କାଲାମ ଙ୍କ ସ୍ବପ୍ନ ପୁରାଣ ହେଲା – ଭାରତ ହେଲା ଦୁନିଆ ର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର – ଏବେ ଆମେରିକା ଓ ରୁଷ ମଧ୍ୟ କିଛି କରିପାରିବେନି

ଆମେ ସମସ୍ତେ ଜାଣିଛେ କାଲାମ ଭାରତ ବର୍ଷର ଉର୍ନତି ପାଇଁ କେତେ କେତେ ସ୍ବପ୍ନ ଦେଖିଥିଲେ |ସାରା ଭାରତ ତାଙ୍କୁ ଭଲ ପାଉଥିଲେ | ତାଙ୍କର ଏପରି ଏକ ସ୍ବପ୍ନ ପୁରାଣ ହେଇଚି ଯାହା ଜାଣିଲେ ଆପଣ ମନେ ମଧ୍ୟ ଖୁସି ହେବେ ଯେ ଭାରତ ଏବେ ସାରା ବିଶ୍ୱରେ ଏକ ନୂଆ ମିସାଇଲ ତିଆରି କରି ସାରା ବିଶ୍ୱ ର ଏକ ନମ୍ବର ଶକ୍ତିଶାଳୀ ଦେଶ ଭାବେ ଉଭା ହେଇଚି ଯେଉଁ ସ୍ବପ୍ନ କି କାଲାମ ଚାହୁଁଥିଲେ | ଭାରତ ବର୍ତମାନ ହାଇପରସୋନିକ ମିସାଇଲ ନିର୍ମାଣ କରିଛି | ଯାହାକି ଭାରତର ସବୁଠାରୁ ଆଧୁନିକ ମିସାଇଲ ଏହାର ଘଣ୍ଟା ପ୍ରତି ବେଗ ୩୪୫୭ ଅଟେ | ଏହା ବ୍ୟତୀତ ଏହା ୩୦୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷଭେଦ କରିପାରିବ ବୋଲି ସୂଚନା ମିଳିଛି |ସବୁଠାରୁ ବଡ କଥା ହେଲା ଏହାକୁ ପାକିସ୍ତାନ ଓ ଚୀନ ନିୟନ୍ତ୍ରଣ କରିପାରିବେ ନାହିଁ |ପ୍ରାୟ ୩୦୦ କିଲୋମିଟର ଯାଏ ଏହା ଲକ୍ଷଭେଦ କରିପାରିବ ଓ ଯଦି ଏହା ଗତି ପରିବର୍ତନ କରିବା ପାଇଁ ପଡେ ତେବେ ଏହା ଅଧା ରୁ ଗତି ପରିବର୍ତନ କରି ପାରିବ ଓ ନିଜର ଲକ୍ଷ ଭେଦ କରିପାରିବ | ଏହାର ସାବୁ କାମ ବଟନ ଦ୍ୱାରା ହେବାରୁ ଏହାକୁ ଭାରତୀୟ ବୈଜ୍ଞାନିକ ମନେ ନାମକରଣ କରିଛନ୍ତି – ବଟନ ଦବାଓ ଓ ଭୁଲ ଯାଓ
ବ୍ରହ୍ମୋସର ବେଗ ୨.୮ ମ୍ୟାକ (ଧ୍ଵନିର ବେଗ ସହ ସମାନ)। ଏହି ମିସାଇଲର ରେଂଜ ୨୯୦ କିଲୋମିଟର ଏବଂ ଏହା ୩୦୦ କିଲୋଗ୍ରାମ ଭାରୀ ବିଷ୍ପୋରକ ସାମଗ୍ରୀ ନେବାର କ୍ଷମତା ଅଛି। ନିକଟରେ ଆସିଥିବା ଖବର ମୁତାବିକ ବ୍ରହ୍ମୋସ ପରି କ୍ଷମତା ବିଶିଷ୍ଟ ମିସାଇଲ ବର୍ତ୍ତମାନ ପର୍ୟ୍ୟନ୍ତ ଚୀନ ଏବଂ ପାକିସ୍ତାନରେ ବିକସିତ ହୋଇନାହିଁ |ଭାରତ ଏବଂ ଋ଼ଷ ଜ୍ଞାନ କୌଶଳରେ ନିର୍ମିତ ହୋଇଛି ବ୍ରହ୍ମୋସ। ଭାରତୀୟ ବାୟୁ ସେନାର ଶକ୍ତିଶାଳୀ ଯୁଦ୍ଧ ବିମାନ ସୁଖୋଇରେ ବ୍ରହ୍ମୋସକୁ ଉତକ୍ଷେପଣ କିମ୍ବା ଲକ୍ଷଭେଦ କରାଯାଇ ପାରିବ। ୨୦୦୬ରେ ବ୍ରହ୍ମୋସ ଭାରତୀୟ ସେନାରେ ସାମିଲ ହୋଇଥିଲା
ଏହା ପୂର୍ବରୁ ଆମେରିକା ର ଟମ ହଙ୍ଗ ଦୁନିଆ ର ସବୁଠୁ ଶକ୍ତିଶାଳୀ ଥିଲା ମାତ୍ର ଭାରତ ଏବେ ଏହାକୁ ପଛରେ ପକେଇ ଦେଇଛି ଓ ଗଢ଼ିଛି ଏକ ନୂଆ ଇତିହାସ |ସାରା ବିଶ୍ୱରେ ଏହି ମିସାଇଲ କୁ ଅଟକେଇବା ପାଇଁ କୌଣସି ପ୍ରକାର ଯନ୍ତ୍ର ବାହାରି ନାହିଁ |
ଆପଣମାନେ ଜାଣନ୍ତି କି ଡୋକଲମ ବିବାଦ ଏହି ମିସାଇଲ କି ଦେଖିକି ଚୀନ ଡ଼ରିକି ପଛକୁ ହଟି ଯାଇଥିଲା ,ବର୍ତମାନ ଏହି ନା ଶୁଣିଲେ ଚୀନ ଓ ପାକିସ୍ତାନ ଡ଼ରିକି ଛାନିଆ ହେଇଯାଉଛନ୍ତି |ଏହା ସହ ଖୁବ ଶୀଘ୍ର ଭାରତୀୟ ସବୁ ପ୍ରତିରକ୍ଷା ସ୍ଥଳ ରେ ଏହାକୁ ରଖାଯିବ |ଏହି ମିସାଇଲ ତିଆରି କରିବା ପାଇଁ ବ୍ରହ୍ମୋସ କର୍ପୋରେସନ ସବୁ କାମ କରିଥିଲା ଓ ଏହାକୁ ଭାରତ ଓ ରୁଷ ର ମିଳିତ ସହଯୋଗ ରେ କର ଯାଇଛି |ଦେଖିବା ପାଇଁ ବାକି ରହିଲା | ବାସ୍ତବରେ କାଲାମ ଙ୍କ ସ୍ବପ୍ନ ଆଜି ପୁରାଣ ହେଇ ଭାରତକୁ ଆହୁରି ସୁଦୃଢ କରିଛି<