ସବୁ ବେଳେ ହାଲିଆ ହେଇ ରହୁଥିଲେ ସ୍ତ୍ରୀ, ସ୍ୱାମୀଙ୍କୁ ସନ୍ଦେହ ସତ ହେଇଗଲା – ସିସିଟିଭିରେ ଖୋଲିଗଲା ଏହି ରହସ୍ୟରୁ ଗୁମର..ଦେଖନ୍ତୁ ପୁରା ଘଟଣା..

ବହୁତ ଲୋକ କହନ୍ତି କି ଭାରତରେ ମହିଳାମାନଙ୍କର କିଛି ଖାସ୍ ଜୀବନ ନଥାଏ । ସେମାନେ ଯେତେ ଶିଖରକୁ ଚାଲିଯାଆନ୍ତୁ ନା କାହିଁକି ସେମାନେ ଦିନେ ନା ଦିନେ ଘର ପରିବାର କରି ଛୁଆଙ୍କୁ ସମ୍ଭାଳିବାକୁ ପଡିଥାଏ । ଏହି କଥା ବିଲକୁଲ୍ ସତ ଅଟେ କିନ୍ତୁ କେବଳ ଭାରତରେ ନୁହେଁ ବରଂ ସବୁ ଜାଗାରେ ହୋଇଥାଏ । ଯେଉଁଠି ବ୍ୟକ୍ତି କାମ କରିଥାଏ । ଓ ସେ ମହିଳା କାମ କରୁ କିମ୍ବା ନ କରୁ କିନ୍ତୁ ଛୁଆ ତାଙ୍କୁ ସେମାନଙ୍କ ଠାରୁ ଅଧିକା ସମ୍ଭାଳିଥାନ୍ତି । କିନ୍ତୁ ଯେବେ ସ୍ୱାମୀ ସ୍ତ୍ରୀ ଉପରେ ସନ୍ଦେହ କରିଥାଏ , ମହିଳାଙ୍କୁ ତାହା ବେଶୀ ଖରାପ ଲାଗିଥାଏ , ଏମିତି କିଛି ହୋଇଥିଲା ଆମେରିକାର ଏକ ପରିବାରରେ ଯେଉଁଠି ନିଜ ସ୍ୱାମୀ ନିଜ ସ୍ତ୍ରୀକୁ ସନ୍ଦେହ ଦୃଷ୍ଟିରେ ଦେଖୁଥିଲା , ସେଥିପାଇଁ ସେ କ୍ୟାମେରା ଲଗାଇଥିଲା , କିନ୍ତୁ ସବୁବେଳେ ତାର ସ୍ତ୍ରୀ ଥକିଲା ଭଳି ରହୁଥିଲା , ଏଥିପାଇଁ ସ୍ୱାମୀକୁ ସନ୍ଦେହ ଲାଗିଲା । ଆସନ୍ତୁ ଜାଣିବା କଣ ଅଟେ ପୁରା ଘଟଣା ।

 

