April 21, 2024

Odia Express

News For Public

ରାତିର ପେଟ୍ରୋଲିଙ୍ଗ୍ ରେ ଯାଉଥିଲେ ମହିଳା CSP , ଘର ଭିତରୁ ଜୋର ଆବାଜ ଆସୁଥିଲା – ଭିତରେ ଯାଇ ଦେଖିବା ବେଳକୁ ୨୦୦ ରୁ ଅଧିକ ପୁଅ ଝିଅ ଥିଲେ ଆଉ ତାପରେ..

ଲୋକସଭା ନିର୍ବାଚନ ୨୦୧୯ କାରଣରୁ ସବୁ ଜାଗାରେ ପୋଲିସ୍ ଚେକିଙ୍ଗ୍ ଓ ଆଚାର ସଂହିତା ଲାଗିଛି ଏମିତିରେ ବିଳମ୍ବିତ ରାତିରେ ବିଳମ୍ବିତ ରାତିରେ ନିର୍ବାଚନ କରିବା ବର୍ଜିତ କରାଯାଇଛି । ଏହି କ୍ରମରେ ପୋଲିସ୍ ଇନ୍ଦୋର ଏକ ଇଲାକାରେ ହୋଇଥିବା ଏକ ପବ୍ ରେ ଖାନ୍ ତଲାସୀ କଲେ , ଆଚାର ସଂହିତାକୁ ଦ୍ଖି ପବ୍ ସଂଚାଳକ ସମୟ ନିର୍ଦ୍ଧାରଣ କରିଛନ୍ତି , ଓ ତାଙ୍କୁ ଆଲର୍ଟ ଜାରି କରିଛନ୍ତି , ଓ କହିଛନ୍ତି କି ଯଦି କେଉଁ ପବ୍ ରେ ୧,୩୦ ପର୍ଯ୍ୟନ୍ତ ଗୀତ ବାଜିଲା ତେବେ ତାହା ଉପରେ କାର୍ଯ୍ୟନୁଷ୍ଠାନ ହେବ , ପେଟ୍ରୋଲିଙ୍ଗ୍ ସମୟରେ ସିଏସ୍ ପି ପଲ୍ଲଭି ଶୁକ୍ଳା ଶୁଣାଯାଇଥିବା ଗୀତର ଆବାଜରୁ ପବ୍ ମଧ୍ୟରେ ପ୍ରବେଶ କଲେ , ଓ ଦେଖିବାକୁ ପାଇଲେ କି ଭିତରେ ୨୦୦ ସହ ପୁଅ ଝିଅ , ଏହା ପରେ ଯାହା ହେଲା ତାହା ସମସ୍ତଙ୍କୁ ଚକିତ କରିଥିଲା ।

 

ଏହାପରେ ସିଏସ୍ ପି ପଲ୍ଲଭି ଶୁକ୍ଳା ସେହି ପବ୍ କୁ ଚଢାଉ କରିଥିଲେ , ଏତେ ରାତିରେ ସେଠାରୁ ୨୦୦ ରୁ ଅଧିକା ପୁଅ ଝିଅ ଦେଖିବାକୁ ମିଳିଥିଲା , ଓ ସମସ୍ତେ ମଦ ପିଇଥିଲେ , ପବ୍ ର ଆଚାର ସଂହିତା ଉଲ୍ଲଘନ କରିଥିବା ଯୋଗୁଁ ପବ୍ ମାଲିକ୍ ଉପରେ ଚାର୍ଜସିଟ୍ ଲାଗିଥିଲା , ପୋଲିସ୍ କୁ ଦେଖି ପବ୍ ମଧ୍ୟରେ ହଇଚଇ ସୃଷ୍ଟି ହୋଇଥିଲା , ସେଠାରେ ଥିବା ସବୁ ଯୁବକ ଯୁବତୀ ଏପଟ ସେପଟ ଦୌଡିବାକୁ ଲାଗିଲେ । ସିଏସ୍ ପି ପବ୍ ସଂଚାଳକ ଉପରେ କାର୍ଯ୍ୟନୁଷ୍ଠାନ କରାଯାଇଥିଲା କିନ୍ତୁ ପବ୍ ମାଲିକ୍ ପଲ୍ଲଭି ଶୁକ୍ଳାଙ୍କୁ ଲାଞ୍ଚ ଦେବା କଥା ସାମନାକୁ ଆସିଥିଲା , ପବ୍ ସଂଞ୍ଚାଳକ ପୋଲିସ୍ କୁ ଲାଞ୍ଚ ଦେଇ କଥା ଏଠାରେ ଶେଷ କରିବାକୁ କହିଥିଲା , ଯେବେ ପୋଲିସ୍ ମାନିଲା ନାହିଁ , ତେବେ ପବ୍ ମାଲିକ କହିଲେ ଆପଣ ଏଠୁ ଯାଆନ୍ତୁ , ମୋର ଓକିଲ କଥା ହେବ ।

