April 14, 2024

Odia Express

News For Public

IAS ଇଣ୍ଟରଭ୍ୟୁର ପ୍ରଶ୍ନ : ବସ୍ କୁ ଶୁଦ୍ଧ ହିନ୍ଦୀରେ କଣ କହନ୍ତି ? ୯୯ ପ୍ରତିଶତ ଲୋକ ଦେଇପାରିନାହାନ୍ତି ଏହାର ଜବାବ…

1 min read

ଆଇଏଏସ୍ ପରୀକ୍ଷା ବହୁତ ହିଁ କଠିନ ପରୀକ୍ଷାରୁ ଜଣାଯାଏ , ରାତି ଦିନ ପଢିକରି ପରୀକ୍ଷାରେ କିଛି ଲୋକ ସଫଳ ହୋଇପାରନ୍ତି ନାହିଁ , ଲୋକେ ଏହାପାଇଁ ବହୁତ ବର୍ଷ ହେଲା ପ୍ରସ୍ତୁତି କରିଥାନ୍ତି , ଓ ସେମିତି ବି ଏହି ପରୀକ୍ଷାରେ ପ୍ରଶ୍ନଗୁଡିକ ବହୁତ କଷ୍ଟକର ହୋଇଥାଏ , ଏହି ପ୍ରଶ୍ନଗୁଡିକ କଠିନ ଲାଗୁଥିବା ବେଳେ କିନ୍ତୁ ଏହାର ଉତ୍ତର ଅତି ସହଜ ହୋଇଥାଏ , କିନ୍ତୁ ଲିଖିତ ପରିକ୍ଷାରେ ପାସ୍ କରିବାପରେ କ୍ୟାଣ୍ତିଡେଟ୍ସଙ୍କ ଇଣ୍ଟରଭ୍ୟୁ ପାଇଁ ଡକାଯାଏ , ତେବେ ଯାଇ ଏହି ସବୁ ଜିନିଷରୁ ଅଧିକା ଆବଶ୍ୟକତା ପଡିଥାଏ । ଆଜି ଆମେ ଆପଣଙ୍କୁ ପରୀକ୍ଷାର୍ଥିଙ୍କ ସହ ଯୋଡିହୋଇଥିବା କିଛି ଏପରି ପ୍ରଶ୍ନ ନେଇକରି ଆସିଛୁ , ଯାହା ପାଠ୍ୟକ୍ରମ ପ୍ରସ୍ତୁତି କରିବାରେ ସାହାଯ୍ୟ କରିବ , ଏହା ଗତ ତିନୋଟି ପ୍ରତିଯୋଗିତାରେ ପଚାରାଯାଇଥିବା ପ୍ରଶ୍ନ ଅଟେ,  ଓ ଏହା ପରୀକ୍ଷାର୍ଥିଙ୍କ ପାଇଁ ଇଣ୍ଟରଭ୍ୟୁ ସମୟରେ ଆସିବାର ସମ୍ଭାବନା ଅଛି , ତେବେ ଆସନ୍ତୁ ଜାଣିବା ସେହି ପ୍ରଶ୍ନ ଗୁଡିକ ବିଷୟରେ ।

ପ୍ରଶ୍ନ : ୧- ବିଶ୍ୱର କେଉଁ ପ୍ରାକୃତିକ ପ୍ରଦେଶରେ ସର୍ବାଧିକ ବାର୍ଷିକ ତାପାନ୍ତର ମିଳିଥାଏ ?

ଉତ୍ତର : ଟେଗା ପ୍ରଦେଶରେ

ପ୍ରଶ୍ନ -୨- ଏବେ କେଉଁ ରାଜ୍ୟ ଟ୍ରାମା କେୟାର୍ ସ୍କିମ୍ ଲାଗୁ କରିଥିଲେ ?

ଉତ୍ତର : କେରଳରେ

ପ୍ରଶ୍ନ -୩- ସେନା ଦିବସ କେଉଁ ତାରିଖରେ ମନାଯାଇଥାଏ । ?

 

ଉତ୍ତର -୧୫ ଜାନୁୟାରୀକୁ

ପ୍ରଶ୍ନ -୪_ କେଊଁ ସହର ସ୍ଥିତ ତିନି ମୂର୍ତ୍ତି ଚୌକ ନାଁ ବଦଳାଇକରି ତିନିମୂର୍ତ୍ତି ହାଇଫା ଚୌକ କରିଦିଆଯାଈଛି, ?

