March 27, 2024

Odia Express

News For Public

୮୦ ବର୍ଷ ବୟସରେ ୩୦ ବର୍ଷର ଲାଗନ୍ତି ଏହି ସ୍ଥାନର ମହିଳା ମାନେ , ଜାଣନ୍ତୁ ଏମାନଙ୍କ ଯୌବନର ଅସଲ କାହାଣୀ ବିଷୟରେ…

1 min read

ସୁନ୍ଦରତା ସମସ୍ତଙ୍କୁ ମତୁଆଲା କରିଥାଏ , ଆମେ ଏହି ଦୁନିଆଁରେ କେଉଁ ନା କେଉଁ କୋଣକୁ ଚାଲିଗଲେ ବିଭିନ୍ନ ରୀତି ନୀତି ଓ ସଂସ୍କୃତିରେ ଭରା ଜାଗାରେ ଭିନ୍ନ ଭିନ୍ନ ପରିବର୍ତ୍ତନ ଦେଖିବାକୁ ପାଇବା , ଆଜି ଆମେ ଆପଣଙ୍କୁ ଏକ ଏପରି ସ୍ଥାନ ବିଷୟରେ କହିବୁ , ଯାହା ମହିଳାଙ୍କ ବୟସକୁ ପୁରା ବଦଳାଇଦେଇଛି,  ଏହି ଜାଗା ପାକିସ୍ଥାନରେ ଅଛି, ହଁ ଆଜ୍ଞା ଏହି ସ୍ଥାନରେ ୮୦ ବର୍ଷର ମହିଳା ମାନେ ୩୦-୪୦ ବର୍ଷର ମହିଳା ପରି ଦେଖାଯାଆନ୍ତି , ସୁନ୍ଦରତାର ଏପରି ରୂପ ଦେଖିଲେ ଆପଣ ବି ଚକିତ ହୋଇଯୀବେ ।ଉତ୍ତର ପାକିସ୍ଥାନର କାରାକୋରମ୍ ପାହାଡିରେ ସ୍ଥିତ ହୁଞ୍ଜା ଘାଟିରେ ହୁଞ୍ଜା ସମୁଦାୟର ଅଧିବାସୀ ବାସ କରନ୍ତି , ଏହି ଜାଗାରେ ସମସ୍ତଙ୍କ ଆୟୁ ପାଖାପାଖି ୧୨୦ ବର୍ଷ ହୋଇଥାଏ ,

 

ସବୁଠାରୁ ଚିନ୍ତାର କଥା ଏହି କି ଯେ ଏଠାରେ ମହିଳା ୮୦ ବର୍ଷରେ ବୁଢୀ ହୁଅନ୍ତି ନାହିଁ , ଓ ୯୦ ବର୍ଷର ବୁଢା ବି ବାପା ହୋଇପାରନ୍ତି , ଏହି ସମୁଦାୟର ବୁରସାକି ଭାଷା ଅଟେ , ଏହି ଲୋକଙ୍କ ବିଷୟରେ ଏହା କୁହାଯାଏ କି ସିକନ୍ଦର ମହାନ୍ ସେନାର ବଂଶଜ ସେମାନେ ଥିଲେ । ଯିଏ ଚତୁର୍ଥ ଶଦିରେ ଭାରତ ଆସିଥିଲେ । କୁହାଯାଉଛି କି ଏଠାକାର ଲୋକ ପାକିସ୍ଥାନ ଓ ଅନ୍ୟ ସମୁଦାୟ ତୁଳନାରେ ଅଧିକା ଶିକ୍ଷିତ ହୋଇଥାନ୍ତି , ହୁଞ୍ଜା ଘାଟି ଲୋକ ଜନସଂଖ୍ୟା ୮୫ ହଜାରରୁ ଅଧିକା ଅଛି,  ଏହି ସମୁଦାୟର ଲୋକେ ମୁସଲିମ୍ ଧର୍ମକୁ ମାନି ଚଳନ୍ତି , ହୁଞ୍ଜା ସମୁଦାୟର ଉପରେ ବହୁତ ପୁସ୍ତକ ଲେଖାଯାଈଛି, ଏହି ପୁସ୍ତକରେ ସବୁଠାରୁ ଅଧିକା ହେଲଦି ହୁଞ୍ଜାସ୍ ଓ ଦ ଲଷ୍ଟ କିଙ୍ଗଡମ୍ ଅଫ୍ ଦି ହିମାଳୟ ବହୁତ ଲୋକପ୍ରିୟ ହୋଇଛି ,

 

ହୁଞ୍ଜା ସମୁଦାୟର ଲୋକଙ୍କ ବିଷୟରେ ଏହା କୁହାଯାଇଛି କି ଏଠାକାର ଲୋକେ ମାନସିକ ଓ ଶାରରୀକ ଭାବେ ବହୁତ ମଜବୁତ ହୋଇଥାନ୍ତି , ଏମାନଙ୍କ ଜୀବନ ଶୈଳୀ କାରଣରୁ ଏମାନେ ସୁନ୍ଦର ଦେଖାଯାଆନ୍ତି , ଏହି କାରଣରୁ ଜୀବନଶୈଳୀ ଅନ୍ୟ ଲୋକଙ୍କ ତୁଳନାରେ ଅଲଗା ହୋଇଥାଏ , ଏହି ଲୋକ ସକାଳୁ ୫ ଟାରେ ଉଠି ପଡନ୍ତି , ସାଇକେଲ୍ କିମ୍ବା ଗାଡି କମ୍ ବ୍ୟବହାର କରନ୍ତି , ଓ ଗାଡି ତୁଳନାର୍ ଏମାନେ ପାଦରେ ଚାଲିଯିବାକୁ ଅଧିକା ପ୍ରାଧାନ୍ୟ ଦିଅନ୍ତି ।

Leave a Reply

Your email address will not be published. Required fields are marked *