March 29, 2024

Odia Express

News For Public

କଣ ଆପଣଙ୍କ ଦେହରୁ ବହୁଥିବା ଝାଳ ଓ ଖରାର କିରଣ ଆପଣଙ୍କ ତ୍ୱଚାକୁ କଳା କରିଦେଉଛି ? , ତେବେ ଆଜି ହିଁ ଆପଣାନ୍ତୁ ଏହି ରାମବାଣ ଚିକିତ୍ସା…

1 min read

ଗ୍ରୀଷ୍ନ ଦିନରେ ଖରା ସକାଶେ ଘରୁ ବାହାରିବା ମୁସକିଲ୍ ହୋଇଯାଏ , ସେମିତି ଘରେ ଗରମ କାରଣରୁ ଆସୁଥିବା ଝାଳ ଆମ ତ୍ୱଚାକୁ ସବୁ ସତେଜତା ନଷ୍ଟ କରିଦିଏ । ସେ ପୁଅ ହେଉ କିମ୍ବା ଝିଅ କେହି ବି ନିଜ ସ୍କ୍ରିନ୍ କୁ ନେଇକରି ବହୁତ ଚିନ୍ତିତ ରୁହନ୍ତି , ଓ ଏହା ଆମର ସ୍କ୍ରିନ୍ ଓ ଚେହେରାକୁ କଳା କରିଦେଇଥାଏ , ଆମେ ସମସ୍ତେ ଜାଣିଛେ କି ଚେହେରା ଓ ଶରୀରରେ ଝାଳ ଆସିବା ସାଧାରଣ କଥା ଅଟେ ,ସେମିତି ଝାଳ ଆସିବା ବହୁତ ଜରୁରି ହୋଇଥାଏ , ଏହାପାଇଁ ଡାକ୍ତର ବି ଦିନ ସାରା ଏସିରେ ବସି କାମ କରିବାକୁ ମନା କରିଥାନ୍ତି ।

 

ସେମିତି ଲଗାତାର ଝାଳ ଆସିବାକୁ ଲାଗିଲେ ଚେହେରାର ରଙ୍ଗ କଳା ହୋଇଯାଏ , ଓ ପରେ ଆମର ସୁନ୍ଦରତା ଉପରେ ଏହା ଗଭୀର ପ୍ରଭାବ ପକାଇଥାଏ , ଏଥିପାଇଁ ହୋଇପାରେ ଯଦି ଚେହେରାରେ ଝାଳକୁ ଆସିବାକୁ ଦିଅନ୍ତୁ ନାହିଁ , ଆଜି ଆମେ ଆପଣଙ୍କୁ ଏକ ଶାନଦାର୍ ଉପାୟ କହିବାକୁ ଯାଉଛୁ , ଯାହାକୁ ଆପଣାଇଲେ ଆପଣଙ୍କ ଚେହେରାରେ କେବେ ବି ଝାଳ ଆସିବ ନାହିଁ ଓ ଆପଣଙ୍କ ରଙ୍ଗ ଆଗ ଭଳି ସଫା ଦିଶିବ , ତେବେ ଆସନ୍ତୁ ଜାଣିବା ।

 

ଆମେ ଯେଉଁ ପ୍ରକିୟା କହିବୁ ସେଥିପାଇଁ ଆପଣଙ୍କୁ ଫିଲଟର ପାଣିରୁ ଅଧା ବୋତଲ , ୧୦ ଚାମଚ ଗୋଲାପ ଜଳ ୨ ଚାମଚ ଆଲୋବିରା ଜେଲ୍ ଓ ଏକ ପୁରା ଲେମ୍ବୁର ରସ ନେଇକରି ଏକ ବୋତଲରେ ମିକ୍ସ କରିବାର ଅଛି ଏହି ପରି ଆପଣଙ୍କ ଟୋନର୍ ରେଡି ହୋଇଯିବ ,

ଏହାକୁ ବନାଇବାପରେ ଟୋନର୍ କୁ ସବୁଦିନ ନିଜ ଚେହେରାରେ ଦିନକୁ ୩-୪ ଥର ଲଗାଇବାର ଅଛି , ଏହି ଟୋନର୍ର୍ ଆପଣଙ୍କ ଚେହେରାପାଇଁ ବହୁତ ଫାଈଦାଦାୟକ ରହିବ , ପୁରା ଦିନ ସତେଜ ଅନୁଭବ କରିବେ , କହିଦେବୁ କି ଆପଣଙ୍କ ଚେହେରା ଖରାରେ ଜଳ୍ୱନରୁ ବଞ୍ଚାଇବ , ଓ ଚେହେରାରେ ଖରା ସକାଶେ ରେଡିୟନ୍ସରୁ ବଞ୍ଚାଇବ , ଏତିକି ନୁହେଁ ଝାଳ ଯୋଗୁଁ ହେଉଥିବା ଇନଫେକ୍ସନ ବି ଆପଣଙ୍କ ଚେହେରାକୁ ସୁରକ୍ଷିତ ରଖିବ ।

 

 

Leave a Reply

Your email address will not be published. Required fields are marked *