April 19, 2024

Odia Express

News For Public

ଶେଷରେ ୧୭ ବର୍ଷ ପରେ କାଜୋଲ୍ କହିଲେ କି ସେ କାହିଁକି ଅଜୟ ଦେବଗନଙ୍କ ସହ ବିବାହ କରିଥିଲେ..

ଆମ ବଲିଉଡ୍ ରେ ଏମିତି ବହୁତ ଅଭିନେତା ଓ ଅଭିନେତ୍ରୀ ଅଛନ୍ତି ,ଯାହାଙ୍କ କଥା ଆରମ୍ଭ କଲେ କେବେ ଶେଷ ହେବ ନାହିଁ , ଏମାନଙ୍କ ଚର୍ଚ୍ଚା ଏବେ ସୋସିଆଲ୍ ମିଡିଆରେ ସବୁବେଳେ ଆସିଥାଏ , ଓ ସବୁଦିନ ନୁଆ କାହାଣୀ ଶୁଣିବାକୁ ମିଳିଥାଏ , ଆମ ବଲିଉଡ୍ ର ଦୁନିଆଁ ବହୁତ ଅଜୀବ ଅଟେ , ଏଠାରେ କଣ କେବେ ହୋଇଯାଏ କହିହୁଏ ନାହିଁ ।ବଲିଉଡ୍ ର ପାଗଳାମୀ ଲୋକଙ୍କ ଉପରେ ଏମିତି ଅଛି କି ସେମାନେ ନିଜ ପସନ୍ଦର ଅଭିନେତା ପରି ହେବା ଚାହିଁଥାନ୍ତି , ଓ ବହୁତ ଲୋକ ଏମିତି ହୋଇଥାନ୍ତି କି ସେମାନଙ୍କୁ ନ ଦେଖି ରହିପାରନ୍ତି ନାହିଁ , ଆମ ବଲିଉଡ୍ ରେ ସେମିତି ବହୁତ ଅଭିନେତା ଓ ଅଭିନେତ୍ରୀ ଅଛନ୍ତି , ଯାହାଙ୍କୁ କିଛି ଲୋକ ବହୁତ ମନେ ପକାନ୍ତି , ଓ କିଛି ଏମିତି ହୋଇଥାନ୍ତି କି ତାଙ୍କୁ ସେମାନେ ଭୁଲି ବି ପାରନ୍ତି ନାହିଁ ।

 

ଆଜି ଆମେ ଏମିତି ଜଣେ ଅଭିନେତାଙ୍କ ବିଷୟରେ କଥା କହିବାକୁ ଯାଉଛୁ ଯିଏକି ଆରମ୍ଭରୁ ଏ ପର୍ଯ୍ୟନ୍ତ ଅଛନ୍ତି , ସେ ଯେବେ ବଡ ସ୍କ୍ରିନ୍ ରେ ଆସନ୍ତି ତାଙ୍କ ପ୍ରଶଂସକ ମାନଙ୍କ ମନରେ ଏକ ଅଲଗା ଉତ୍ସାହ ଭରିଯାଏ , ସେ ତାଙ୍କୁ ଆକ୍ସନ ହିରୋ ଭାବେ ଜାଣିଛନ୍ତି , ଓ ସେ ହେଲେ ଅଜୟ ଦେବଗନ , ଅଜୟ ଦେବଗନ ସ୍କ୍ରିନ୍ ରେ ଆସନ୍ତି , ଓ ହଲରେ ଦର୍ଶକ ମାନେ ତାଙ୍କ ଅଭିନୟ ଦେଖନ୍ତି , ଆପଣଙ୍କୁ କହିଦେଉଛୁ କି ଅଜୟ ଦେବଗନ ଫିଲ୍ମ ଅଭିନେତ୍ରୀ କାଜୋଲ୍ ଙ୍କୁ ବାହା ହୋଇଥିଲେ , ଏହି ଦୁହେଁ ବାହାଘର କିପରି ଓ କେଉଁଠାରେ ହୋଇଥିଲା ଏହା ବିଷୟରେ ସମସ୍ତେ ଜାଣିବାକୁ ଚାହଁନ୍ତି , କିନ୍ତୁ ଆଜି ପର୍ଯ୍ୟନ୍ତ କେହି ବି ଜାଣିନାହାନ୍ତି ।

 