ଉତ୍ତର : ଦିଲ୍ଲୀ ର

ପ୍ରଶ୍ନ -୫_ ଏବେ ଭାରତ ଓ କେଉଁ ଦେଶର ଅବୈଧ ପ୍ରବାସିୟଙ୍କ ଫେରିବା ଓ ଆପରାଧିକ ରେକର୍ଡ ବୁଝାମଣା କରି ଏକ ଏଏମ୍ ୟୁ ହସ୍ତାକ୍ଷର କରିଥିଲେ ?

ଉତ୍ତର : ବ୍ରିଟେନ୍

ପ୍ରଶ୍ନ -୬_ ଏବେ କଜାକି ସ୍ଥାନରେ ନିଜ ନାଁ ରୁଷି ଲିପିରେ ବଦଳାଇକରି କେଉଁ ଲିପି କରିବାର ଯୋଜନା କରିଥିଲେ ।

ଉତ୍ତର୍ : ଲାଟିନ୍ ଲିପି ।

ପ୍ରଶ୍ନ -୭_ ଏବେ ଏକ ଅଧ୍ୟୟନ ମୁତାବିକ କେତେ ବର୍ଷ ପୁର୍ବରୁ ପ୍ରକାଶ ସଂକ୍ଷ୍ଲେଷଣ ଆରମ୍ଭ ହୋଇଥିଲା ।

ଉତ୍ତର : ୧,୨୫ ଆରବ ବର୍ଷ

ପ୍ରଶ୍ନ-୮_ ଇସ୍ରାଇଲ୍ ର ପ୍ରଧାନମନ୍ତୀ ବେଜ୍ଞାମିନ୍ ଭୁଟୋ ୧୬ ଜାନୁୟାରୀକୁ କେଉଁ ସହରରେ ଭୁ ରାଜନୈତିକ ସମ୍ମେଳନ ରାୟସିନା ସଂବାଦ ର ତୃତୀୟ ସଂସ୍କରଣ କରିଥିଲେ

ଉତ୍ତର : ନୁଆ ଦିଲ୍ଲୀରେ

ପ୍ରଶ୍ନ-୯) ବିଶ୍ୱର ଦେଶରେ ସବୁଠାରୁ କପାସ୍ ନିର୍ତାୟକ ଦେଶ କେଉଁ ଦେଶ ଅଟେ ।

ଉତ୍ତର : ସଂଯୁକ୍ତ ରାଷ୍ଟ୍ର ଆମେରିକା ।

ପ୍ରଶ୍ନ-୧୦- ବସ୍ କୁ ହିନ୍ଦୀରେ କଣା କୁହାଯାଏ

 

ଉତ୍ତର : ବସ୍ କେଉଁ ତୟ ହିନ୍ଦୀ ଶବ୍ଦ ନାହିଁ , ଏହାକୁ ଯାତ୍ରା ମୋଟର ବାହାନ ରୁପେ ବ୍ୟବହାର କରିଡକାଯାଇପାରିବ ,

ପ୍ରଶ୍ନ -୧୧- ଏବେ କେଉଁ ଅଭିନେତା ଜନକଙ୍କ ବିପି ସାବଲରାମ ପୁରସ୍କାର ପ୍ରଦାନ କରାଯାଇଥିଲା

ଉତ୍ତର ; ସୁଧିର ଦଲବି ଅଟେ /

ପ୍ରଶ୍ନ-୧୨_ ବାର୍ କ୍ୟାଉନସିଲ୍ ଅଫ୍ ଇଣ୍ତିଆ ପାଞ୍ଚଟୀ ଜର୍ଜ ଛାଡୀକରି ଅନ୍ୟ ସବୁ ଜର୍ଜଙ୍କ ଦେଖାକରିବାକୁ ଯାଇ ସଦସୀୟ ଦଳ ପଠନ କରାଯାଇଥିଲା , ଉତ୍ତର : ୭ ଟି ଦଳର

ପ୍ରଶ୍ନ-୧୩_ ବିଶ୍ୱର କପାସର ସବୁଠାରୁ ନିର୍ୟାତକ ଦେଶ କେଉଁ ଦେଶ ଅଟେ  ।

ଉତ୍ତର : ସଂଯୁକ୍ତ ରାଷ୍ଟ୍ର ଆମେରିକା ।

Leave a Reply

Your email address will not be published. Required fields are marked *