April 19, 2024

Odia Express

News For Public

ଆଜି ରାତିରେ ଶୋଇବା ପୂର୍ବରୁ କେବଳ ଏହି ଏହି ଦୁଇଟି ମନ୍ତ୍ରର ଜପ କରିନିଅନ୍ତୁ , ତାପର ସକାଳ ଦେଖନ୍ତୁ ଏଭଳି ଚମତ୍କାର..

ଏହି କଥାରେ କୌଣସି ରାୟ ନାହିଁ କି ମା ଲକ୍ଷ୍ମୀଙ୍କୁ ଧନର ଦେବୀ କୁହାଯାଏ , ମା ଲକ୍ଷ୍ମୀ ଓ ଭଗବାନ ବିଷ୍ଣୁଙ୍କ ସ୍ତ୍ରୀ ଅଟନ୍ତି , ଏଥିପାଇଁ ପୁରା ସଂସାରରେ ତାଙ୍କୁ ସୁଖ ସମୃଦ୍ଧି ଆଣୁଥିବା ମା ବୋଲି କହିକରି ପୁଜା କରାଯାଏ , କିନ୍ତୁ ଆଜି ଆମେ ଯେଉଁ ମନ୍ତ୍ର ବିଷୟରେ କହିବାକୁ ଯାଉଛୁ , ତାହା ଭଗବାନ ଶ୍ରୀକୃଷ୍ଣଙ୍କ ମହାମନ୍ତ୍ର ଅଟେ , ଶାସ୍ତ୍ରକୁ ମାନିଲେ ଏହି ମନ୍ତ୍ରର ଜପ କରିଲେ ବ୍ୟକ୍ତିର ସବୁ କଷ୍ଟ ଲାଘବ ହୋଇଯାଏ । ଏହି ମନ୍ତ୍ରଗୁଡିକ ଦ୍ୱାରା ପୁରା ବ୍ରହ୍ମାଣ୍ତ ଅଛି, ଯାହାର ୧୦୮ ଥର ଜପ କରିଲେ ନିଜ ସବୁ ମନୋକାମନା ପୁରା ହୋଇପାରିବ । ଭଗବାନ କୃଷ୍ଣଙ୍କୁ ଭଗବାନଙ୍କ ଅଷ୍ଟମ ଅବତାର ମାନାଯାଏ ।

 

ଏମିତିରେ ତାଙ୍କ ନାଁରେ ଏତେ ମହିମା ଅଛି ଯେଉଁ ପରିସ୍ଥିତିରେ ଡାକିଲେ ତାହା ଗୋଟେ ଚୁଟକିରେ ସମାଧାନ ହୋଇଯାଏ , ଏତିକି ନୁହେଁ ଏହି ମନ୍ତ୍ରର ଜପ କରିଲେ ଧନର ପ୍ରାପ୍ତି ହୋଇପାରେ , ଏହି ଦୁଇଟି ମନ୍ତ୍ରକୁ ଜପ କରିଲେ ପ୍ରଥମେ ଆପଣଙ୍କୁ କିଛି ଦାୟିତ୍ୱ ନେବାକୁ ହେବ , ଗୋଟେ ଅକ୍ଷର ଭୁଲ୍ ରେ ପଢିଲେ ଆପଣଙ୍କୁ ଧନର ପ୍ରାପ୍ତି ହେବ ନାହିଁ , ଏହି ମନ୍ତ୍ରକୁ ଲାଭ ପାଇଲେ ଆବଶ୍ୟକ ହୋଇଥାଏ । ଏହି ମନ୍ତ୍ରକୁ ଜପ ସଠିକ୍ ଭାବେ କରିଲେ କେବେ ଜୀବନରେ ଅସୁବିଧା ହେବ ନାହିଁ । ଓ ଏହି ମନ୍ତ୍ରକୁ ଯେ କୌଣସି ଜାଗାରେ ଜପ କରିପାରିବେ ।

 

୧) ଶ୍ରୀକୃଷ୍ଣଙ୍କ ମନ୍ତ୍ର : ଓଁ ଶ୍ରୀ ନମଃ ଶ୍ରୀକୃଷ୍ଣାୟ ପରିପୂର୍ଣ୍ଣତମାୟ ସ୍ୱାହା ।

ଏହା ଶ୍ରୀକୃଷ୍ଣଙ୍କ ମୁଳମନ୍ତ୍ର ଅଟେ , ଏହି ମୁଳମନ୍ତ୍ରର ଜପ କରିବାର ସୁଖ ଚାହୁଁଛନ୍ତି ପ୍ରତ୍ୟେକ ମନୁଷ୍ୟ ପ୍ରାତଃ କାଳରେ ନିତ୍ୟକର୍ମ କରି ସ୍ନାନ କରି ଏକ ଶହ ଆଠଥର ଜପ କରିବାକୁ ହେବ , ଏମିତି କରିଲେ ମନୁଷ୍ୟର ସବୁ ବାଧା କଷ୍ଟ ଦୂର ହୋଇପାରିବ , ଏହି ମନ୍ତ୍ରର ଜପ କରିବାଦ୍ୱାରା ଅଟକିଥିବା ଧନ ତୁରନ୍ତ ମିଳିପାରିବ ।

ଶୁକ୍ରବାର ଦିନ କରନ୍ତୁ ଏହି ପୁଜା : ଏହା ଛଡା ଆପଣ ସବୁ ମାସର ପ୍ରଥମ ଶୁକ୍ରବାରକୁ ସକାଳୁ ସ୍ନାନ କରିବାପରେ ଘରର ପୁଜା ସ୍ଥାନରେ ଘିଅର ଦୀପ ଲଗାଇ ମା ଲକ୍ଷ୍ମୀଙ୍କୁ ମିଶ୍ରୀ ଓ କ୍ଷୀର ଭୋଗ ଲଗାନ୍ତୁ , ଓ ମା ଲକ୍ଷ୍ମୀଙ୍କର ମନ୍ତ୍ର ଓଁ ଶ୍ରୀ ଶ୍ରୀୟେ ନମଃ ଜପ ୧୦୮ ଥର କରନ୍ତୁ , ଏହା ଦ୍ୱାରା ମା ଲକ୍ଷ୍ମୀ ପ୍ରସନ୍ନ ହୋଇଯିବେ , ଓ ଧନର ଲାଭ ମିଳିବ ।

Leave a Reply

Your email address will not be published. Required fields are marked *