April 19, 2024

Odia Express

News For Public

ନିଜ ସ୍ତ୍ରୀ କୁ ଡିଏମ୍ କରେଇଲେ ଏପରି ଆଶ୍ଚର୍ଯ୍ୟ ଜନକ କାମ, ଲୋକଙ୍କୁ ଏପର୍ଯ୍ୟନ୍ତ ହେଉନାହିଁ ବିଶ୍ୱାସ – ଆପଣ ଜାଣି ନିୟନ୍ତୁ ଓ ତାଙ୍କ ପାଇଁ ନିଶ୍ଚୟ ଗୋଟେ ସେୟାର କରନ୍ତୁ

ଆଜିର ସମୟରେ ଆମ ସମାଜରେ ଏପରି ଲୋକ ଅଛନ୍ତି । ଯେଉଁମାନେ ମହିଳାମାନଙ୍କୁ ସମ୍ମାନ ଭଲ ନଜରରେ ଦେଖୁନାହାନ୍ତି । ସବୁ ଜାଗାରେ କୃତକାର୍ଯ୍ୟ ହେଉଥିବା ମହିଳାମାନଙ୍କୁ ସମାଜରେ ନିଚ୍ଚ ସ୍ଥାନରେ ରଖାଯାଉଛି । ଯଦି କେଉଁ ମହିଳା ଆଗକୁ ବଢିବାକୁ ଚାହୁଁଛି ତେବେ ତାକୁ ପଛକୁ ଠେଲି ଦିଆଯାଉଛି । ଏମିତି ବି ସମାଜରେ ଲୋକମାନେ ଅଛନ୍ତି ଯେଉଁ ମାନେ ମହିଳା କରୁଥିବା କାର୍ଯ୍ୟକୁ ଦେଖି ଇର୍ଷା ଆସିନଥାଏ । ସେମାନେ ତାଙ୍କ ସଫଳତାକୁ ନେଇ ବହୁତ ଖୁସି ଜାହିର୍ କରନ୍ତି ଓ ଗର୍ବ ବି କରନ୍ତି । ଯେତେବେଳେ ତାଙ୍କ ସ୍ତ୍ରୀ, ଭଉଣୀ ଭଲ ନାଁ କମେଇ ଥାନ୍ତି ।

 

ସେମାନେ ପୁରା ସମ୍ମାନରେ ମହିଳାଙ୍କୁ ଆଗକୁ ବଢିବାକୁ ମଉକା ଦିଅନ୍ତି । ଆମ ସମାଜରେ ସେପରି ପାଠ ପଢା ଲୋକ ଦରକାର ପଡୁଛି ଯେଉଁ ମାନେ ପୁରୁଷ ଓ ମହିଳା ଭିତରେ ଅନ୍ତର ରଖୁନଥିବେ । ଆଜି ଆମେ ସେପରି ଏକ ବ୍ୟକ୍ତି ସହ ଦେଖା କରେଇବୁ ଯିଏ କି ଯିଏ କି ଏପରି ଏକ ମହାନ କାମ କରିଛନ୍ତି । ଓ ତାଙ୍କର ପ୍ରଂଶସା ସବୁଆଡେ ଶୁଣିବାକୁ ମିଳୁଛି ।

 

ଜଣାଯାଏ ଯେ ଉତ୍ତରାଖଣ୍ତର ବାଗେଶ୍ୱର ଜିଲ୍ଲାରେ ଏକ ସରକାରୀ ସ୍କୁଲ୍ ରେ ବିଜ୍ଞାନ ଶିକ୍ଷକ କମ୍ ପଡୁଥିଲେ । ଓ ସେହି ପିଲାଙ୍କ ପାଠ ପଢା କରିବାରେ ବହୁତ ଅସୁବିଧା ହେଉଥିଲା । ଛୁଆଙ୍କ ଏହିପରି ଅବସ୍ଥା ସେ ତାଙ୍କ ସ୍ତ୍ରୀଙ୍କ ସହ କଥା ହେଲେ । ସ୍ତ୍ରୀ ଏହି ସମସ୍ୟା ବିଷୟରେ ଜାଣି ନିଜେ ସେ ସ୍କୁଲ୍ ରେ ବିଜ୍ଞାନ ପଢାଇବାକୁ ଦାୟିତ୍ୱ ନେଲେ । ଆପଣଙ୍କୁ ଜଣେଇବାକୁ ଚାହୁଁଛୁ କି ଯେଉଁ ବ୍ୟକ୍ତି ବିଷୟରେ ଆମେ କଥା ହେଉଛୁ କି ସେ କୌଣସି ସାଧାରଣ ବ୍ୟକ୍ତି ନୁହେଁ ବରଂ ସେଠିକାର ଡିଏମ୍ ଅଟନ୍ତି । ତାଙ୍କ ନାଁ ମଙ୍ଗେସ୍ ଓ ତାଙ୍କ ସ୍ତ୍ରୀ ବି ତାଙ୍କ ଛୁଆଙ୍କୁ ପଢାଇବାକୁ ଦାୟିତ୍ୱ ନେଇଥିଲେ ।

 

ବାଗେଶ୍ୱରର ଲୋକେ ମଙ୍ଗେସ୍ ଙ୍କର କାମରେ ବହୁତ ଖୁସି ଥିଲେ । ଯେତେବେଳେ ମଙ୍ଗେସ୍ ଙ୍କର ଟ୍ରାନସଫର୍ ଅନ୍ୟ ଜାଗାକୁ ହେଇଥିଲା ।ସେ ସମୟରେ ସେଠିକାର ଲୋକେ ବହୁତ ଦୁଃଖିତ ହୋଇଥିଲେ ।

ଆପଣଙ୍କ ଜାନକାରୀ ପାଇଁ କହିଦେଉଛୁ କି ସିଭିଲ୍ ସେବାରେ ୨୦୧୧ ରେ ମଙ୍ଗେସ୍ ଚତୁର୍ଥ ରାଙ୍କ୍ ପାଇଥିଲେ । ଏତେ ଭଲ ରାଙ୍କ ପାଇ ସେ ବାହାରକୁ ଯିବାର ମୌକା ଥିଲା । କିନ୍ତୁ ନିଜ ଦେଶକୁ ପ୍ରଥମ ସ୍ଥାନରେ ରଖି ଏହିଠାରେ ସେବା କରିବାକୁ ନିଷ୍ପତି କଲେ

Leave a Reply

Your email address will not be published. Required fields are marked *