March 26, 2024

Odia Express

News For Public

ରାତି ସାରା ପାଗଳ ଭଳି ଗାତ ଖୋଲୁଥିଲା ଏକ ମାଇ ହାତୀ , ସକାଳୁ ଲୋକେ ପାଖକୁ ଯାଇଦେଖିଲେ ତ କାନ୍ଦି ପକାଇ ଥିଲେ – ଆପଣ ମଧ୍ୟ ଦେଖି ନିୟନ୍ତୁ

ମା କୁ ଭଗବାନଙ୍କର ଦ୍ୱୀତିୟ ରୂପ ବୋଲି ମାନା ଯାଏ , କହନ୍ତି କି ପୃଥିବୀରେ ଭଗବାନ ସବୁ ଜାଗାରେ ସବୁ ଜାଗାରେ ରହିପାରିବେ ନାହିଁ ସେଥିପାଇଁ ସେ ମା କୁ ବନାଇଛନ୍ତି , ବହୁତଥର ଦେଖିଥିବେ କି ଛୁଆ ମାନଙ୍କୁ କିଛି ବିପଦ ଆସିଲେ ମା ତାର ରକ୍ଷା କରିବା ପାଇଁ ପହଞ୍ଚିଯାଇଥାଏ । ମଣିଷ ଠାରୁ ବି ପଶୁ ମା ର ମମତାରୁ କମ୍ କରେ ନାହିଁ , ଏମିତିରେ ଏକ ମାଇ ହାତୀର ମମତା ଭରା କାହାଣୀ ଏବେ ସୋସିଆଲ୍ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି ,

ଛୁଆକୁ ବଞ୍ଚେଇବାକୁ ୧୧ ଘଣ୍ଟା ମାଟି ଖୋଳିଲା ମାଇ ହାତୀ ।

 

ସୋସିଆଲ୍ ସାଇଟ୍ ରେ ଏହି କିଛି ଦିନ ହେବ ଏକ ମାଇ ହାତୀ ପୋଷ୍ଟ ଦେଖିବାକୁ ମିଳୁଥିବ ।, ଏହି ମାଇ ହାତୀ ଟି ଗାତରେ ପଡିଥିବା ତା ଛୁଆକୁ ବଞ୍ଚେଇବା ପାଇଁ ଲଗାତାର ମାଟି ଖୋଳୁଥିବାର ଦେଖାଯାଇଛି , କୁହାଯାଉଛି କି ଏହି ମାଇ ହାତୀଟି କିଛି ଦିନ ହେବ ନିଜ ଛୁଆ ସହ ଜଙ୍ଗଲକୁ ଯାଉଥିଲା , ଅଚାନକ ତା ଛୁଆଟି ଏକ ଗାତରେ ଗଳିପଡିଲା , ଗାତ ଟି ବହୁତ ଗଭୀର ଥିଲା , ଓ ସେଇ ଛୁଆ ହାତୀ କୁ ବାହାର କରିବାପାଇଁ ତା ମା ପାଖରେ ଅସକ୍ଷମ ଥିଲା , କିନ୍ତୁ ତା ଛୁଆକୁ ବାହାର କରିବାପାଇଁ ସେ ବହୁତ ସଂଘର୍ଷ କଲା , ଓ କୁହାଯାଉଛି କି ସେ ପ୍ରାୟ ୧୧ ଘଣ୍ଟା କାଳ ସେ ଗାତ ଖୋଳୁଥିଲା ,

 

