April 17, 2024

Odia Express

News For Public

୫୦ ଲକ୍ଷ ଟଙ୍କାର BMW କିଣିବାକୁ ୯୦୦ କିଲୋର ଖୁଚୁରା ପଇସା ନେଇକି ସୋ ରୁମକୁ ଗଲେ ଏହି ବ୍ୟକ୍ତି – ସୋ ରୁମ କର୍ମଚାରୀ କହିଲେ ଆମକୁ ଚାକିରୀ ରୁ ବାହାର କରିଦିୟ କିନ୍ତୁ ..

ଯଦି ଆମେ ଖୁଚୁରା କିମ୍ବା ଚିଲର୍ ପଇସା କଥା କହିବା ତେବେ ସମସ୍ତେ ଏହାକୁ ନେବା ପାଇଁ ମନା କରି ଦେଇଥାନ୍ତି । କାରଣ ଖୁଚୁରା ପଇସାକୁ ସମ୍ଭାଳି ରଖିବା ବହୁତ ହଇରାଣ ହେବାକୁ ପଡିଥାଏ । ଓ ଏହାକୁ ଗଣିବା ପାଇଁ ବହୁତ ସମୟ ଲାଗିଥାଏ ।ପ୍ରକୃତରେ ଖୁଚୁରା ଜମା କରିବା ଗୋଟେ ତରଫରୁ ମନର ବିରୋଧରେ ହୋଇଥାଏ , କିନ୍ତୁ କେତେ ଥର ଏପରି ଓଲଟା ଲୋକ ବି ଥାଆନ୍ତି ଓ ଏହି ପରି ବ୍ୟକ୍ତିଙ୍କୁ ଏବେ ଦୁନିଆଁରେ ସାକ୍ଷାତ ହୋଇଛି । ଆଜିକାଲି ସୋସିଆଲ୍ ମିଡିଆରେ ଖବର ବହୁତ ଦୃତ ଗତିରେ ଭାଇରାଲ୍ ହେଉଛି କି ଯେଉଁଠାରେ ଏକ ବ୍ୟକ୍ତି ଖୁଚୁରା ସହ ଫଟୋ ଭାଇରାଲ୍ ହୋଇଛି ।

 

ଜାନକାରୀ ଅନୁସାରେ କହିଦେଉଛୁ କି ବହୁତ ସାରା ଖୁଚୁରା ନେଇକି ଗାଡି ଶୋରୁମ୍ ରେ ପହଞ୍ଚିଯାଇଥିଲା । ଓ ସେ ମାଲିକ ଙ୍କୁ କହିଥିଲା କି ଗାଡି ଦେଖାନ୍ତୁ । ଓ ଦେଖିବା ମାତ୍ରେ ସେ ଗାଡି ପସନ୍ଦ କରିଦେଇଥିଲା । ଓ କହିଥିଲା କି ପେମେଣ୍ଟ କରିଦେଉଛି । ପୁଣି କଣ ହେବ ପେମେଣ୍ଟ କରିବା ପାଇଁ ସେ ବ୍ୟକ୍ତି ଯେତେବେଳେ ପହଞ୍ଚିଲା ତାପରେ ସେ ବହୁତ ବଡ ସାଇଜ୍ ର କାର୍ଟୁନ୍ ର ଡବା ଆଣିକି ଶୋରୁମ୍ ରେ ରଖିଦେଲା । ଯାହାର ଭିତରେ ଖୁଚୁରା ଭରି ହେଇଥିଲା । ଓ ସେଇ ଖୁଚୁରାର ମୁଲ୍ୟ ହାରାହାରୀ ୫୦ ଲକ୍ଷ ଥିଲା , ଓ ଏହାକୁ ଦେଖି ଶୋରୁମ୍ ର ମାଲିକଙ୍କୁ ବହୁତ କ୍ରୋଧ ଆସିଥିଲା ।

 

ସେ ଏପରି ପେମେଣ୍ଟ କିପରି ନେଇ ପାରିବ , ଆପଣଙ୍କୁ ଶୁଣିକରି ବଡ ଅଜିବ ଲାଗୁଥିବ କିନ୍ତୁ ଆପଣଙ୍କୁ କହିଦେଉଛୁ କି ଏହା ପ୍ରଥମ ଥର ପାଇଁ ହୋଇନାହିଁ ,ଏହା ପୂର୍ବରୁ ଏମିତି ଏକ ଘଟଣା ସାମନାକୁ ଆସିଥିଲା ଯେଉଁଠି ରକ୍ଷା ବନ୍ଧନ ସମୟରେ ଗୋଟେ ଭାଇ ତା ଭଉଣୀ ପାଇଁ ଏକ ସ୍କୁଟିର ଶୋରୁମ୍ ରେ ସ୍କୁଟି କିଣିବା ପାଇଁ ଖୁଚୁରା ନେଇକି ପହଞ୍ଚିଥିଲା ।ସେମିତି ବି ବହୁତ ବଡ ଅଜୀବ କଥା ଲାଗେ କି ଏତେ ଖୁଚୁରା ନେଇକି କେମିତି ଆସିଲା ଜିନିଷ କିଣିବା ପାଇଁ ? ବ୍ୟକ୍ତି ଜଣକ କହିଲେ କି ତାପାଖରେ ଯାହା ବି ଅଛି ଏହା ହିଁ ଅଛି ଯଦି ନେବାର ଅଛି ନେଇଯାଏ କାରଣ ତାକୁ ଏହା ନେବାକୁ ହେବ । ସେ ମନା ବି କରିପାରିବ ନାହିଁ କାରଣ ତାହା ମାନ୍ୟତା ପ୍ରାପ୍ତ ମୁଦ୍ରା ଅଟେ । ଏହାପରେ ବହୁତ ଭାବିବା ଓ ବିଚାର କଲା ପରେ ଶେଷରେ ସେହି ବ୍ୟକ୍ତି ସେ ଖୁଚୁରା ବ୍ୟକ୍ତି ନେବା ପାଇଁ ରାଜି ହେଇଗଲା ।

ଗ୍ରାହକକୁ ଏହି ଖୁଚୁରା ବଦଳରେ ଗାଡି ତ ବିକିଦେଲେ । କିନ୍ତୁ ସବୁ ସ୍ଟାଫ୍ ସେଇ ଖୁଚୁରା ଗଣିବା ପାଇଁ ପ୍ରାୟ ଚାରି ଘଣ୍ଟା ଲାଗିଯାଇଥିଲା । ସ୍ଟାଫ ୬ ରୁ ଅଧିକା ଲୋକ ଚାରି ଘଣ୍ଟା ପ୍ରର୍ଯ୍ୟନ୍ତ ଖୁଚୁରା ଗଣୁଥିଲେ । ଯେତେବେଳେ କାର୍ ପାଇଁ ପେମେଣ୍ଟ କନ୍ ଫର୍ମ ହେଲା ତେବେ ଯାଇ ଗାଡି କଷ୍ଟମର୍ ଙ୍କୁ ଗାଡି ଦିଆଗଲା । କିନ୍ତୁ ଏହି ଘଟଣା କେଉଁଠାର ଅଟେ ଏହା ଏପର୍ଯ୍ୟନ୍ତ ଜଣା ପଡିନାହିଁ

Leave a Reply

Your email address will not be published. Required fields are marked *