April 18, 2024

Odia Express

News For Public

ଭାରତର ଏହି ୫ ଟି ରେଲୱେ ଷ୍ଟେସନ ଯାହାକୁ ଦେଖିଲେ ମନ ଖୁସି ହୋଇଯିବ – ଓଡ଼ିଶାର ଏକ ଷ୍ଟେସନ ସାମିଲ ଅଛି – ଦେଖିଲେ ନିଶ୍ଚୟ ଗର୍ବ କରିବେ…

ଭାରତରେ ସୁନ୍ଦରତାରେ ଅଭାବ ନାହିଁ , ଚାରି ପଟୁ ସୁନ୍ଦର ଗଛ ଲତା ଓ ପାହାଡ ପର୍ବତରେ ଘେରା ହୋଇଛି , ଆଜି ଆମେ ଆପଣଙ୍କୁ ଏହାର ଭିତର ଚମକ ଦେଖାଇବୁ , ଯାହାକୁ ଦେଖିକରି ଆପଣ ଭାବିବାକୁ ଲାଗିବେ କି ଏହା ଭାରତ ନାଁ ୟୁରୋପ , ହଁ ଆଜ୍ଞା , ଆଜି ଆମେ ଭାରତର ସବୁଠାରୁ ସୁନ୍ଦର ୫ ଟି ରେଲୱେ ଷ୍ଟେସନ ବିଷୟରେ କହିବାକୁ ଯାଉଛୁ ,

 

୧) ଲକ୍ଷ୍ନୌର ଚାରବାଗ ରେଲୱେ ଷ୍ଟେସନ :  ନବାବଙ୍କ ସହର ଲକ୍ଷ୍ନୌ , ଏଠାକୁ ଯଦି ଆପଣ ତାହେଲେ କଣ ବୁଲିଛନ୍ତି କୁହନ୍ତୁ , ଚାରବାଗ ରେଲୱେ ଷ୍ଟେସନ ଯାହା ବହୁତ ହିଁ ସୁନ୍ଦର ଅଟେ , ଯଦି ଚାରବାଗ ମତଲବ ବୁଝିନେଇଛନ୍ତି ତେବେ ଏହାର ହିନ୍ଦୀ ମତଲବ ଏହା ଚାରୋଟି ବଗିଚା , ଏହା ଇଂରେଜ ସମୟରେ ଏକ ଭବ୍ୟ ମହଲା ଥିଲା , ଯାହା ବାହାରୁ ବିଶାଳକାୟ ଓ ଭିତରୁ ବହୁତ ସୁନ୍ଦର ଦେଖାଯାଏ , ଏହାର ବାସ୍ତୁକଳା ଆପଣଙ୍କୁ ମୋଗଲ, ରାଜପୁତ ଓ ଅବାଧୀ ସଂସ୍କୃତି ଝଲକ ଦେଖିବାକୁ ମିଳିବ , ଯଦି ଆପଣ ଏହି ରେଲୱେ ଷ୍ଟେସନ କେବେ ଉପରୁ ଦେଖିବେ ତେବେ ଏହା ସତରଞ୍ଜ ପରି ଲାଗିଥାଏ , ଓ ଲମ୍ବା ଲମ୍ବା ଖମ୍ବ ସହ ଓ ତଳେ ହୋଇଥିବା ଗୁମ୍ବଦ ଶତରଞ୍ଜର ଖେଳାଳୀ ପରି ଦେଖାଯାଏ ।

 

୨) ବନାରସର ରେଲୱେ ଷ୍ଟେସନ୍ : ମହାଦେବଙ୍କ ନଗରୀ ଅଟେ ବନାରସ , ପ୍ରଥମ ଟ୍ରେନ୍ ୧୮୬୨ ରେ ଚାଲିଥିଲା , ତାହା ପୁଣି ହାୱଡା ଷ୍ଟେସନରୁ , ବନାରସ ରେଲୱେ ଷ୍ଟେସନ୍ ପବିତ୍ର ଗଙ୍ଗା ନଦୀ ତଟରେ ବନା ହୋଇଛି , ଯଦି ଆପଣ ଏହି ରେଲୱେ ଷ୍ଟେସନକୁ ବାହାରୁ ଦେଖିବେ ତେବେ ଏହା ଏକ ଭବ୍ୟ ମନ୍ଦିର ପରି ଦେଖାଯାଏ , ଷ୍ଟେସନର ବିଲଡିଙ୍ଗ୍ ଉପରେ ଏକ ବଡ ଚକ୍ର ବନା ହୋଇଛି, ଏହି ଚକ୍ରରେ ରଙ୍ଗୀନ ଲାଇଟ୍ ଜଳୁଥିବାର ଦେଖାଯାଏ ।

