March 27, 2024

Odia Express

News For Public

ଫ୍ଲାଇଟ୍ ରୁ ଘର ଉପରକୁ ପଡିଲା ବରଫ ପରି ଏକ ଜିନିଷ , ଦମ୍ପତି ତାକୁ ଫ୍ରିଜ୍ ରେ ରଖିଦେଲେ , ତାହାପରେ ଯାହା ହେଲା ଜାଣିଲେ ଆପଣଙ୍କ ପାଦ ତଳୁ ମାଟି ଖସିଯିବ..

ଆଜି ଆମେ ଆପଣଙ୍କୁ ଏମିତି ଏକ ଖବର ବିଷୟରେ ଜଣାଇବାକୁ ଯାଉଛୁ , ଯାହା ଏହି ଦିନରେ ସୋସିଆଲ୍ ମିଡିଆରେ ବହୁତ ଚର୍ଚ୍ଚିତ ହୋଇଛି , ସେମିତି ବି ଆଜିକାଲିର ଯୁବ ସମାଜ ସୋସିଆଲ୍ ମିଡିଆରେ ବହୁତ ଆକ୍ଟିଭ୍ ହୋଇସାରିଛନ୍ତି , ଆମେ ସବୁଦିନ ସୋସିଆଲ୍ ମିଡିଆରେ ବହୁତ ସାରା ଫଟୋ, ଭିଡିଓ ,ଓ ଖବର ଶୁଣିଥାଉ , ଦେଖିଥାଉ ଓ ଜାଣିବାକୁ ପାଉ , ଆଜି ଆମେ ଆପଣଙ୍କୁ ଏମିତି ଏକ ଖବର କହିବାକୁ ଯାଉଛୁ , ଯାହା ସବୁଠାରୁ ଅଧିକା ଚର୍ଚ୍ଚିତ କରିଦେଲା ଭଳି ଘଟଣା ହୋଇଥିଲା ।ଆପଣଙ୍କୁ କହିଦେବୁ କି ଖବର ଲଣ୍ତନର ଏକ ଦମ୍ପତିଙ୍କର ଅଟେ , ଯିଏକି ନିଜ ଘରକୁ ଆରାମରେ ଫେରୁଥିଲେ , ତେବେ ଏକ ଜୋରଦାର୍ ଧମାକା ହେଲା , ତେବେ ସେ ଭାବିଥିଲେ କି କେଉଁ କାର୍ ସହ ଏକ ବଡ ଦୁର୍ଘଟଣା ହୋଇଛି ବୋଲି ।

 

କିନ୍ତୁ ଯେବେ ବାହାରକୁ ଆସି ଦେଖିଲେ ତେବେ ସେ ଜାଣିବାକୁ ପାଇଲେ କି ତାଙ୍କର ଘର ଉପରେ ଏକ ବାକ୍ସ ପଡିଛି, ଓ ସେ କିଛି ବୁଝିପାରିନଥିଲେ କଣ ହେଇଛି, କହିଦେବୁ କି ଏହି ବାକ୍ସ ଉପରେ ଯାଉଥିବା ପ୍ଲେନ୍ ରୁ ପଡିଥିଲା,  ଓ ତାହା ଛାତ ଉପରେ ଆସି ପଡିଥିଲା । ସୁଚନା ମୁତାବିକ ଏହି ଦମ୍ପତିଙ୍କ ନାଁ ୭୦ ବୟସ୍କ କେଥ୍ ଓ ତାଙ୍କର ସ୍ତ୍ରୀ ୬୭ ବର୍ଷୀୟ ରୁଥ୍ ମେଡ୍ ଙ୍କର ଅଟେ , କହିଦେବୁ କି ତାଙ୍କର ଘରର ବିମା ଥିଲା , ଏହି କ୍ଲେମ୍ ପାଇବାପାଇଁ ଏହି ଦୁହେଁ ଏହି ବାକ୍ସକୁ ନିଜ ଘର ଉପରେ ରଖିଦେଲେ ।

 

ଏହି ବାକ୍ସ ଏକ ବରଫଖଣ୍ତ ପରିଦେଖାଯାଉଥିଲା,  ଏଥିପାଇଁ ସେମାନେ ଏହାକୁ ଫ୍ରିଜର୍ ରେ ରଖିଦେଲେ , ଓ କମ୍ପାନୀକୁ ୧ ଲକ୍ଷ ଟଙ୍କାର ଜୋରିମାନା ମାଗିଲେ , କହିଦେବୁ କି ଯେବେ କଥା ଜଣାପଡିଲା ଯେବେ ସେମାନେ ସେହି ଜିନିଷକୁ ଫ୍ରିଜରରେ ରଖିଥିଲେ ,

 

ସେହି ପ୍ଲେନ୍ ର ବସିଥିବା ଯାତ୍ରୀଙ୍କର ମଳ ମୁତ୍ର ଅଟେ , ତେବେ ତାହାକୁ ସଙ୍ଗେ ସଙ୍ଗେ ତାହାକୁ ବାହାର କରାଗଲା । ଆପଣଙ୍କୁ କହିଦେବୁ କି ଏହି କ୍ଷେତ୍ରରେ ଉଡ୍ଡୟନ ବିଭାଗ ଆସିଥାଏ । ଓ ଏହି ଏରିଆରେ ସବୁ ଦିନ ପ୍ଲେନ୍ ଯାଇଥାଏ,  ଏବେ ପର୍ଯ୍ୟନ୍ତ ଏହି କଥା ସ୍ପଷ୍ଟ ହୋଇପାରିନାହିଁ କି ଏହି ବାକ୍ସ କେଉଁ ପ୍ଲେନ୍ ର ଅଟେ ।

Leave a Reply

Your email address will not be published. Required fields are marked *