March 22, 2024

Odia Express

News For Public

ସଂସଦରେ ଛୋଟ ଛୁଆକୁ କୋଳରେ ଖେଳାଉଥିବାର ଦେଖାଗଲେ ମୋଦୀ – ଦେଖନ୍ତୁ ପ୍ରକୁତରେ ଏହି ପିଲା ଜଣକ କିଏ..

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ସବୁ ସମୟ କାମରେ କିଛି ଅନ୍ୟ କାର୍ଯ୍ୟକଳାପ କରିଥାନ୍ତି , ମୋଦୀ ଆଜି ସଂସଦରେ ଏକ ଛୋଟ ଛୁଆକୁ ନିଜ କୋଳରେ ଖେଳାଉଥିବାର ନଜରରେ ଆସିଥିଲେ , ସେ ନିଜର ଆଧିକାରିକ ଇନଷ୍ଟାଗ୍ରାମରେ ଏହି ଫଟୋକୁ ସେୟାର୍ କରି ଲେଖିଥିଲେ କି ଏହା ବହୁତ ଖାସ୍ ବନ୍ଧୁ ଆଜି ମୋତେ ସଂସଦରେ ଦେଖା କରିବାକୁ ଆସିଥିଲା , ଏହିଫଟୋରେ ମୋଦୀ ଏକ ଛୋଟ ଛୁଆକୁ କୋଳରେ ଖେଳାଉଛନ୍ତି , ଓ ସେ ବହୁତ ଖୁସି ନଜର ଆସୁଛନ୍ତି , ସେ ଛୋଟ ଛୁଆ ବହୁତ ସୁନ୍ଦର ବି ଲାଗୁଛି  ।

 

ମୋଦୀ ଯେପରି ଇନଷ୍ଟାଗ୍ରାମରେ ଏହି ଫଟୋ ସେୟାର୍ କଲେ ସେପଟୁ ଜାମ୍ମୁ କାଶ୍ମୀରର ପୂର୍ବ ମୁଖ୍ୟମନ୍ତ୍ରୀ ଓ ନେଶନ୍ୟାଲ୍ କନଫରରେନ୍ସ ନେତା ଉମର ଅବଦୁଲ୍ଲା ଏକ କୋଟ୍ ଲେଖିଲେ , ସେ ନିଜ ଆଧିକାରିକ ଟ୍ୱିଟର୍ ଏକାଉଣ୍ଟରେ ଲେଖିଥିଲେ କି ସୁନ୍ଦର ଫଟୋ , ଯେବେ କି ଉତ୍ପିଡନ କରୁଥିବା ଦଳ ନିଜକୁ ପିଟିବାପାଇଁ ଦାବି କରୁଥିବା ବେଳେ ପିଏମ୍ ଗତ ରାତିରେ ମଧ୍ୟସ୍ଥତା ବାଖ୍ୟା ଦାବି କରୁଥିଲେ , କିନ୍ତୁ ମୋଦୀ ନିଜ ଇନଷ୍ଟାଗ୍ରାମ ଫିଡ୍ ରେ ଏହି ଫଟୋ ଦେଇ ଜଣାଇଛନ୍ତି କି ଅନ୍ୟ ବିପକ୍ଷୀ ଦଳ ଦାବିରେ କଣ ଭାବିଥାନ୍ତି ।

Leave a Reply

Your email address will not be published. Required fields are marked *