ମଦର ଅଭ୍ୟାସକୁ ଛାଡିବାକୁ ହେଲେ ଏହା ହେଉଛି ଏକ ପ୍ରକିୟା , ୧ ସପ୍ତାହ ପରେ ମଦୁଆ ବ୍ୟକ୍ତି ନିଜେ କହିବ କି ଆଉ ପିଇବି ନାହିଁ – ଏବେ ଜାଣି ରଖନ୍ତୁ …

ବନ୍ଧୁଗଣ ମଦ ଏପରି ଏକ ଜିନିଷ ଅଟେ ଯାହା ବହୁତ ଲୋକଙ୍କୁ ବର୍ବାଦ କରିଦେଇଛି । ମଦର ନିଶାରେ କେତେ ମଣିଷ ନିଜର ହୋସ୍ ହରାଇ ବସନ୍ତି । ଓ ବହୁତ ଚୋରି, ହତ୍ୟା , ମାର୍ ପିଟ୍ , ବଳାକ୍କାର ଯେପରି ଅପରାଧ କରିଥାନ୍ତି । ମଦ କାହାର ସାଙ୍ଗ ହୋଇନଥାଏ । ପ୍ରଥମେ ଏହାର ଅଭ୍ୟାସ ପରିବାର ଭାଙ୍ଗିଦିଏ । ତାପରେ ଏହା ଆପଣଙ୍କ ଶରୀରକୁ ବର୍ବାଦ କରିଦିଏ, ଏମିତିରେ ଲୋକ ଭାବନ୍ତି କି କାସ୍ ମୋ ସ୍ୱାମୀ, ଭାଇ, ବାପା ମଦ ନପିଉଥିଲେ ଆମେ କେତେ ସୁଖୀ ହୋଇଥାନ୍ତୁ । ମଣିଷ ସବୁବେଳେ ଚାହିଁଥାଏ କି ସେ ମଦ ଛାଡିଦେଉ ବୋଲି। କିନ୍ତୁ ତାର ଅଭ୍ୟାସରେ ଏପରି ପଡିଯାଇଥାଏ କି ସେ ଚାହିଁକି ବି ଛାଡିପାରେ ନାହିଁ । ଯଦି ଆପଣ ଏହି ପରି ଚିନ୍ତାରେ ଅଛନ୍ତି ତେବେ ଆଉ ନିଅନ୍ତୁ ନାହିଁ ଆଜି ଆମେ ଆପଣଙ୍କୁ ମଦଠାରୁ ଦୁରେଇ ରହିବା ପାଇଁ ଏକ ଏମିତି ଚିକିତ୍ସା କହିବୁ ।

 

ଯେତେବଡ ମଦୁଆ ହେଇଥିଲେ ବି ସେ ମଦ ଆଉ ପିଇବ ନାହିଁ , ହଁ ଏଇଟା ଠିକ୍ ଯେ ମଦ ଛଡାଇବାକୁ ହେଲେ ମଦୁଆର ଇଚ୍ଛା ଥିବା ଦରକାର କି ଯେ ସେ ମଦକୁ ଆଉ ହାତ ମାରିବ ନାହିଁ କିମ୍ବା ପିଇବ ନାହିଁ । ଯଦି ମଦୁଆର ୧୦ ପ୍ରତିଶତ ଇଚ୍ଛା ବି ଥିବ ସେ ଏହି ପ୍ରକିୟାକୁ ମାତ୍ର ଗୋଟେ ସପ୍ତାହରେ ମଦ ଛାଡିବାକୁ ବାଧ୍ୟ କରିବ ।

ମଦ ଛାଡିବାର ଏକ ଖାସ୍ ଉପାୟ :

