଁ ବାଲା ଲୋକ ବ୍ୟକ୍ତି ଅନ୍ୟର କାମ କରିବା ପସନ୍ଦ କରିଥାନ୍ତି , ଏହା ନିଜ ନିଜର କାରୋବାର ଆରମ୍ଭ କରିବାର ବିଷୟରେ ବିଚାର କରିଥାନ୍ତି , ଏହି ଭାବନା କାରଣରୁ ସେମାନେ ଚାକିରି କରନ୍ତି ନାହିଁ , ବରଂ ମାଲିକ ହେବାପାଇଁ ଜନ୍ମ ନେଇଥାନ୍ତି ।

 

H ନାମକ ଲୋକ : ଯେଉଁ ଲୋକଙ୍କର ନାଁ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ କେଉଁ କାରୋବାର ଆରମ୍ଭ କରିବାପାଇଁ ଆଶା ରଖନ୍ତି , ଓ କାରୋବାର କ୍ଷେତ୍ରରେ ବହୁତ ଲୋକପ୍ରିୟତା ହାସିଲ୍ ବି କରନ୍ତି , ଓ ନିଜ କାମ ନିଜେ କରିବାକୁ ପସନ୍ଦ କରନ୍ତି ।

 

M ନାମକ ଲୋକ : ଯେଉଁ ଲୋକଙ୍କର ନାଁ ପ୍ରଥମ ଅକ୍ଷର ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ବହୁତ ବୁଦ୍ଧିମାନ ଓ ଚତୁର ବ୍ୟକ୍ତି ହୋଇଥାନ୍ତି , ଏମାନେ ଯେ କୌଣସି କାର୍ଯ୍ୟ ନିଜ ବୁଦ୍ଧି ଦ୍ୱାରା କରିଥାନ୍ତି , ଓ ନିଜକୁ ମାଲିକ ରୁ କମ୍ ଭାବିନଥାନ୍ତି , ଏହି ନାଁ ବାଲା ଲୋକ ନିଜର କାରୋବାର କରିଥାନ୍ତି ।

S ନାମକ ଲୋକ : ଯେଊଁ ଲୋକଙ୍କର ନାଁ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ଜନ୍ମ ନେବାପରେ ନିଜକୁ ମାଲିକ ହିସାବରେ ଚଳନ୍ତି ମ୍ ଆଗକୁ ଯାଇକରି ସେମାନେ ନିଜର ବ୍ୟବସାୟ ଆରମ୍ଭ କରନ୍ତି , ଓ ସେମାନେ ଅନ୍ୟ ମାନଙ୍କ ପାଖରେ ଚାକିରି କରିବାକୁ ପସନ୍ଦ କରନ୍ତି ନାହିଁଁ , ଓ ନିଜ ଜୀବନରେ ବ୍ୟବସାୟ ଦ୍ୱାରା ଆଗକୁ ବଢିବାର ମନ ଲଗାନ୍ତି ।

 

V ନାମକ ବ୍ୟକ୍ତି : ଯେଉଁ ଲୋକଙ୍କର ନାଁର ପ୍ରଥମ ଅକ୍ଷର ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ , ସେମାନେ ବହୁତ ପରିଶ୍ରମି ହୋଇଥାନ୍ତି , ସେମାନଙ୍କ ଦିମାଗ ବହୁତ ତେଜ୍ ହୋଇଥାଏ , ଏହି ନାଁ ବାଲା ଲୋକ ନିଜର ସବୁ କାମ ଶିଘ୍ର ପ୍ରାପ୍ତି କରିପାରନ୍ତି , ଓ ଏମାନେ ଅଧିକାଂଶ ବ୍ୟବସାୟ ସହ ଜଡିତ ରୁହନ୍ତି ,

Leave a Reply

Your email address will not be published.