April 21, 2024

Odia Express

News For Public

ଯେଉଁ ବ୍ୟକ୍ତି ଙ୍କ ଛାତିରେ ଥାଏ ବାଳ ତାହାଲେ ଏହାର ଅର୍ଥ ଜାଣିରଖନ୍ତୁ : ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ

ଆପଣ ଜାଣିଥିବେ ଆମ ଶରୀରରେ ମୁଣ୍ଡକୁ ଛାଡି ଅନ୍ୟ ଜାଗା ମାନଙ୍କରେ ମଧ୍ୟ ଵାଲା ବା ଲୋମ ଥାଏ | କିଛି ଲୋକ ଏହାକୁ ପସନ୍ଦ କରୁଥିଲେ ମଧ୍ୟ ଅନେକ ଲୋକଙ୍କୁ ଏହା ଭଲ ଲାଗି ନଥାଏ | ତ ସାଧାରତ କ୍ଷେତ୍ରରେ ପୁରୁଷମାନଙ୍କର ଛାତିରେ ବାଳ ଥାଏ .ଯେଉଁ ପୁରଷ ମନଙ୍କର ଛାତି ଉପରେ ବାଳ ଥାଏ ସେମାନଙ୍କ ଚିନ୍ତାଧାରା କିଛି ଏହି ପ୍ରକାର | ଖାଉ କରି ଆଜିକାଲି ଟୋକା ମାନେ ନିଜ ଛାତି କି ସବୁବେଳେ ସଫା ରଖିବା ପାଇଁ ଚାହାନ୍ତି | ତେବେ ଆପଣ ଜନଟି କି ଛାତି ରେ ଅଧିକ ଵାଲା ଥିବା ଲୋକଙ୍କ ସ୍ଵଭାଵ କିପରି ହେଇଥାଏ | ଚାଲନ୍ତୁ ଜାଣିବା

1 – ଜୋତିଷ ଶାସ୍ତ୍ର ଅନୁସାରେ ଯେଉଁ ପୁରଷମାନଙ୍କର ଛାତି ଉପରେ ବାଳ ଥାଏ ସେମାନେ ଶାନ୍ତ ସ୍ୱଭାବ ର ହୋଇଥାନ୍ତି

୨ – ଏହା ବ୍ୟତୀତ ଶାସ୍ତ୍ର ରେ ଏକଥା ମଧ୍ୟ କୁହା ଯାଇଛି ଯେ ଛାତିରେ ଵାଲା ଥିବା ଲୋକ ମାନେ କେବେ ଧନର ଅଭାବ ନଥାଏ |

 

୩ – ଏମାନେ ସାଧାରଣ ପଇସା ଅପେକ୍ଷା ସମ୍ପର୍କ ର ଗୁରୁତ୍ୱ ବୁଝିଥାନ୍ତି

୪ – ଯେଉଁମାନଙ୍କର ଛାତି ଉପରେ ବାଳ ଥାଏ ପ୍ରେମ କ୍ଷେତ୍ରରେ ଝିଅ ମାନେ ସେମାନଙ୍କୁ ବିଶ୍ୱାସ କରିପାରିବେ କାରଣ ସେମାନେ କାହାସହିତ ବିଶ୍ୱାସ ଘାତକତା କରନ୍ତି ନାହିଁ

୫ – ଏମାନେ ସବୁ ଖରାପ ସମୟରେ ମଧ୍ୟ ନିଜ ମନ ଦୃଢ କରିଥାନ୍ତି

 

୬ – ଆହୁରି ଗୋଟେ କଥା ଯେ ଯେଉଁ ପୁରଷମାନଙ୍କର ଛାତି ଉପରେ ବାଳ ଥାଏ ସେମାନଙ୍କ ପାଖରେ ଟଙ୍କା ରୋଜଗାର କରିବାର ଅନେକ ଗୁଡିଏ ରାସ୍ତା ଥାଏ

୭ – ଏମାନେ ଅତ୍ୟନ୍ତ ଶାନ୍ତ ସ୍ଵଭାଵ ର ଓ କାହାକୁ ମଧ୍ୟ ଇର୍ସା କରନ୍ତି ନାହିଁ

Leave a Reply

Your email address will not be published. Required fields are marked *