April 20, 2024

Odia Express

News For Public

ତେବେ ଏହି କାରଣରୁ ସନ୍ୟାସ ନେବେ ନାହିଁ ମହେନ୍ଦ୍ର ସିଂ ଧୋନୀ , ସାମ୍ନାକୁ ଆସିଲା ଏହି ବଡ କାରଣ – ଆପଣ ମଧ୍ୟ ଜାଣି ରଖନ୍ତୁ..

ଭାରତୀୟ କ୍ରିକେଟ୍ ଟିମ୍ ଅଗଷ୍ଟ ମାସକୁ ୱେଷ୍ଟଇଣ୍ତିଜ୍ ଗ୍ରସ୍ତରେ ଯାଉଛି, ଏହାପାଈଁ ଟିମ୍ ଘୋଷଣା ବି ହୋଇସାରିଛି, ଟିମ୍ ରେ ବିରାଟ କୋହଲି ଅଧିନାୟକ ରହିବେ , ଭାରତୀୟ ଚୟନକର୍ତ୍ତା ଏହି ଗ୍ରସ୍ତକୁ ରିଷଭ ପନ୍ଥଙ୍କୁ ତିନି ପ୍ରାରୁପରେ ଟିମ୍ ରେ ସାମିଲ୍ କରିଛନ୍ତି , ଯାହାର କାରଣରୁ ୱିକେଟ୍ କିପର ମହେନ୍ଦ୍ର ସିଂ ଧୋନୀ ବି ଅଛନ୍ତି , ଧୋନୀ ୱେଷ୍ଟଇଣ୍ତିଜ୍ ଗ୍ରସ୍ତରେ ଯିବେ ନାହିଁ , ସେ ଆଗାମୀ ଦୁଇ ମାସ ପର୍ଯ୍ୟନ୍ତ କ୍ରିକେଟ୍ ରୁ ବିରତି ନେଇଛନ୍ତି , ବିଶ୍ୱକପ୍ ୨୦୧୯ ପରେ ଧୋନୀ ଙ୍କ ସନ୍ୟାସ ନେବା ଖବର ଅଧିକା ଚର୍ଚ୍ଚିତ ରହିଛି, କିନ୍ତୁ ସୁତ୍ରରୁ ଜଣାପଡିଛି କି ପନ୍ଥଙ୍କୁ ଟି ଟ୍ୱେଣ୍ଟି ବିଶ୍ୱକପ୍ ଧ୍ୟାନରେ ରଖି ବଛାଯାଇଛି ,

ଟିମ୍ ପ୍ରବନ୍ଧନ ଚାହେଁ ନାହିଁ ଯେବେ ପନ୍ଥ ଆସୁଥିବା ଭବିଷ୍ୟତର ପ୍ରସ୍ତୁତି କରୁଛନ୍ତି ତେବେ ସେହି ମଧ୍ୟରେ ଧୋନୀ ସନ୍ୟାସ ନେଇଯାଆନ୍ତୁ, ଟିମ୍ ପ୍ରବନ୍ଧନଙ୍କ ମାନିବା କଥା କି ଧୋନୀ ଯଦି ସନ୍ୟାସ ନିଅନ୍ତି ତେବେ ରିଷଭ ପନ୍ଥ ଆଘାତ ହେଲେ ଟି ଟ୍ୱେଣ୍ଟି ବିଶ୍ୱକପ୍ ରେ ଆଉଏକ ଜାଗା ଖାଲି ଆସିବ, ଯାହା ଭରିପାରିବା ମୁସକିଲ୍ ହୋଇଯିବ, ଟିମ୍ ପ୍ରବନ୍ଧକ ଚାହଁନ୍ତି କି ଧୋନୀ ଏକ ମେଣ୍ଟର ରୁପେ ଟିମ୍ ରେ ଭାଗିଦାରୀ ରୁହନ୍ତୁ । ଯଦି ପନ୍ଥ ଆଘାତପ୍ରାପ୍ତ ହେବେ ତେବେ କେହି ବି ବିକଳ୍ପ ରହିବେ ନାହିଂ ଭାରତୀୟ ଟିମ୍ ପନ୍ଥଙ୍କ ଭବିଷ୍ୟତ ଆଟନ୍ତି, ଏହାପାଇଁ ସେ ସବୁ ପ୍ରାରୁପ ଆପଣାଇଚନ୍ତି, କିନ୍ତୁ ଧୋନୀଙ୍କ ମାର୍ଗଦର୍ଶନ ଓ ଉପସ୍ଥିତି ଟିମ୍ ପାଇଁ ଜରୁରୀ ଅଟେ ।

 

ଧୋନୀଙ୍କ ସନ୍ୟାସ ନେବା ଖବର ମୁଖ୍ୟ ଚୟନକର୍ତ୍ତ ଏମ୍ ଏସ୍ କେ ପ୍ରସାଦ କହିଲେ କି ସନ୍ୟାସ ନେବା ଫଇସଲା ପୁରା ଭାବେ ଧୋନୀଙ୍କ ଉପରେ ନିର୍ଭର କରିଥାଏ , ଧୋନୀଙ୍କ ପରି ମହାନ୍ ଖେଳାଳୀ ଭଲ ଭାବେ ଜାଣିଛନ୍ତି କି ସେ କେବେ ସନ୍ୟାସ ନେବେ , କିନ୍ତୁ ଆଜି ଟିମ୍ ଭବିଷ୍ୟତ କଥା କହିଲେ ଚୟନକର୍ତ୍ତାଙ୍କ ହାତରେ ସବୁ କିଛି ଅଛି, ଧୋନୀ ୱେଷ୍ଟଇଣ୍ତିଜ୍ ସିରିଜ୍ ପାଇଁ ଖେଳିବେ ନାହିଁ, ଏହା ଛଡା ସେ କହିଲେ କି ଟିମ୍ ପନ୍ଥଙ୍କୁ ସେ ସବୁ ଆଡୁ ଆଜମାଇ ଦେଖିଛନ୍ତି ।

ଏମ୍ ଏସ୍ କେ ପ୍ରସାଦ ଆଗକୁ କହିଲେ କି ଆମେ ବିଶ୍ୱକପ୍ ପର୍ଯ୍ୟନ୍ତ ଗୋଟେ ରୋଡ୍ ମ୍ୟାପ୍ କରିଥିଲୁ, ଓ ଆମ ଆଗକୁ ଯୋଜନା ବି ପ୍ରସ୍ତୁତ ଅଛି ଆମେ ଏଏବ୍ ଯେପରି ଖେଳାଲୀଙ୍କ କୌଶଳ ଦେଖିବାକୁ ଚାହୁଁଛୁ, ପନ୍ଥ କିଛି ଭୁଲ୍ କରିନାହାନ୍ତି , ଯାହାର କାରଣରୁ ତାଙ୍କୁ ଟିମ୍ ରେ ସାମିଲ୍ କରାଯିବ ନାହିଁ ।

Leave a Reply

Your email address will not be published. Required fields are marked *