ଗଙ୍ଗା ଭଳି ପବିତ୍ର ହୋଇଥାନ୍ତି ଏହି ୫ ରାଶିର ଝିଅମାନେ, ଆପଣଙ୍କ ରାଶି ଏମାନଙ୍କ ମଧ୍ୟରୁ ଗୋଟିଏ ନୁହେଁ ତ…

ଏମିତିରେ ତ ସାରା ଦେଶର ଝିଅମାନଙ୍କୁ ଲକ୍ଷ୍ମୀଙ୍କ ରୂପ ବିଶ୍ଵାସ କରାଯାଏ । କିନ୍ତୁ କିଛି ଝିଅମାନେ ଏଭଳି ମଧ୍ୟ ହୋଇଥାନ୍ତି , ଯେଉଁମାନେ ଅତ୍ୟନ୍ତ ପବିତ୍ର ହୋଇଥାନ୍ତି । ଏଭଳି ଝିଅ ଯେଉଁମାନଙ୍କ ମନ  ଗଙ୍ଗା ଭଳି ସଂପୂର୍ଣ୍ଣ ପରିଷ୍କାର ଥାଏ । ତେଣୁକରି ଏହି ଝିଅମାନେ ଯେଉଁଘରକୁ ବି ଯାଆନ୍ତି , ସେହି ଘରକୁ ସ୍ଵର୍ଗରେ ପରିଣତ କରିଥାନ୍ତି । ଅତଃ ଆଜି ଆମେ ଆପଣଙ୍କୁ ଏପରି ପାଞ୍ଚ ରାଶିରଝିଅମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ନିର୍ମଳ ହୃଦୟର ଓ ଭଦ୍ର ହୋଇଥାନ୍ତି ।

ଆସନ୍ତୁ ଆପଣଙ୍କୁ ଏହି ପାଞ୍ଚ ରାଶିର ଝିଅମାନଙ୍କ ବିଷୟରେ ବିସ୍ତାର ପୂର୍ବକ ଜଣେଇବୁ

 

୧- ମେଷରାଶି – ଉଲ୍ଲେଖନୀୟ ଯେ ଏହି ଲିଷ୍ଟରେ ସବୁଠାରୁ ପ୍ରଥମ ନାମ ମେଷରାଶିର ଝିଅମାନଙ୍କର ଅଛି । ଏହି ରାଶିର ଝିଅମାନେ ସତ କହିବାରେ ଓ ସତ ଶୁଣିବାରେ ବିଶ୍ଵାସ ରଖନ୍ତି । ମାନେ ଯଦି ଆମେ ସିଧା ଶବ୍ଦରେ କହିବୁ ତେବେ ଏହି ରାଶି ର ଝିଅମାନେ ମିଛ ଠାରୁ ଦୂରରେ ରୁହନ୍ତି । ଏହି କାରଣ ଅଟେ ଏହି ଝିଅମାନେ ସଚ୍ଚୋଟ ଓ ଉତ୍ତମ ଚରିତ୍ରର ବିଶ୍ଵାସ କରାଯାଏ ।

 

୨- ମିଥୁନ ରାଶି –  ଉଲ୍ଲେଖନୀୟ ଯେ ଏହି ରାଶିର ଝିଅମାନେ ନିଜର ସାଥିଙ୍କ ପ୍ରତି ବହୁତ ସଚ୍ଚୋଟ ରୁହନ୍ତି , ଥରେ ଯାହାଙ୍କୁ ପ୍ରେମ କରନ୍ତି ସାରା ଜୀବନ ତାଙ୍କ ସାଥି ଛାଡନ୍ତି ନାହିଁ । ଏହାଛଡା ଏହି ରାଶିର ଝିଅମାନେ କେବେ ନିଜର ସାଥୀଙ୍କୁ ଧୋକା ଦିଅନ୍ତି ନାହିଁ ଓ ଏମାନଙ୍କର ହୃଦୟ ସଂପୂର୍ଣ୍ଣ ନିର୍ମଳ ହୋଇଥାଏ । ଏହି ରାଶିର ଝିଅମାନେ କେବେ କାହାକୁ ଦୁଃଖୀ ଦେଖିପାରନ୍ତି ନାହିଁ ଓ ସମସ୍ତଙ୍କୁ ଖୁସିରେ ରଖିବାକୁ ଚାହାନ୍ତି ।

