April 13, 2024

Odia Express

News For Public

କେବେ ବି ୩ ଖାନଙ୍କ ସହ କାମ କରିନାହାନ୍ତି ଏହି ହିରୋଇନ , ତାପରେ ବି ବଲିଉଡ୍ ର ମହାରାଣୀ କୁହାଯାଇଥାନ୍ତି ଏହି ହିରୋଇନ ଙ୍କୁ – ଦେଖନ୍ତୁ କିଏ ସେ..

ଆଜିର ସମୟରେ ବଲିଉଡ୍ ରେ ଗୋଟେରୁ ବଳି ଗୋଟେ ଅଭିନେତ୍ରୀ ଅଛନ୍ତି , ଯାହାଙ୍କ ସୁନ୍ଦରତା ଓ ଦକ୍ଷତା ଯୋଗୁଁ ସେ ବଲିଉଡ୍ ରେ ରାଜ୍ କରୁଛନ୍ତି , ବଲିଉଡ୍ ରେ ବହୁତ ଅଭିନେତ୍ରୀ ଅଛନ୍ତି ଯିଏକି ହଲିଉଡ୍ ରେ ଆସିଯାଇଛନ୍ତି , କିଛି ଅଭିନେତ୍ରୀ ହଁ କରି ସେଠାରେ କାମ କରିଛନ୍ତି । ଓ କିଛି ନାହାନ୍ତି , ବଲିଉଡ୍ ଇତିହାସରେ ନଜର ପକାଇଲେ କିଛି ଅଭିନେତ୍ରୀ ଏପରି ଅଛନ୍ତି ଯେଉଁମାନେ ନିଜ ବଲିଉଡ୍ ହିରୋଙ୍କ ସହ କାମ କରିନାହାନ୍ତି । ମାନେ ପ୍ରଥମ ଫିଲ୍ମରେ ହିରୋ ଙ୍କ ଉପରେ ଫିଲ୍ମ ଚାଲୁଥିଲା , ଏବେ କିନ୍ତୁ ଅଭିନେତ୍ରୀମାନେ ନିଜ ଦମ୍ ରେ ବଲିଉଡ୍ ରେ ଫିଲ୍ମ ହିଟ୍ କରି ବଲିଉଡ୍ ର ନକ୍ସା ବଦଳାଇଦେଲେ । ଆଜି ଆମେ ଆପଣଙ୍କୁ ଏମିତି ଏକ ଅଭିନେତ୍ରୀଙ୍କ ବିଷୟରେ କହିବୁ , ଯିଏ ବଲିଉଡ୍ ରେ ତିନି ଖାଁଙ୍କ ସହ କେବେ କାମ କରିନାହାନ୍ତି , କିନ୍ତୁ ସେ କାମ ନ କରିବା ସତ୍ତ୍ୱେ ସେ ଆଜି ବଲିଉଡ୍ ରେ ନମ୍ବର ୱାନ୍ ଅଭିନେତ୍ରୀ ହୋଇପାରିଛନ୍ତି ।

 

ବଲିଉଡ୍ ରେ ତିନି ଖାଁ ,ସାହାରୁଖ ସଲମାନ, ଅମୀର ଖାନ୍ ଙ୍କୁ କିଏ ବା ନ ଚିହ୍ନେ । ଏହି ତିନି ଖାଁ ଫିଲ୍ମ ଗୁଡିକୁ ଦେଶ ବିଦେଶରେ ବହୁତ ପସନ୍ଦ କରାଯାଇଥିଲା , ଗୋଟେ ଧାରଣା ଚାଲିଥିଲା କି ଯେଉଁ ଅଭିନେତ୍ରୀ ଏହି ତିନି ଖାଁଙ୍କ ସହ କାମ କରିବ ତାଙ୍କ ଭାଗ୍ୟ ବଦଳିଯିବ , ଓ ସେ ସୁପରଷ୍ଟାର୍ ହୋଇଯିବେ , କିନ୍ତୁ ଏହି ଅଭିନେତ୍ରୀ ଏହି ଧାରଣାକୁ ଭୁଲ୍ ବୋଲି କରି ଦେଖାଇଛନ୍ତି ।

