ସ୍ତ୍ରୀକୁ ମାର୍କେଟ୍ ରେ ଟପ୍-ଜିନ୍ସ ପିନ୍ଧିକରି ବୁଲୁଥିବାର ଦେଖି ସ୍ୱାମୀ ନିଜ ନିୟନ୍ତ୍ରଣ ହରାଇବସିଲା,ସେହିଠାରେ ଦେଇଦେଲା ଶକ୍ତ ଚାପୁଡା ତାପରେ ସ୍ତ୍ରୀ କରିଲେ ଏଭଳି କାମ ଯେ..
1 min read
ଏବେ କିଛି ଦିନ ହେବ ଏକ ଘଟଣା ସାମନାକୁ ଆସିଛି , ଯେଉଁଠି ସ୍ୱାମୀ ବଜାରକୁ ଯାଇଥିବା ସ୍ତ୍ରୀ ଟପ୍-ଜିନ୍ସ ପିନ୍ଧିଥିବା ଯୋଗୁଁ ଘରେ ଆସି ତାକୁ ଏକ ଚାପୁଡା ମାରିଥିଲା , ଓ ସ୍ୱାମୀଙ୍କୁ ରାଗିକରି ସ୍ତ୍ରୀ ସୁସାଇଡ୍ କରିନେଲା , ଏହି ଘଟଣା ୟୁପିର ବାରାଣାସୀ ଖୋଜବା ରୋଡ ସକୁନ୍ତଳା ତଲାବ ର ଅଟେ , ଯାହା ଶୁକ୍ରବାର ସକାଳର ଅଟେ , ସ୍ୱାମୀ ନିଜ ସ୍ତ୍ରୀର ଶବକୁ ନେଇକରି ବ୍ୟସ୍ତତା ଭିତରେ ଡୁଡୁମରାଂବ ଜଙ୍ଗଲ ବଜାରର ନିଜ ପୈତୃକ ଘରକୁ ନେଇଗଲା , ପରେ ତାପରେ ସ୍ୱାମୀ ନିଜ ସ୍ତ୍ରୀର ମୃତ୍ୟୁର ଖବର ସୁଚନା ଶଶୁରଘରକୁ ଦେଲା , ଶଶୁରଘର ଲୋକେ ସ୍ୱାମୀ ଚନ୍ଦନଙ୍କୁ ହତ୍ୟା କରିବାର ଆରୋପ ଲଗାଇଲେ , ଓ ତାକୁ ପୋଲିସ୍ ଦ୍ୱାରା ଗିରଫ କରାଇଥିଲେ ।
୨୦ ବର୍ଷୀୟ ମୃତିକା ଖୁସୁବୁ ଉତ୍ତରପ୍ରଦେଶର ଗାଜିପୁରରେ ରହୁଥିଲେ , ୨୧ ନଭେମ୍ବର ୨୦୧୬ କୁ ଖୁସୁବୁ ଓ ଚନ୍ଦନ ଜୟଶୱାଲଙ୍କ ସହ ହୋଇଥିଲା । ବାହାଘର ପରେ ଦୁହେଁ ଖୁସିରେ ଥିଲେ , ଏହି ଦୁହିଁଙ୍କର ଗୋଟେ ଝିଅ ହୋଇଥିଲା , ଯିଏକି ଜନ୍ମ ହେବାର କିଛି ମାସ ପରେ ମରିଯାଇଥିଲା , ଚନ୍ଦନ ବନାରସର ନିଜ ଶାଢୀ କମ୍ପାନୀରେ କାମ କରୁଥିଲା , ଓ ନିଜ ସ୍ତ୍ରୀ ସହ ଧାରା ତାଲାବରେ ରହୁଥିଲା । ଗୁରୁବାର ରାତିରେ ଏହି ଦୁହେଁଙ୍କର ମଧ୍ୟରେ ମତାନ୍ତର ହୋଇଥିଲା , ଚନ୍ଦନ ନିଜ ସ୍ତ୍ରୀକୁ ବହୁତ ପିଟିଥିଲା , ଖୁସୁବୁ ରାତିରେ ନିଜ ମା ରୀତାଙ୍କ ସହ ଏହି ବିଷୟରେ କଥା ହୋଇଥ୍ଲା, ଖୁସୁବୁର ମା କହିଲେ କି ଶୁକ୍ରବାର ସକାଳେ ସବୁ କିଛି ଠିକ୍ ଠାକ୍ ଥିଲା । କିନ୍ତୁ ପରେ ସେ ଦେହ ଖରାପ ହେବାର ଖବର ପାଇଲୁ ।
ଚନ୍ଦନ କହିଲା କି ରାତିରେ ମୋର ସ୍ତ୍ରୀ ଯେବେ ଜିନ୍ସ-ଟପ୍ ପିନ୍ଧିକରି ବଜାରରେ ବୁଲୁଥିଲା ତେବେ ମୁଁ ରାଗିକରି ଦୁଇଟି ଚାପୁଡା ମାରିଥିଲି, ମୁଁ ତାକୁ ବୁଝାଇଲି କି ସଭ୍ୟ ଘର ମହିଳାମାନେ ଏପରି କପଡା ପିନ୍ଧନ୍ତି ନାହିଁ , ସେ ମୋର କଥା ନିଜ ମା ରୀତାକୁ କହିଥିଲା , ସକାଳୁ ଉଠିବା ପରେ ଖୁସୁବୁ ମୋତେ ଉଠିକରି ଚାହା ବନେଇକରି ଦେଇଥିଲା , ମୁଁ ଘର ସଉଦା କିଣିବାକୁ ବଜାର ପଳେଇଆସିଥିଲି , ଯେବେ ଫେରିଆସିଲି ତେବେ ଦେଖିଲି କି ସେ ନିଜକୁ ଫାଶୀ ଲଗାଇଦେଇଛି, ମୁଁ ତାକୁ ତୁରନ୍ତ ତଳକୁ ଓହ୍ଲାଇଲି, ସେହି ସମୟରେ ତାର ନିଶ୍ୱାସ ପ୍ରଶ୍ୱାସ ଚାଲୁଥିଲା , ତାପରେ ମୁଁ ତାକୁ ନେଇକରି ବିଏଚ୍ ୟୁ ଏମରଜେନ୍ସି ୱାର୍ଡକୁ ଗଲି , କିନ୍ତୁ ଚିକିତ୍ସା ଆରମ୍ଭ ହେବା କ୍ଷଣି ତାହାର ମୃତ୍ୟୁ ହୋଇଯାଇଥିଲା , ମୁଁ ନିଜ ଶଶୁରଘର ଲୋକଙ୍କୁ ଏହି କଥା କହିଲି , ଚନ୍ଦନ କହିଲା କି ମୁଁ ନିର୍ଦ୍ଧୋଷ ଅଟେ , ସେ କହିଲା ଯଦି ମୁଁ ଚାପୁଡା ନ ମାରିନଥାନ୍ତି ତେବେ ଏପରି କେବେ ହୋଇନଥାନ୍ତା ।