March 28, 2024

Odia Express

News For Public

ଠେଲାବାଲା ଆବର୍ଜନା ସ୍ଥାନରୁ ଉଠାଇ ଆଣିଥିଲା ଏହି ଝିଅଟିକୁ – ୨୫ ବର୍ଷ ପରେ ଏହି ଝିଅଟି ଏଭଳି ଭାବେ ତାଙ୍କର କରଜ ଶୁଝିଲେ – ଜାଣିଲେ ଆପଣଙ୍କ ଆଖିରେ ଲୁହ ଆସିଯିବ..

ଆଜି ଆମେ ଏପରି ଏକ ଘଟଣା କହିବାକୁ ଯାଉଛୁ କି ଯେଉଁଠି ଦୁନିଆଁରେ ଖରାପ ଲୋକ ଥାଆନ୍ତି ସେମିତି କିଛି ଭଲ ଲୋକ ଥାଆନ୍ତି । ଆଜି ଆମେ ଆପଣଙ୍କୁ ଏକ ପରିବାବାଲା ନାଁ ତାର ସୋବରନ୍ ର ବିଷୟରେ କହିବୁ ,ଥରେ ସୋବରନ୍ ତାର ପରିବା ଗାଡି ନେଇକି ନିଜ ଘରକୁ ଯାଉଥିଲା । ଓ ସେହି ସମୟରେ ଜଙ୍ଗଲ ବୁଦା ଭିତରୁ କେଉଁ ଛୁଆର କାନ୍ଦିବାର ଶବ୍ଦ ଶୁଭାଗଲା । ସେ ଯେତେବେଳେ ସେ ବୁଦା ଭିତରକୁ ଯାଇ ଦେଖେ ତ ଏକ ନିରିହ ଶିଶୁ ବୁଦା ମୂଳରେ ବହୁତ ଜୋରରେ କାନ୍ଦୁ ଥିଲା । ସେ ଯେତେବେଳେ ତା ପାଖକୁ ଗଲା ଦେଖିଲା କି ଏକ ସୁନ୍ଦର ଝିଅ ଟିଏ

 

ସେ ତାକୁ ତା କୋଳକୁ ନେଇଗଲା ।ସେତେବେଳେ ସୋବରନ୍ ୩୦ ବର୍ଷର ଥିଲା । ସେ ବିବାହିତ ନଥିଲା ।ସୋବରନ୍ ସେ ଛୋଟ ଛୁଆକୁ ପାଇ ବହୁତ ଖୁସି ଥିଲା । ଓ ତାପରେ ସେ ବାହାହେବା ପାଇଁ ଠିକ୍ କଲା । ଓ ସେ ଝିଅର ନାଁ ଜ୍ୟୋତି ରଖିଲା ।ସୋବରନ୍ ନିଜ ଝିଅ ପାଇଁ ଦିନ ରାତି ପରିଶ୍ରମ କରୁଥିଲା ସେ ତାକୁ ଭଲ ସେ ପଢାଇଲା । ଓ ତାକୁ କୌଣସି ଜିନିଷର କମି ଦେଇନଥିଲା । ୨୦୧୪ ରେ ଜ୍ୟୋତି ଆସାମର ଲୋକ ସେବା ଆୟୋଗରେ ପିସିଏସ୍ ର ପରୀକ୍ଷାରେ ସଫଳତା ପାଇଥିଲା । ସେ ଆୟକର ସହାୟକ ଆୟୋଗରେ ନିଯୁକ୍ତି ପାଇଲା

 

ନିଜ ଝିଅର ଏପରି ସଫଳତା ଦେଖି ସୋବରନ୍ ର ଆଖିରୁ ଲୁହ ପଳେଇଆସିଥିଲା । କାରଣ ସେ ତାର ସ୍ୱପ୍ନ ପୂରଣ କରିଥିଲା । ଆଜି ଜ୍ୟୋତି ନିଜ ବାପା ମାଙ୍କ ସହ ରହୁଛି ଓ ସବୁ ଦରକାର ପୂରଣ କରୁଛି । ସୋବରନ ସେ ଅଳିଆ ଗଦାରୁ ଗୋଟେ ଛୁଆ ନୁହେଁ ଗୋଟେ ହୀରା ଉଠାଇଥିଲା , ଯିଏ କି ତାର ବୃଦ୍ଧାଅବସ୍ଥାର ସାହାରା ପାଲଟିଛି ।

Leave a Reply

Your email address will not be published. Required fields are marked *