ଏହି ପ୍ରକିୟାକୁ ବନାଇବାପାଇଁ ଆପଣଙ୍କୁ ତିନୋଟି ଜିନିଷର ଆବ୍ୟଶକତା ପଡିପାରେ । ୧) ସୁଖିଲା ଅଦା ପାଉଡର୍। ଯୁଆଣୀ ଓ ପାଣି। ସବୁଠାରୁ ପ୍ରଥମେ ଗ୍ୟାସରେ ଏକ କଡେଇ ରଖିଦିଅନ୍ତୁ । ଓ ଏହି କଡେଇରେ ଏକ ଗ୍ଲାସ୍ ପାଣି ଦିଅନ୍ତୁ । ଓ ତାପରେ ସେଥିରେ ଏକ ଚାମଚ ଅଦାର ପାଉଡର ଓ ଏକ ଚାମୁଚ ଯୁଆଣୀ ପକାନ୍ତୁ । ଓ ଏହି ପାଣୀକୁ ୧୦-୧୨ ମିନିଟ୍ ପର୍ଯ୍ୟନ୍ତ ଫୁଟିବାକୁ ଛାଡିଦିଅନ୍ତୁ । ଯେତେବେଳେ ଦିଆ ଯାଇଥିବା ପାଣିର ପରିମାଣ ଅଧା ହୋଇଯିବ ତାପରେ ତାକୁ ଚାଲୁଣିରେ ବାହାର କରି ଏକ କାଚର ଜାଗାରେ ରଖିଦିଅନ୍ତୁ ।

 

ଯଦି ଏହି ପ୍ରକିୟାକୁ ଅଧିକ ମାତ୍ରାରେ ବନେଇବାକୁ ଚାହୁଁଛନ୍ତି ତେବେ ଏକ ସବୁ ଗ୍ଲାସରେ ପାଣୀ ନେଇ ଏକ ଚାମଚ ଅଦାର ପାଉଡର୍ ଓ ଯୁଆଣୀ ମିଶାଇ ଦିଅନ୍ତୁ । ଉଦାହରଣ ପାଇଁ ଯଦି ଆପଣ ପାଞ୍ଚ ଗ୍ଲାସ୍ ପାଣି ଦିଅନ୍ତି ।ତେବେ ପାଞ୍ଚ ଚାମୁଚ ଅଦାର ପାଉଡର୍ ଓ ଯୁଆଣି ଦେବାକୁ ପଡିବ । ଏହି ମିଶ୍ରଣ ତିଆରି ହେଇସାରିବା ପରେ ଆପଣଙ୍କୁ ସିଧା ସେବନ କରିବାର ନାହିଁ । ତାକୁ ଏକ କାଚର ଗିନାରେ ୪୮ ଘଣ୍ଟା ମାନେ ୨ ଦିନ ରଖିବାକୁ ହେବ । ଯଦି ଚାହିଁବେ ଏହି ମିଶ୍ରଣକୁ ଫ୍ରିଜ୍ ରେ ବି ରଖିପାରିବେ । ୪୮ ଘଣ୍ଟା ପରେ ଏହି ମିଶ୍ରଣ ସେବନ କରିବା ପାଇଁ ହୋଇଯାଇଥାଏ ।

ପ୍ରକିୟାକୁ ବ୍ୟବହାର କରିବା ଉପାୟ : ୪୮ ଘଣ୍ଟା ପରେ ଏହି ମିଶ୍ରଣକୁ ଅଧା ଗ୍ଲାସ୍ ମଦୁଆ ବ୍ୟକ୍ତିକୁ ସକାଳୁ ଉଠିବା ପରେ ଓ ରାତିରେ ଶୋଇବାକୁ ଗଲା ବେଳେ ପିଇବାକୁ ଦିଅନ୍ତୁ । ଯଦି ମଦ ପିଉଥିବା ବ୍ୟକ୍ତି ମନା କରିଥାଏ ତେବେ ତାଙ୍କୁ ଡାଲିର ପାଣି କହିକି ତାଙ୍କୁ ଖାଇବା ପରେ ଦେଇପାରିବେ । ଏହି ପ୍ରକିୟା କୁ ସକାଳ ଓ ରାତିରେ ନିୟମିତ ଭାବେ ଦେଲେ ମଦ୍ୟପ ବ୍ୟକ୍ତି ଇଚ୍ଛା ମରି ଯାଇଥାଏ । କହିଦେଉଛୁ କି ମଦ ପିଇବା ଦ୍ୱାରା ଶରୀରରେ ସଲଫର୍ ମାତ୍ରା କମି ଯାଇଥାଏ । ଏହି ପ୍ରକିୟାକୁ ଆପଣଙ୍କ ଶରୀରରେ ସଲଫର୍ ର ସ୍ତରକୁ ସାମାନ୍ୟ କରିଦେଇଥାଏ । ଓ ମଦ ପିଇବା ଇଚ୍ଛା କୁ ଦାବି ଦେଇଥାଏ

Leave a Reply

Your email address will not be published.