 

୩- ବୃଶ୍ଚିକ ରାଶି – ଉଲ୍ଲେଖନୀୟ ଯେ ଏହି ରାଶିର ଝିଅମାନେ ନିଜର ସାଥୀଙ୍କୁ ଏତେ ପ୍ରେମ କରନ୍ତି ଯେ ତାଙ୍କ ପ୍ରେମରେ ଡୁବି ଯାଆନ୍ତି । ଯଦିଓ ଏହି ରାଶିର ଝିଅମାନେ ନିଜର ସାଥିଙ୍କ ସହ ନିଜର ଦୁନିଆରେ ଲୀନ ରୁହନ୍ତି , କିନ୍ତୁ ତଥାପି ଏମାନରେ ଅନ୍ୟମାନଙ୍କର ଭାବନାର ବହୁତ ସମ୍ମାନ କରନ୍ତି । ଏହି କାରଣରୁ ଏମାନଙ୍କ ନାମ ଏହି ଲିଷ୍ଟରେ ସାମିଲ ହୋଇଛି ।

୪- ମକର ରାଶି –  ଉଲ୍ଲେଖନୀୟ ଯେ ମକର ରାଶିର ଝିଅମାନେ ମଧ୍ୟ ନିର୍ମଳ ହୃଦୟର ହୋଇଥାନ୍ତି । ଜଣେଇଦେଉଛୁ ଯେ ଯାହା ଏମାନଙ୍କ ହୃଦୟରେ ଥାଏ ତାହା ସେମାନେ ପରିଷ୍କାର ପୂର୍ବକ ସାମନା ବାଲା ଲୋକଙ୍କୁ କହିଦିଅନ୍ତି । ଯଦିଓ ଏମାନେ ନିଜ କଥା ଅନ୍ୟ କାହା ଆଗରେ ଏପରି ରଖନ୍ତି , ଯଦ୍ୱାରା ତାଙ୍କ ଭାବନାକୁ କଷ୍ଟ ନହେବ , ମାନେ ଯଦି ଆମେ ସିଧା ଶବ୍ଦରେ କହିବା ତେବେ ଏମାନେ କାହାକୁ ଦୁଃଖୀ ନକରି ନିଜ କଥା କହିଥାନ୍ତି ।

 

୫- କୁମ୍ଭ ରାଶି – କୁମ୍ଭ ରାଶିର ଝିଅମାନେ ବହୁତ ପରିଶ୍ରମୀ ହୋଇଥାନ୍ତି , ଯଦିଓ ଏମାନଙ୍କ ହୃଦୟ ସଂପୂର୍ଣ୍ଣ ନିର୍ମଳ ହୋଇଥାଏ କିନ୍ତୁ ଏମାନଙ୍କ ସ୍ଵଭାବ କିଛିଟା ରୋମାଣ୍ଟିକ ହୋଇଥାଏ , ଏହିକାରଣରୁ ଏହି ରାଶିର ଝିଅମାନେ ରୋମାଣ୍ଟିକ ଉପାୟରେ ନିଜର ସାଥୀଙ୍କୁ ଖୁସି କରିବାକୁ ଚେଷ୍ଟା କରନ୍ତି । କିନ୍ତୁ ଏମାନଙ୍କ ପ୍ରେମ ବାସ୍ତବରେ ସତ୍ୟ ଓ ପବିତ୍ର ହୋଇଥାଏ ।

ଯଦି ଆପଣଙ୍କ ସାଥି ଏହି ରାଶି ମଧ୍ୟରୁ ଗୋଟିଏ ତେବେ ଆପଣ ବହୁତ ଭାଗ୍ୟବାନ ଅଟନ୍ତି ।

Leave a Reply

Your email address will not be published.