 

୩) ଘୁମ ରେଲୱେ ଷ୍ଟେସନ : ଏବେ କଥା ହେବା ସବୁଠାରୁ ଉଚ୍ଚା ରେଲୱେ ଷ୍ଟେସନ ବିଷୟରେ , ଯାହା ସବୁଠାରୁ ଉଚ୍ଚା ହେବା ସହ ସୁନ୍ଦର ବି ଅଟେ , ଘୁମ୍ ର ରେଲୱେ ଷ୍ଟେସନ ଡାର୍ଜିଲିଙ୍ଗ୍ ଠାରୁ ୧୨ କିମି ଦୁରରେ ଅଛି , ଏଠାରେ ଏକ ଟୟ ଟ୍ରେନ୍ ଚାଲିଥାଏ , ଯାହା ଦର୍ଶକଙ୍କୁ ହିମାଳୟର ଦର୍ଶନ କରାଇଥାଏ , ଏହି ଟ୍ରେନ୍ ବହୁତ ହିଁ ଖାସ୍ ଅଟେ , ତାହା ସହ ରେଲୱେ ଷ୍ଟେସନ ବହୁତ ସୁନ୍ଦର ଅଟେ , ଆପଣ ଥରେ ଆସନ୍ତୁ ଓ ବୁଲିକରି ଯାଆନ୍ତୁ ।

 

୪) ହାୱଡା ରେଲୱେ ଷ୍ଟେସନ : ଭାରତର ସବୁଠାରୁ ପୁରୁଣା ରେଲୱେ ଷ୍ଟେସନ ହିସାବରେ ହାୱଡା ଷ୍ଟେସନ ଜଣାଯାଏ , ୧୮୫୪ ରେ ଏହାର ନିର୍ମାଣ ହୋଇଥିଲା , ହୁଗଳି ନଦୀ ପାଖରେ ଏହାକୁ ତିଆରି କରାଯାଇଥିଲା , ଏହି ଷ୍ଟେସନ କୋଲକାତାରୁ ହାୱଡା ପୋଲ ମାଧ୍ୟମରେ ଯୋଡି ହୋଇଛି , ପୁରା ଭାରତରେ ଏହି ରେଲୱେ ଷ୍ଟେସନ ସବୁଠାରୁ ଅଧିକା ଟ୍ରେନ୍ ଡବା ରଖିବାରେ କ୍ଷମତା ରଖିଥାଏ ।

୫) କଟକ ରେଲୱେ ଷ୍ଟେସନ :  ଗୋଟେ ସାନଦାର୍ ଦୁର୍ଗ ପରି ତିଆରି ହୋଇଥିବା ଏହି ରେଲୱେ ଷ୍ଟେସନ ସତରେ ଏକ ସୁନ୍ଦର ଦୁର୍ଗ ଭଳି ଲାଗେ । ଯେଉଁ କିଲ୍ଲାରେ ପ୍ରଭାବିତ ହୋଇକରି ଏହି ରେଲୱେ ଷ୍ଟେସନକୁ ତିଆରି କରାଯାଇଛି , ସେହି କିଲ୍ଲାର ନାଁ ବାରବାଟୀ ଦୁର୍ଗ ଅଟେ , ବାରବାଟୀ ଦୁର୍ଗ ୧୪ ତମ ଶତାର୍ଦ୍ଧୀରେ ପୂର୍ବ ଗଙ୍ଗ ସାମ୍ରାଜ୍ୟ କଳିଙ୍ଗରେ ବନା ହୋଇଥିଲା , ତେବେ ଠାରୁ ଏହି ଦୁର୍ଗ ଓଡିଶାର ଗର୍ବ ଅଟେ । ଏହି କିଲ୍ଲା କଟକର ସହ ଭାରତର ସବୁଠାରୁ ବ୍ୟସ୍ତ ରେଲୱେ ଷ୍ଟେସନ ହିସାବରେ ଗଣାଯାଇଥାଏ ।

Leave a Reply

Your email address will not be published. Required fields are marked *