March 23, 2024

Odia Express

News For Public

ବାପା ଥିଲେ ଫ୍ଲପ ହିରୋ , କିନ୍ତୁ ତାଙ୍କ ଝିଅମାନେ ଧମାଲ କରିବାକୁ ଆସୁଛନ୍ତି ,ଏହି ବଡ ବଡ ହିରୋ ମାନକ ଝିଅଙ୍କ ସୁନ୍ଦରତା ଦେଖିଲେ ଆପଣ ମଧ୍ୟ ଚକିତ ହେଇଯିବେ..

1 min read

ଫିଲ୍ମ ଇଣ୍ଡଷ୍ଟ୍ରି ଏକ ଏପରି ସ୍ଥାନ ଯେଉଁଠାରେ କିଏ ହିଟ ହୋଇଯାଏ ତ କିଏ ଫ୍ଲପ, ବଲିଉଡ଼ରେ ଅନେକ ଏପରି ଅଭିନେତା ଅଛନ୍ତି ଯେଉଁମାନେ ବଡ ପରିବାରରୁ ଆସିବା ସତ୍ବେ ଏକ ସଫଳ ନାୟକ ହୋଇପାରିଲେ ନାହିଁ । କିଛି ଅଭିନେତା ନିଜର ପୁରା ସମୟ ଫିଲ୍ମ ଇଣ୍ଡଷ୍ଟ୍ରିରେ କଟେଇଦେଲେ କିନ୍ତୁ ଏହା ପରେ ମଧ୍ୟ ତାଙ୍କ ନାମ ସଫଳ ନାୟକ ଶ୍ରେଣୀରେ ଆସିଲା ନାହିଁ । କିଛି ଫିଲ୍ମରୁ ସେମାନଙ୍କୁ ମାନ୍ୟତା ତ ମିଳିଲା କିନ୍ତୁ ସେହି ମାନ୍ୟତା ମିଳିଲାନାହିଁ ଯାହାର ସ୍ଵପ୍ନ ନେଇ ସେମାନେ ଏହି ଇଣ୍ଡଷ୍ଟ୍ରି କୁ ଆସିଥିଲେ । ଆଜି ଏହି ଅଭିନେତା ମାନେ କେବେକେବେ ଛୋଟ କିମ୍ବା ବଡ ପରଦାରେ ନଜର ଆସୁଛନ୍ତି , କିନ୍ତୁ ଏହି ଅଭିନେତା ଆଜିର ସମୟରେ ଯେତେ ଫ୍ଲପ ଅଟନ୍ତି ସେତିକି ସୁନ୍ଦରୀ ତାଙ୍କ ଝିଅମାନେ ଅଟନ୍ତି । ବଲିଉଡ଼ ରେ ଆଜିକାଲି ଷ୍ଟାର-କିଡ୍ସ ର ସମୟ ଚାଲିଛି ।

ଆଜିକାଲି ଜଣାଶୁଣା ଅଭିନେତା ମାନଙ୍କର ପିଲାମାନେ ବଲିଉଡ଼ରେ ଡେବ୍ୟୁ କରୁଛନ୍ତି । ଏହି ନିକଟରେ ଜାହ୍ନବୀ କପୁର ଓ ସାରା ଅଲ୍ଲୀ ଖାନ ବଲିଉଡ଼ରେ ଧମାକାଦାର ଏଣ୍ଟ୍ରି କରିଛନ୍ତି । କିନ୍ତୁ ଷ୍ଟାର-କିଡ୍ସଙ୍କ ସଂଖ୍ୟା ଏହିଠାରେ ଶେଷ ହେଉନାହିଁ । ବଲିଉଡ଼ରେ ଏଭଳି ଅନେକ ଷ୍ଟାର-କିଡ୍ସ ଅଛନ୍ତି ଯେଉନମାନଙ୍କର ଡେବ୍ୟୁ କରିବା ବାକି ଅଛି । ଆଜିର ଏହି ପୋଷ୍ଟରେ ଆମେ ଆପଣଙ୍କୁ କିଛି ଏପରେ ଅଭିନେତାଙ୍କ ଝିଅମାନଙ୍କ ବିଷୟରେ ଜଣେଇବୁ ଯେଉଁମାନେ ନିଜର ଅସାମାନ୍ୟ ସୌନ୍ଦର୍ଜ୍ୟ ସହ ଆଗାମୀ ଭବିଷ୍ୟରେ ବଲିଉଡ଼ରେ ଡେବ୍ୟୁ କରିପାରନ୍ତି

 

ଦିଶାନୀ ଚକ୍ରବର୍ତ୍ତୀ – ଦିଶାନୀ ଚକ୍ରବର୍ତ୍ତୀ ନିଜ ସମୟର ପ୍ରସିଦ୍ଧ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କ ଝିଅ ଅଟନ୍ତି । ଦିଶାନୀ ମିଥୁନଙ୍କ ନିଜ ଝିଅ ନୁହେଁ , ସେ ତାଙ୍କର ପାଳିତା କନ୍ୟା ଅଟନ୍ତି। ଦିଶାନୀ ଦେଖିବାକୁ ଅତ୍ୟନ୍ତ ସୁନ୍ଦରୀ ଓ ଖବର ଆସୁଛି ଯେ ବହୁତ ଶୀଘ୍ର ବଲିଉଡ଼ରେ ପ୍ରବେଶ କରିବାକୁ ଯାଉଛନ୍ତି ।

