April 14, 2024

Odia Express

News For Public

ନିଜ ଚାକରାଣୀର ବାହାଘରରେ ପହଞ୍ଚିଲେ ବଲିଉଡ୍ ର ଏହି ଅଭିନେତ୍ରୀ , ଲୋକମାନେ କରୁଛନ୍ତି ପ୍ରଶଂସା, ନାମ ଜାଣିଲେ ଆପଣ ବି ଚକିତ ହୋଇଯିବେ

ଆମ ବଲିଉଡ୍ ରେ ବହୁତ କଳାକାର ଅଛନ୍ତି ଯେଉଁମାନେ ନିଜ ଅଭିନୟର କ୍ଷମତାରେ ବଲିଉଡ୍ ରେ ବହୁତ ସାରା ସୁପରହିଟ୍ ଫିଲ୍ମ କରିଛନ୍ତି । ଓ ଦର୍ଶକମାନଙ୍କର ଭରପୁର ମନୋରଞ୍ଜନ କରିଛନ୍ତି । ଆମ ଫିଲ୍ମ ଇଣ୍ତଷ୍ଟ୍ରୀରେ କଳାକାରମାନଙ୍କର ଦୟାଳୁ ମନଭାବ ଅଛି , ବଲିଉଡ୍ ର ସବୁ କଳାକାର ସବୁବେଳେ ଗରୀବ ବ୍ୟକ୍ତିଙ୍କ ସାହାର୍ଯ୍ୟ କରିବା ଆଗକୁ ଆସିଥାନ୍ତି । ଗରିବଙ୍କ ସୁଖ ଦୁଃଖରେ ସବୁ ବେଳେ ଫିଲ୍ମ ଇଣ୍ଡଷ୍ଟ୍ରୀର ଲୋକେ ଆଗକୁ ଆସିଛନ୍ତି ।

 

ଆଜି ଆମେ ଆପଣଙ୍କୁ ଏମିତି ଏକ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ଯିଏକି ନିଜର ଚାକରାଣୀର ବାହାଘରରେ ଉପସ୍ଥିତ ହୋଇଥିଲେ । ହଁ ଆଜ୍ଞା ଆମେ କଥା ହେଉଛୁ ବଲିଉଡ୍ ର ସୁନ୍ଦର ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ବିଷୟରେ । ଆପଣଙ୍କୁ କହିଦେବୁ କି ଆଲିଆ ଭଟ୍ଟଙ୍କ ଏହି ଫଟୋ ସୋସିଆଲ୍ ମିଡିଆରେ ବହୁତ ଭାଇରାଲ୍ ହେଉଛି । ଯେଉଁଥିରେ ସେ ଏକ ଯୋଡିଙ୍କ ବାହାଘରରେ ଠିଆ ହୋଇଛନ୍ତି । ଏହି ଫଟୋ ରେ ଆଲିଆ ଭଟ୍ଟ ନିଜର ଚାକରାଣୀ ର ବାହାଘରରେ ଉପସ୍ଥିତ ଅଛନ୍ତି । ଯାହାକି ସେ ନିଜେ ତାଙ୍କ ଘରକୁ ଯାଇଥିଲେ ।

 

ଆପଣଙ୍କୁ କହିଦେବୁ କି ଆଲିଆ ଭଟ୍ଟ ନିଜର ଚାକରାଣୀର ବାହାଘରରେ ପହଞ୍ଚିଥିଲେ । ତେବେ ସୋସିଆଲ୍ ମିଡିଆରେ ଲୋକେ ବହୁତ ପ୍ରଶଂସା କଲେ । ଏହା ଛଡା ବଲିଉଡ୍ ର ଅନ୍ୟ ତାରକା ମାନେ ବି ପ୍ରଶଂସା କରିଥିଲେ । ସେ କହିଲେ କି ଆଲିଆ ଭଟ୍ଟଙ୍କ ଦ୍ୱାରା କାର୍ଯ୍ୟ ସରାହଣୀୟ ଅଟେ ।

ଆପଣଙ୍କୁ କହିଦେଉଛୁ କି ଆଲିଆ ଭଟ୍ଟ ସବୁବେଳେ ଗରୀବ ଲୋକଙ୍କ ସାହାର୍ଯ୍ୟ କରିବାକୁ ପସନ୍ଦ କରନ୍ତି । ସେ ଦାନ ଧର୍ମ ବି କରିଥାନ୍ତି । ଏହି ସମୟରେ ଆଲିଆ ଏକ ଫିଲ୍ମର କାମରେ ବହୁତ ବ୍ୟସ୍ତ ରହୁଛନ୍ତି । ସେ ନିଜ ଆସୁଥିବା ଫିଲ୍ମ ବ୍ରହ୍ମାଷ୍ଟ୍ର ସୁଟିଙ୍ଗ୍ ରେ ବ୍ୟସ୍ତ ରହୁଛନ୍ତି । ଆଲିଆ ଭଟ୍ଟଙ୍କ ଛଡା ଅମିତାଭ ବଚ୍ଚନ ଓ ରଣବୀର କାପୁର ଏହି ଫିଲ୍ମରେ ଭୁମିକା ନିଭାଇବେ । ଆଲିଆ ଭଟ୍ଟ ବଲିଉଡ୍ ର ସେହି ହିରୋଇନ୍ ଙ୍କ ମଧ୍ୟରୁ ଜଣେ ଅଟନ୍ତି । ଓ ବଲିଉଡ୍ କୁ ବହୁତ ସୁପରହିଟ୍ ଫିଲ୍ମ ଦେଇଛନ୍ତି

Leave a Reply

Your email address will not be published. Required fields are marked *