 

ଏହି ଅଭିନେତ୍ରୀ ନିଜ ଅଭିନୟ କ୍ୟାରିୟର ସମୟରେ ବହୁତ ହିଟ୍ ଫିଲ୍ମଗୁଡିକ ଦେଇଛନ୍ତି , ଓ ଆଜି ଏକ ସଫଳ ଅଭିନେତ୍ରୀ ହୋଇପାରିଛନ୍ତି , ଏହି ଅଭିନେତ୍ରୀ ଆଉ କେହି ନୁହେଁ ବରଂ ସୁନ୍ଦରୀ କଙ୍ଗନା ରାଣାୱତ୍ ଅଟନ୍ତି , ୨୩ ମାର୍ଚ୍ଚ ୧୯୮୭ କୁ ଜନ୍ମ ନେଇଥିବା କଙ୍ଗନା ରାଣାୱତ ବଲିଉଡ୍ ଫିଲ୍ମ ଗ୍ୟାଙ୍ଗ୍ ଷ୍ଟରରେ ନିଜ କ୍ୟାରିୟର୍ ଆରମ୍ଭ କରିଥିଲେ । କଙ୍ଗନା ରାଣାୱତ ବଲିଉଡ୍ ରେ ସେହି ବଛା ବଛା ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ ଅଟନ୍ତି , ଯିଏକି ନିଜ ବଢିଆ ଅଭିନୟ ବଦଳରେ ନେଶନ୍ୟାଲ୍ ଆୱାର୍ଡ ପାଇଛନ୍ତି ,

 

ରାଜପୁତ ପରିବାରରୁ ଜନ୍ମ ନେଇଥିବା କଙ୍ଗନା ବାପା ଚାହୁଁନଥିଲେ କି ସେ ଫିଲ୍ମ ଦୁନିଆଁକୁ ଆସନ୍ତୁ , କିନ୍ତୁ ତାଙ୍କର ଜିଦ୍ ସକାଶେ ସେ କେବଳ ଫିଲ୍ମରେ ନୁହେଁ ବରଂ ଏକ ସ୍ଥାନ ଅଧିକାର କରିସାରିଲେଣି ବଲିଉଡ୍ ଇଣ୍ତଷ୍ଟ୍ରିରେ । ଆପଣଙ୍କୁ କହିଦେବୁ କି କଙ୍ଗନାଙ୍କ ଏକ ବଡ ଫିଲ୍ମ ଆସିଥିଲା ମଣି କର୍ଣ୍ଣିକା , ଝାନସୀ ରାଣୀଙ୍କ ବିଷୟରେ କୁହାଯାଉଛି କି ଏହି ଫିଲ୍ମ ୨୫ ଜାନୁୟାରୀ ୨୦୧୯ କୁ ରିଲିଜ୍ ହୋଇଥିଲା । ଝାନସୀ ରାଣୀଙ୍କ ଜୀବନୀ ଉପରେ ଆଧାରିତ ଏହି ଫିଲ୍ମର ଟ୍ରେଲର୍ ରିଲିଜ୍ ହୋଇଥିଲା , ଯେଉଁଥିରେ କଙ୍ଗନା ଜବରଦସ୍ତ ଆକ୍ସନ ସିନ୍ କରୁଥିବାର ଦେଖାଯାଏ । କୁହାଯାଉଛି କି କଙ୍ଗନା ରାଣାୱତ ଏହି ଫିଲ୍ମ ପାଇଁ ୧୫ କୋଟି ଫିସ୍ ନେଇଥିଲେ ।

Leave a Reply

Your email address will not be published. Required fields are marked *