 

ସେପଟେ ସିଏସ୍ ପି ପଲ୍ଲଭି ଶୁକ୍ଳା ଫୋନ୍ କରି ଯେବେ ପୋଲିସ୍ ଫୋର୍ସ ମଗାଇଲେ ତେବେ କେଉଁ ଆସି ନଥିଲେ , ତାପରେ ସେ ଏସ୍ ଏସ୍ ପି ରୁଚି ବର୍ଦ୍ଧନ ମିଶ୍ରଙ୍କୁ ଏହାର ସୂଚନା ଦେଲେ , ଏହାପରେ ଥାନା ପ୍ରଭାରୀ ସେହି ସ୍ଥାନରେ ପହଞ୍ଚିଲେ ଓ ପବ୍ ସଂଞ୍ଚାଳକଙ୍କୁ ଗିରଫ କରିଥିଲେ ।

ପୋଲିସ୍ ଉପରେ ଏହି ପ୍ରଶ୍ନ ଉଠିବା ପରେ ଏବେ ପବ୍ ସଂଞ୍ଚାଳକ ଉପରେ ଶକ୍ତ କାର୍ଯ୍ୟନୁଷ୍ଠାନ ନିଆଯାଉଛି , ସେମିତି ପୋଲିସ୍ କୁ ପଇସା ଲାଞ୍ଚ ଦେବା ମାମଲାରେ ଯାଞ୍ଚ ବି କରାଯାଉଛି , ସିଏସ୍ ପି ଶୁକ୍ଳା ଙ୍କ ମୁତାବିକ ନିୟମ ଅନୁସାରେ କେବେ ପବ୍ କୁ ୧୨ ଟା ପରେ ଖୋଲିବା କଥା ନୁହେଁ , କିନ୍ତୁ ପେଟ୍ରୋଲିଙ୍ଗ୍ ସମୟରେ ରାତି ୧,୩୦ ମି ସମୟରେ ଗୀତର ଆବାଜ୍ ଅଧିକା ଆସୁଥିଲା , ପୋଲିସ୍ ଯେବେ ବନ୍ଦ କରିବା କଥା କହିଲା ତେବେ ଲାଞ୍ଚ ଦେବାର କଥା କୁହାଯାଉଥିଲା , ଓ ସେହି ସମୟରେ ଯେଉଁ ପୁଅ ଝିଅଙ୍କୁ ଧରା ହେଲା ତାଙ୍କ ବୟସ ସବୁ ୨୫ ବର୍ଷରୁ କମ୍ ଥିଲା , ଏମିତିରେ ପବ୍ ମାଲିକ ନିଜ ବିଜନେସ୍ ପାଇଁ ତାଙ୍କୁ ମଦ ପିଆଇଥିଲା , ଓ ଆଇନ୍ ବିରୁଦ୍ଧରେ ଗଲା , ଏବେ ଯଦି ପବ୍ ମାଲିକ ଉପରେ ଯଦି କିଛି କେସ୍ ନ ହୁଏ ତେବେ ତାଙ୍କ ଉପରେ କାର୍ଯ୍ୟନୁଷ୍ଠାନ ନିଆହେବ ।

Leave a Reply

Your email address will not be published. Required fields are marked *