April 16, 2024

Odia Express

News For Public

ଏହି ହିରୋଇନଙ୍କ ପାଇଁ ଫିଲ୍ମରେ କେବେ କିସିଙ୍ଗ୍ ସିନ୍ କରନ୍ତି ନାହିଁ ସଲମାନ ଖାଁ , କାରଣ ଜାଣିଲେ ଆପଣ ବି ହୋଇଯିବେ ଚକିତ..

ବଲିଉଡ୍ ରେ ଅଭିନେତା ସଲମାନ ଖାଁ ଆଜି ଫିଲ୍ମ ଜଗତର ଏକ ଜଣାଶୁଣା ଅଭିନେତା ଅଟନ୍ତି , ସଲମାନ ବଲିଉଡ୍ ରେ ବହୁତ ଅଭିନେତ୍ରୀ ଓ ଅଭିନେତାଙ୍କୁ ଲଞ୍ଚ କରାଇଛନ୍ତି , ସଲମାନ ବଲିଉଡ୍ ରେ ଆକ୍ସନ ରୁ ନେଇକରି ରୋମାଣ୍ଟିକ୍ ପର୍ଯ୍ୟନ୍ତ ବହୁ ପ୍ରକାରର ଫିଲ୍ମ କରିଛନ୍ତି , ଯେଉଁ ଲୋକମାନେ ତାଙ୍କୁ ପସନ୍ଦ କରିଛନ୍ତି , କିନ୍ତୁ ସଲମାନ କେଉଁ ବି ଫିଲ୍ମରେ ଗୋଟେ ହେଲେ ବି କିସିଙ୍ଗ ସିନ୍ କରିନାହାନ୍ତି । କଣ ଆପଣ ଜାଣିଛନ୍ତି ସଲମାନ କଣ ପାଇଁ କୌଣସି ଫିଲ୍ମରେ ଚୁମ୍ବନ ଦେଉଥିବା ଭଳି ସିନ୍ କରନ୍ତି ନାହିଁ , ଆସନ୍ତୁ ଜାଣିବା ।

 

କହିଦେବୁ କି ବଲିଉଡ୍ ରେ ଦବଙ୍ଗ ଅଭିନେତା ଭାବେ ଜଣାଯାଉଥିବା ସଲମାନ ଖାଁ କିସିଙ୍ଗ୍ ସିନ୍ ଏହି ବଲିଉଡ୍ ଅଭିନେତ୍ରୀଙ୍କ ପାଇଁ ଦେଉନାହାନ୍ତି , ତାଙ୍କ ନାଁ ହେଲା ଭାଗ୍ୟଶ୍ରୀ , ଆପଣଙ୍କୁ କହିଦେବୁ କି ସଲମାନ ଓ ଭାଗ୍ୟଶ୍ରୀ ଫିଲ୍ମ ମେନେ ପ୍ୟାର୍ କିୟା ରେ ଏକା ସାଙ୍ଗେ କାମ କରିଥିଲେ , ଓ ଏହି ଫିଲ୍ମ ଦୁହେଁ ଏକା ସାଙ୍ଗେ ଡେବ୍ୟୁ କରିଥିଲେ , ଫିଲ୍ମ ବହୁତ ସଫଳ ହୋଇଥିଲା , ଓ ଏହାପରେ ଦୁହେଁଙ୍କର ଲୋକପ୍ରିୟତା ବଢିଗଲା ।

 

ଆପଣଙ୍କୁ କହିଦେବୁ କି ଏହି ଥିରେ ସଲମାନ ଓ ଭାଗ୍ୟଶ୍ରୀଙ୍କୁ ଏକ କିସିଙ୍ଗ୍ ସିନ୍ କରିବାକୁ ଥିଲା , କିନ୍ତୁ ସେହି ସମୟରେ ଭାଗ୍ୟଶ୍ରୀଙ୍କ ବାହା ଘର ହେବାର ଥିଲା , ଓ ଫିଲ୍ମରେ କିସିଙ୍ଗ୍ ସିନ୍ ନ ଦେବାପାଇଁ ସେ ସଲମାନଙ୍କୁ କହିଥିଲେ , କିସିଙ୍ଗ୍ ସିନ୍ ନ ଦେବା ଯୋଗୁଁ ଡାଇରେକ୍ଟର ଚିନ୍ତାରେ ପଡିଗଲେ । ଯେବେ ଡାଇରେକ୍ଟର ସଲମାନଙ୍କୁ ଏହି କଥା କହିଲେ ତେବେ ସଲମାନ ଭାଗ୍ୟଶ୍ରୀଙ୍କ ସହ କିନ୍ତୁ ଡାଇରେକ୍ଟର କହିଲେ କି ତୁମକୁ ମୁଁ ଆଉଥରେ ବୁଝାଇପାରିବି କିନ୍ତୁ ଭାଗ୍ୟଶ୍ରୀ କିସିଙ୍ଗ୍ ସିନ୍ ଦେବାକୁ ମନା କରିଦେଇଛନ୍ତି ।

 

ଏହାପରେ ସଲମାନ ଖାଁ ବୁଝିପାରିଲେ କି କେଉଁ ଅଭିନେତ୍ରୀଙ୍କ ପାଈଁ କିସିଙ୍ଗ୍ ସିନ୍ ଦେବାପାଇଁ କେତେ ଅସୁବିଧାର ସାମ୍ନା କରିବାକୁ ପଡିଥାଏ , ଏହାପରେ ସଲମାନ ଲିପ୍ କିସ୍ ଦେବାପାଇଁ ସବୁ ଫିଲ୍ମରେ ମନା କରିଥିଲେ ,  ଓ ସୁଟିଂଙ୍ଗ୍ ସମୟରେ ଏହି କିସିଙ୍ଗ୍ ସିନ୍ ପାଇଁ ଏକ କାଚର ବ୍ୟବହାର କରିଥିଲେ । ଯେଉଁଥିରେ କିସିଙ୍ଗ୍ ସିନ୍ ହୋଇପାରିଲା ଓ ଭାଗ୍ୟଶ୍ରୀଙ୍କୁ ଏଥିରେ କୌଣସି ବି ଅସୁବିଧା ହୋଇନଥିଲା । ଏହି କାରଣରୁ କୁହାଯାଏ କି ସଲମାନ କିସିଙ୍ଗ୍ ସିନ୍ ନ ଦେବାର କାରଣ ଭାଗ୍ୟଶ୍ରୀ ହିଁ ଅଟନ୍ତି ।

Leave a Reply

Your email address will not be published. Required fields are marked *