 

ସନା ପଞ୍ଚୋଲି – ଆଦିତ୍ୟ ପଞ୍ଚୋଲି ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନେକ ବର୍ଷ ହେବ ଅଛନ୍ତି କିନ୍ତୁ ଆଜି ମଧ୍ୟ ତାଙ୍କୁ ସେହି ସ୍ଥାନ ମିଳିଲା ନାହିଁ ଯାହାର ତାଙ୍କୁ ତଲାଶ ଥିଲା । ଆପଣଙ୍କୁ ଜଣେଇଦେଉଛୁ ଯେ ଆଦିତ୍ୟଙ୍କର ଗୋଟିଏ ସୁନ୍ଦରୀ ଝିଅ ଅଛି ଯାହାଙ୍କ ନାମ ସନା ପଞ୍ଚୋଲି ଅଟେ । ସନା ସୁନ୍ଦରୀ ମାମଲାରେ କୌଣସି ବଲିଉଡ଼ ନାୟିକାଙ୍କ ଠାରୁ କମ ନୁହନ୍ତି । ଶୁଣାଯାଉଛି ଯେ ଏବେ ସନା ବଲିଉଡ଼ରେ ଧମାକା କାଇବାକୁ ପ୍ରସ୍ତୁତି ଚଳେଇଛନ୍ତି ।

 

ସନାୟା କପୁର – ରାଜା ଭଳି ସୁପରହିଟ ଫିଲ୍ମ ଦେଇଥିବା ସଞ୍ଜୟ କପୁରଙ୍କ ଝିଅ ସନାୟା କପୁର ମଧ୍ୟ ଅତ୍ୟନ୍ତ ସୁନ୍ଦରୀ ଅଟନ୍ତି । ସେ ଅନେକସମୟରେ ବଲିଉଡ଼ କାର୍ଯ୍ୟକ୍ରମରେ ନଜର ଆସନ୍ତି । ଯଦିଓ ଅନେକ ଦିନ ହେବ ସଞ୍ଜୟ କପୁର ଫିଲ୍ମ ଜଗତରୁ ଦୂରେଇ ଯାଇଛନ୍ତି କିନ୍ତୁ ସନାୟା ଶୀଘ୍ର ବଲିଉଡ଼ରେ ଧମାକାଦାର ଏଣ୍ଟ୍ରି କରିବାକୁ ପ୍ରସ୍ତୁତି ସାରିଲେଣି । ହୋଇପାରେ ଯେ ଆପଣ ତାଙ୍କୁ ଏହିବର୍ଷ ଫିଲ୍ମରେ ଦେଖିପାରନ୍ତି ।

 

ଅନନ୍ୟା ପାଣ୍ଡେ – ନିଜ ସମୟର ପ୍ରସିଦ୍ଧ ହିରୋ ଚଙ୍କି ପାଣ୍ଡେଙ୍କ ଝିଅ ଅନନ୍ୟା ପାଣ୍ଡେ ସୁନ୍ଦରୀ ମାମଲାରେ କୌଣସି ପରୀ ଅପ୍ସରୀ ଠାରୁ କମ ନୁହନ୍ତି । ତାଙ୍କର ନିରୀହତା ଲୋକଙ୍କ ହୃଦୟ ଚୋରେଇ ନେଇଥାଏ । ଖବର ଅନୁଯାୟୀ କାରଣ ଜୋହରଙ୍କର ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ ଦି ଇୟର2’ରେ ସେ ବଲିଉଡ଼ରେ ଏଣ୍ଟ୍ରି କରିବେ ।

 

ଟିନା ଆହୁଜା – ଗୋବିନ୍ଦା ୯୦ଦଶକର ସବୁଠାରୁ ପ୍ରସିଦ୍ଧ ଅଭିନେତା ଥିଲେ କିନ୍ତୁ ଆଜିର ସମୟରେ ତାଙ୍କ ପାଖରେ ଗୋଟିଏ ମଧ୍ୟ ହିଟ ଫିଲ୍ମ ନାହିଁ । ଏହି ନିକଟରେ ରିଲିଜ ହୋଇଥିବା ଫିଲ୍ମ ‘ରଙ୍ଗିଲା ରାଜା’ ସୁପରଫ୍ଲପ ହୋଇଥିଲା । ଗୋବିନ୍ଦାଙ୍କର ଗୋଟିଏ ସୁନ୍ଦରୀ ଝିଅ ଅଛି ଯାହାର ନାମ ଟିନା ଆହୁଜା ଅଟେ । ନିଜର ସୌନ୍ଦର୍ଜ୍ୟ ଦ୍ଵାରା ସେ ବଡବଡ ହିରୋଇନ ମାନଙ୍କୁ କଡା ମୁକାବିଲେ ଦେଇପାରିବେ । ଖବର ଅନୁଯାୟୀ ଟିନା ଶୀଘ୍ର ବଲିଉଡ଼ ରେ ଏଣ୍ଟ୍ରି କରି ନିଜ ପିତାଙ୍କ ନାମ ଉଜ୍ଜ୍ଵଳ କରିବାକୁ ଯାଉଛନ୍ତି ।

Leave a Reply

Your email address will not be published. Required fields are marked *