ସୂଚନା ମୁତାବକ ଏହି ଦୁହିଁଙ୍କର ୨୪ ଫେବୃୟାରୀ ୧୯୯୯ କୁ ମହାରାଷ୍ଟ୍ର ଶୈଳୀରେ ବାହାଘର ହୋଇଥିଲା , ଏହି ଦୁହିଁଙ୍କର ଯୋଡୀ ବଲିଉଡ୍ ରେ ଏକ ମିଶାଲ୍ ଅଛି । ଏହି ଦୁହେଁ ବହୁତ ଖୁସିରେ ବାହାହୋଇଥିଲେ , ଏହି ଦୁହିଁଙ୍କର ସୁନ୍ଦର ସନ୍ତାନ ବି ଅଛନ୍ତି , ପୁଅଙ୍କ ନାଁ ୟୁଗ ଓ ଝିଅର ନାଁ ନ୍ୟାସା ଅଟେ , ଏମିତି ଆପଣ ଜାଣିଛନ୍ତି କି କାଜୋଲ୍ ବହୁତ ଚୁଲୁବୁଲି ଅଟନ୍ତି ,ଯାହାର ଓଲଟା ଅଜୟ ଦେବଗନ ବହୁତ ହିଁ ଶାନ୍ତ ବ୍ୟକ୍ତିର ଅଟନ୍ତି , ଦୁହେଁ ସବୁ ତରଫରୁ ଅଲଗା ଥାଇ ବି ସେମାନେ ବଲିଉଡ୍ ରେ ସବୁଠାରୁ ସଫଳ ଯୋଡି ବୋଲି ଜଣାଯାନ୍ତି , ସେମାନେ ତାଙ୍କ ସଂମ୍ପର୍କକୁ ବହୁତ ଭଲ ଭାବେ ନିଭାଇ ଛନ୍ତି , ଯେବେ କାଜୋଲ୍ ନିଜ କ୍ୟାରିୟର୍ ର ପାହାଚ ଚଢୁଥିଲେ ସେ ବାହା ହେବାର ଫଇସଲା ନେଲେ , କାଜୋଲ୍ ଅଜୟ ଦେବଗନଙ୍କ ସହ ପୂର୍ବରୁ କହିଥିଲେ ସେ ଗୋଟେ ବର୍ଷରେ ଗୋଟେ ଫିଲ୍ମ କରିବେ

 

କାଜୋଲ୍ ଅଜୟ ଦେବଗନଙ୍କୁ ଏହା ବି କହିଥିଲେ ସେ ଲମ୍ବା ସମୟ ନିଜ କ୍ୟାରିୟରକୁ ଗଢିବା ପାଇଁ ବହୁତ ପରିଶ୍ରମ କରିସାରିଛନ୍ତି , ଏଥିପାଇଁ ସେ ନିଜ ହିସାବ ନିଜେ ହିଁ ବଦଳାଇବା ପାଇଁ ଫଇସଲା କଲେ , ଆପଣଙ୍କୁ ଏହା ବି କହିଦେଉଛୁ କି ବାହାଘର ପୂର୍ବରୁ କାଜୋଲ୍ ବର୍ଷକ ମଧ୍ୟରେ ବହୁତ ଫିଲ୍ମ କରୁଥିଲେ , କିନ୍ତୁ ବାହାଘର ପରେ ସେ ଫିଲ୍ମରେ କାମ କରିବା କମେଇଦେଲେ , ଓ ବାହାଘର ପରେ ସେ ଜୀବନରେ ସ୍ଥାୟୀ ଭାବେ ରହିବାକୁ ଚାହୁଁଥିଲେ , ଅଜୟ ଦେବଗନ କାଜୋଲ୍ ଦୁହେଁ ଦୁହିଁଙ୍କୁ ବହୁତ ପସନ୍ଦ କଲେ ଓ ଶେଷରେ ବାହା ହୋଇଗଲେ ।

 

କୋଜୋଲ୍ ନିଜ ସଂମ୍ପର୍କ ବିଷୟରେ ଜଣାଇଲେ କି ମୋର ମାନିବା କଥା ଏହା କାରଣ ପାଇଁ ଅଛି କାରଣ ମୁଁ ବହୁତ କଥା ହୁଏ , ଓ ସବୁ ବେଳେ ନିଜ ସ୍ୱାଧୀନତାରେ ରହେ , ୧୮ ବର୍ଷ ପରେ ଏହି ବଲିଉଡ୍ କପଲ୍ ଖୁସି ଖୁସି ନିଜ ଜୀବନ ଯାପନ କରୁଛନ୍ତି , ଓ ନିଜ ପିଲାଙ୍କ ସହ ଭଲ ଭାବେ ଚଳୁଛନ୍ତି

Leave a Reply

Your email address will not be published. Required fields are marked *