ଏହି ଘଟଣା ଆମେରିକାର ଲସ୍ ଆଞ୍ଜେଲସ୍ ର ଅଟେ , ଯେଉଁଠି ମେଲେନିଆ ଡର୍ନଲ୍ ଏକ ହାଉସ୍ ଏକ ଗୃହୀଣି ଅଛନ୍ତି , ତାଙ୍କ ସ୍ୱାମୀ ଅଧିକାଂଶ ସମୟରେ ଘରୁ ବାହାରେ ରୁହନ୍ତି , ମେଲେନିଆଙ୍କ ତିନୋଟି ଛୁଆ ଅଛନ୍ତି , ଓ ତାଙ୍କର ଦେଖାଶୁଣା ସେ କରିଥାନ୍ତି , ଯାହାର କାରଣରୁ ତାଙ୍କୁ ବହୁତ ଅସୁବିଧା ସହି ବାକୁ ପଡେ , ଛୁଆ ହେବାର ପରେ ମେଲେନିଆ ସକାଳୁ ଉଠାଇବା ପରେ ବହୁତ କ୍ଲାନ୍ତ ଅନୁଭବ କରନ୍ତି , କିନ୍ତୁ ତାଙ୍କ ସ୍ୱାମୀଙ୍କୁ ଏହି କଥା ବୁଝାପଡେନାହିଁ , ଏହି କଥାରୁ ସନ୍ଦେହ କରି ସେ ନିଜ ସ୍ତ୍ରୀକୁ ନ କହି ତାଙ୍କ ଘରେ ସିସିଟିଭି ଲଗାଇଦେଇଥିଲେ , ଓ ମୋବାଇଲ୍ ରେ ଦେଖୁଥିଲେ କି ତାଙ୍କ ସ୍ତ୍ରୀ ରାତ୍ରି ସମୟରେ କଣ କରୁଛନ୍ତି ଯାହା ପାଇଁ ସେ ଥକାପଣ ଅନୁଭବ କରୁଛନ୍ତି , କିନ୍ତୁ କ୍ୟାମେରାରେ ଯେବେ ଫୁଟେଜ୍ ସେ ଦେଖିଲେ ତେବେ ତାଙ୍କ ସ୍ୱାମୀ ଚକିତ ହୋଇଗଲେ , ଓ ଏହି ପୁରା ଭିଡିଓକୁ ସେ ୟୁଟ୍ୟୁବ୍ ରେ ସେୟାର୍ କରିଥିଲେ ।

 

ଭିଡିଓରେ ଦେଖିବାକୁ ସେ ପାଇଥିଲେ କି ତାଙ୍କ ସ୍ତ୍ରୀ ମେଲେନିଆଙ୍କ ଉପରେ ବହୁତ ସାରା ଦାୟିତ୍ୱ ଆସିଯାଇଛି, ସେ ତିନୋଟି ଛୁଆଙ୍କୁ ନେଇ ଅଲଗା ଅଲଗା ଖାଇବା ବନାଇବାକୁ ପଡୁଛି, ଓ ଜଣେ ଛୁଆକୁ ସେ ଫିଡିଙ୍ଗ୍ କରୁଛନ୍ତି , ତେଣୁ ସେହି କାରଣରୁ ସେ ଦୂର୍ବଳ ଅନୁଭବ କରୁଛନ୍ତି , ରାତିସାରା ଛୁଆ ତାଙ୍କୁ ହଇରାଣ କରୁଛନ୍ତି , ଏହି କାରଣରୁ ସେ ଠିକ୍ ଭାବେ ଖାଇବା ପିଇବା ବି କରିପାରୁନାହାନ୍ତି , ଓ ଠିକ୍ ସମୟ କାଟିପାରୁନାହାନ୍ତି ,

ଯେବେ ମେଲେନିଆଙ୍କୁ ଏହି ବିଷୟରେ ପଚାରାଗଲା ତେବେ ସେ କହିଲେ କି ମା ହେବା ଯୋଗୁଁ ନିଜ ଛୁଆଙ୍କୁ ଧ୍ୟାନ ରଖିବାକୁ ପଡିଥାଏ , ଓ ନିଜ ପାଇଁ ଭରପୁର୍ ନିଦ ଆବଶ୍ୟକ , କିନ୍ତୁ ସେ ସବୁ ଭୁଲି ସେ ତାଙ୍କ ଯତ୍ନ ନେଇଥାନ୍ତି , ମେଲେନିଆ କହିଲେ କି ଏହି କର୍ମବ୍ୟସ୍ତ ଜୀବନ ଭିତରେ ଏହି ପରି ଅନୁଭୁତି ବହୁତ ସୁନ୍ଦର ଅଟେ , ଓ ତାଙ୍କୁ ଏପରି କରିବାକୁ ଭଲ ଲାଗିଥାଏ ।

Leave a Reply

Your email address will not be published.