ସକାଳୁ ଛୁଆ ହାତୀର ଚିତ୍କାର ଶୁଣି ପହଞ୍ଚିଲେ ଗାଁ ଲୋକେ , – ପ୍ରକୃତରେ ମାଇ ହାତୀଟି ରାତିର ସମୟରେ ସେ ଜଙ୍ଗଲ ପାର ହେଉଥିଲା , ଓ ସେତେବେଳେ ହିଁ ତାର ଛୁଆଟି ସେଇ ଗାତରେ ଗଳି ପଡିଥିଲା , ସେ ତା ଛୁଆକୁ ବାହାର କରିବାକୁ ବହୁତ ଚେଷ୍ଟା କରିଥିଲା କିନ୍ତୁ ସେ ସେଥିରେ ବିଫଳ ହେଲା , ସେ ବିନା ରହି ୧୧ ଘଣ୍ଟା ଗାତକୁ ଖୋଳିଥିଲା , ସେତେବେଳେ ସକାଳ ହୋଇସାରିଥିଲା , ଓ ଛୁଆର ଚିତ୍କାର ଶୁଣି ସେଠାକାର ଗାଁ ଲୋକେ ସେ ଗାତ ପାଖକୁ ଆସିଥିଲେ , ପ୍ରଥମେ ତ ସେମାନେ କିଛି ବୁଝିପାରିନଥିଲେ କିନ୍ତୁ ପରେ ଗାଁ ଲୋକେ ସାହସ ବାନ୍ଧି ସେଇ ମାଇ ହାତୀ ପାଖକୁ ଗଲେ । ଓ ସେ ଦେଖିଲେ କି ସେଇ ହାତୀ ତା ଛୁଆକୁ ସେଇ ଗାତରୁ ବାହାର କରିବା ପାଇଁ ପ୍ରୟାସ କରୁଛି , ମାର ଏହିପରି ଚିନ୍ତାକୁ ଦେଖି ଗାଁ ଲୋକେ ଭାବୁକ ହୋଇଯାଇଥିଲେ ,

 

ମାଇ ହାତୀକୁ ବେହେଲାଇ ବାହାର କଲେ ଛୁଆ ହାତୀ କୁ

ଡରି କରି ମା ହାତୀ ଟି ଛୁଆ ଉପରକୁ ମାଟି ପକାଇଚାଲିଥିଲା , ଯାହା ଦ୍ୱାରା ସେ ଛୁଆ ଟି ବେଶି ବିପଦ ଆଡକୁ ମାଡି ଯାଉଥିଲା , ଗାଁ ଲୋକେ ଏହି କଥା ବୁଝି ଗଲେ , ଓ ସେ ଛୁଆ ହାତୀକୁ ବାହାର କରିବା ପାଇଁ ଏକ ଯୋଜନା କଲେ , ସେ ପ୍ରଥମେ ମାଇ ହାତୀର ଧ୍ୟାନକୁ ଏପଟେ ସେପଟେ କଲେ ସେଥିପାଇଁ ସେ କିଛି କଦଳି ତା ପାଖକୁ ନେଇକରିଗଲେ , ରାତି ସାରା ଅକ୍ଲାନ୍ତ ପରିଶ୍ରମ କରି ଥକି ଯାଇଥିବା ମାଇ ହାତୀଟି କଦଳୀ କୁ ଦେଖି ସେ ସେହି ଜାଗାକୁ ହଟି ଯାଇ ତାକୁ ନେବା ପାଇଁ ଯାଇଥିଲା , ତାପରେ ଗାଁ ଲୋକେ ସେହି ଛୁଆକୁ ବାହାର କରିବାର ପ୍ରୟାସରେ ଲାଗିପଡିଲେ , କିଛି ସମୟ ଚେଷ୍ଟା କଲା ଫଳରେ ସେ ସେହି ଛୁଆକୁ ବାହାର କରିବାରେ ସଫଳ ହୋଇଗଲେ , ଛୁଆକୁ ଗାତରୁ ବାହାର କରିବା ଦେଖି ମା ହାତୀ ବହୁତ ଖୁସି ହୋଇଯାଇଥିଲା , ଓ ତାକୁ ସେ ନେଇ କରି ଜଙ୍ଗଲ ଆଡକୁ ଚାଲିଯାଇଥିଲା

Leave a Reply

Your email address will not be published. Required fields are marked *