April 19, 2024

Odia Express

News For Public

ଯଦି ଆପଣଙ୍କ ନାମ କିମ୍ବା ଆପଣଙ୍କ କିଏ ପ୍ରିୟଜନଙ୍କ ନାମ P ଅକ୍ଷରରୁ ଆରମ୍ଭ ହୋଇଥାଏ , ତେବେ ଜାଣନ୍ତୁ ତାଙ୍କ ସହ ଯୋଡି ହୋଇଥିବା କିଛି ଖାସ୍ କଥା..

1 min read

ଏହା ତ ଆମେ ସମସ୍ତେ ଜାଣିଛେ କି ନାଁ ଜୀବନରେ କେତେ ମହତ୍ତ୍ୱ ରଖିଥାଏ , ଏଥିରେ ବ୍ୟକ୍ତିର ପରିଚୟ ଯୋଡି ରହିଥାଏ , ଚେହେରା ପରେ ଦେଖାଯାଏ ତ ଏଥିରେ ଆମ ଜଣେ ଅନ୍ୟଜଣଙ୍କ ପରିଚୟ ପାଇପାରନ୍ତି , କିନ୍ତୁ ଆପଣ କଣ ଜାଣିଛନ୍ତି କି ନାଁର ବ୍ୟବହାରିକ ରୂପରେ ଯେତେ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ ସେତେ ଜ୍ୟୋତିଷ୍ୟ ଦୃଷ୍ଟିରୁ ବି ହୋଇଥାଏ । ଜ୍ୟୋତିଷ୍ୟ ଶାସ୍ତ୍ର ଅନୁସାରେ ବ୍ୟକ୍ତିର ସ୍ୱଭାବ ଓ ଗୁଣ ଦୋଷ ଆଦି ଗଭୀର ପ୍ରଭାବ ପଡିଥାଏ , ଏମିତିରେ ବ୍ୟକ୍ତି ନାଁ ଅନୁସାରେ ବହୁତ କିଛି ଜଣା ପଡିପାରେ , ଆଜି ଆମେ ଆପଣଙ୍କୁ P ଅକ୍ଷର ନାଁ ରୁ ଆରମ୍ଭ ହେଉଥିବା ଲୋକଙ୍କ ସ୍ୱଭାବ ଓ ଦକ୍ଷତା ବିଷୟରେ କହିବାକୁ ଯାଉଛୁ ।

 

P ନାଁ ଥିବା ବ୍ୟକ୍ତିଙ୍କ ଶାରରୀକ ସଂରଚନା : ଏହି ନାଁ ଥିବା ବ୍ୟକ୍ତିଙ୍କ ଶାରରୀକ ସଂରଚନା କିମ୍ବା ଲୁକ୍ ବିଷୟରେ କହିଲେ ଏହି ଲୋକ ଦେଖିବାକୁ ବହୁତ ଆକର୍ଷକ ହୋଇଥାନ୍ତି , ଓ ସେମାନେ ନିଜ ଲୁକ୍ ପାଇଁ ବହୁତ ଦାୟିତ୍ୱବାନ ହୋଇଥାନ୍ତି , ଏହି କାରଣରୁ ଲୋକଙ୍କ ନଜରରେ ସେମାନେ ଭଲ ନଜର ଆସିଥାନ୍ତି ,

 

P ନାଁ ଥିବା ବ୍ୟକ୍ତିଙ୍କ ସ୍ୱଭାବ : ଏମାନେ ବହୁତ ରିଜର୍ଭ ସ୍ୱଭାବର ହୋଇଥାନ୍ତି , ମାନେ ଏମାନଙ୍କର ଦୁନିଆଁ ସହ କିଛି ବି ମତଲବ ନାହିଁ , ଯଦି ଏକେଲା ରହିଲେ ବି କାମରେ ଏମାନେ ବ୍ୟସ୍ତ ରୁହନ୍ତି , ତାଙ୍କୁ ସବୁବେଳେ ଚିନ୍ତା ଥାଏ କି ସମୟ ଥିବା ସମୟରେ ତାଙ୍କ ଲକ୍ଷ୍ୟସ୍ଥଳକୁ ପୁରା କରିପାରିବେ , ଏମାନଙ୍କୁ ମିଛ ଓ ମିଛ କହୁଥିବା ଲୋକଙ୍କୁ ବହୁତ ଘୃଣା ଆସିଥାଏ ।

 

ଏମାନେ ବହୁତ ସହଯୋଗୀ ବ୍ୟକ୍ତିତ୍ୱର ବ୍ୟକ୍ତି ହୋଇଥାନ୍ତି , ଏମାନେ ନିଜ ମତଲବ ବନ୍ଧୁତା ଦ୍ୱାରା ନିଭାଇଥାନ୍ତି , ପାରିବାରିକ ସଂମ୍ପର୍କ ବିଷୟରେ କଥା ହେଲେ ଏମାନେ ନିଜ ପରିବାରକୁ ପ୍ରାଥମିକତା ଦେଇଥାନ୍ତି , ଏମାନେ ଏକ ଭଲ ସ୍ୱାମୀ ହିସାବରେ ଜଣାଯାଆନ୍ତି , ଏମାନେ ବହୁତ ରୋମାଣ୍ଟିକ୍ ହୋଇଥାନ୍ତି , ଏମାନେ ହୃଦୟ ଖୋଲା ଓ ରୋମାଣ୍ଟିକ୍ ବ୍ୟକ୍ତିତ୍ୱ ସକାଶେ ଏମାନଙ୍କ ଜୀବନସାଥୀ ତାଙ୍କୁ ଛାଡି ରହିପାରିନଥାନ୍ତି , ଏଥିପାଇଁ ଜୀବନରେ କେବେ ଯଦି ରୋମାଣ୍ଟିକ୍ ଜୀବନ ସାଥୀ ଖୋଜୁଛନ୍ତି ତେବେ P ଅକ୍ଷର ନାଁ ଥିବା ଲୋକ ବାଛନ୍ତୁ ।

 

P ନାଁ ଥିବା ବ୍ୟକ୍ତିଙ୍କ କ୍ୟାରିୟର : ଏହି ଅକ୍ଷରରୁ ଆରମ୍ଭ ହୋଇଥିବା ନାଁର ବ୍ୟକ୍ତି ବହୁତ ପରିଶ୍ରମ କରି ସଫଳ ହେବାର ନାଁ ରଖିଥାନ୍ତି , ବାକି ଲୋକଙ୍କ ଏମାନଙ୍କ କାମ ପ୍ରତି ଲଗନ ଓ ମନୋବଳ ସମର୍ପଣ ଦେଖିବାକୁ ପାଇଥାନ୍ତି , ଏହି କାରଣରୁ ସେମାନେ ନିଜ ଲକ୍ଷ୍ୟ ପୁରଣ କରିପାରନ୍ତି ,  ଏମାନେ ବହୁତ ବିଶ୍ୱସ୍ତ ବ୍ୟକ୍ତିତ୍ୱ ହୋଇଥାନ୍ତି , ସିଧା କହିବାକୁ ଗଲେ ଏମାନେ ନିଜ ପରିଶ୍ରମ ବଳରେ ଜୀବନରେ ସଫଳତା ହାସିଲ୍ କରିଛନ୍ତି ।

Leave a Reply

Your email address will not be published. Required fields are marked *