March 24, 2024

Odia Express

News For Public

ମୁକେଶ ଅମ୍ବାନୀଙ୍କ ଛୁଆଙ୍କ ପକେଟ୍ ମନି କେତେ ? ଶୁଣିକରି ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ..

କଣ ଆପଣଙ୍କୁ ମନେ ଅଛି ସ୍କୁଲ୍ ଓ କଲେଜ ଗଲାବେଳେ ଘରୁ କେତେ ପଇସା ପକେଟ୍ ମନି ମିଳୁଥିଲା , ଯାହା ଦ୍ୱାରା ଆପଣ ନିଜ ପକେଟ୍ ରୁ ପଇସା ଖର୍ଚ୍ଚ କରିପାରିବେ । ବୋଧେ ଏହା ସମସ୍ତଙ୍କୁ ମନେ ଥିବ , କାରଣ ଏହି କଥା କେହି ବି ଭୁଲି ପାରିବେ ନାହିଁ,  କିନ୍ତୁ ଯେବେ ଦେଶର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ କଥା ଆସେ ତେବେ ଆଖି ଆଗରେ ଆରବ ଟଙ୍କା , ଚାକର, ଜିଓ , ଓ ନାନା ପ୍ରକାର କଥା ଆସିଯାଏ ।କିନ୍ତୁ ଆପଣ କେବେ ଭାବିଛନ୍ତି ମୁକେଶ ଅମ୍ବାନୀଙ୍କ ଛୁଆଙ୍କର ପକେଟ୍ ମନି କେତେ ମିଳୁଥିବ , ବୋଧେ ଆପଣ ସେଇଆ ଭାବୁଛନ୍ତି ଯାହା ବାକି ଲୋକ ଯାହା ଭାବିଥାନ୍ତି , କିନ୍ତୁ ସତ କଥା ଆଉ କିଛି ଅଛି , ଏକ ୱେବସାଇଟ୍ କୁ ଦେଇଥିବା ଇଣ୍ଟରଭ୍ୟୁରେ ଅମ୍ବାନୀ ଏହି କଥାର ଖୁଲାସା କରିଥିଲେ , ଯାହାକୁ ଶୁଣିଲେ ଆପଣଙ୍କ ହୋସ୍ ଉଡିଯିବ , ବୋଧେ ଆପଣଙ୍କୁ ବିଶ୍ୱାସ ହେବ ନାହିଁ , ଓ କହିବେ କି ଏହା ଖାଲି କଥାରେ କହିବା କଥା ।

 

ନୀତା ଅମ୍ବାନୀ କହିଲେ ନିଜ ଛୁଆ ଅନ୍ତନ , ଆକାଶ, ଇଶା ସବୁ ଦିନ ୪ ଟଙ୍କା ଖର୍ଚ୍ଚ କରିବାକୁ ଦେଉଥିଲେ , କାରଣ ସେ ଏପରି ବଦଖର୍ଚ୍ଚ ନ କରନ୍ତୁ , ନୀତା କହନ୍ତି କି ଦିନେ ତାଙ୍କ ବଡ ପୁଅ ଅନନ୍ତ ତାଙ୍କ ବେଡରୁମ୍ କୁ ଆସିଲା , ଓ କହିଲା ଦିନକୁ ଚାରିଟଙ୍କା ନୁହେଁ ୨ ଟଙ୍କା ଦରକାର , ନୀତା ପଚାରିବାରୁ ସେ କହିଲେ କି ତାଙ୍କ ସାଙ୍ଗ କହନ୍ତି କି ତୁ ଅମ୍ବାନୀଙ୍କ ପୁଅ ନା ଭିକାରୀ ର ।

ଏମିତି ବି କଲେଜ ଟ୍ରିପ୍ ଗଲେ ତାଙ୍କ ପିଲା ପବ୍ଲିକ୍ ଯାତାୟତ ବ୍ୟବହାର କରନ୍ତି , ଏବେ ଏହି କଥାରେ କେତେ ସତ୍ୟତା ଅଛି , ଏହା ପତ୍ତା କରିବା ବହୁତ କଠିନ ଅଟେ , ବୋଧେ କେହି ବିଶ୍ୱାସ କରିପାରିବେ ନାହିଁ ।

Leave a Reply

Your email address will not be published. Required fields are marked *