March 29, 2024

Odia Express

News For Public

ବାପା ଚଳାନ୍ତି ଅଟୋ , କିନ୍ତୁ ପୁଅ ବନେଇଛନ୍ତି ସୁନ୍ଦର ଘର ଓ କୋଟି କୋଟି ଟଙ୍କା ଗାଡିର ମାଲିକ…

1 min read

ଆମ ଦେଶରେ ଯୁବ କଳାକାର ଭରି ରହିଛନ୍ତି , ସେମିତି ବି ଆମଦେଶରେ ଗରିବ ପରିବାର ଅଧିକା ଦେଖିବାକୁ ମିଳେ । କିନ୍ତୁ ସବୁ ପରିବାର କେଉଁ ପିଲା ନାଁ ନିଶ୍ଚିତ ଉଜ୍ଜଳ କରିଥାଏ , ବହୁତ ଥର ଦେଖାଯାଏ କି ଧନୀ ଘରର ପିଲା ବେଶୀ ବିଗିଡି ଥାନ୍ତି । ଛୁଆ ବେଳରୁ ତାଙ୍କର ସବୁ ସୁବିଧା ମିଳୁଥିବା ହେତୁ ସେ ନିଜ ପରିଶ୍ରମରେ କିଛି କାମ କରନ୍ତି ନାହିଁ ,ଗରିବ ପରିବାରର ପିଲା କିନ୍ତୁ କିଛି କରି ଦେଖାଇବା ପାଇଁ ସବୁବେଳେ ଚେଷ୍ଟା କରିଥାନ୍ତି । ଆମ ଭାରତ ଦେଶରେ ଯେତେ କାମୟାବ ଆଇପିଏସ୍ ଓ ଆଇଏଏସ୍ ଅଫିସର୍ ଅଛନ୍ତି , ସେମାନଙ୍କ ମଧ୍ୟରୁ ଅଧିକାଂଶ ଗରିବ ପରିବାରରୁ ଆସିଛନ୍ତି ।

 

କହନ୍ତି ନା ଭଗବାନ ଦିନେ ନା ଦିନେ ନିଜ ପରିଶ୍ରମର ଫଳ ନିଶ୍ଚିତ ଦେଇଥାନ୍ତି । ଓ ଯେତେବେଳେ ଦିଅନ୍ତି ଛପର୍ ଫାଡି କରିଦିଅନ୍ତି । ଆଜି ଆମେ ଏମିତି ଏକ ବ୍ୟକ୍ତିଙ୍କ ସହ କଥା କହିବାକୁ ଯାଉଛୁ ଯିଏକି ଦାରିଦ୍ରତାର ସାମନା କରି କେବେ ହାର୍ ମାନି ନାହାନ୍ତି , ଏହି ପିଲାଟି ଆଉ କେହି ନୁହେଁ ବରଂ ଭାରତର ଏକ ପ୍ରସିଦ୍ଧ ଡ୍ୟାନ୍ସର ଅଟେ । ଏହି କିଛି ଦିନ ହେବ ଭାରତରେ ବହୁ ରିୟାଲିଟି ଶୋ ଚାଲୁଚି ।ଯେଉଁଥିରେ ଅଧିକାଂଶ ଡ୍ୟାନ୍ସ ର ହିଁ ହୋଇଥାଏ । ଏଥିରେ ଛୋଟରୁ ନେଇ ବଡ ପର୍ଯ୍ୟନ୍ତ ଡାନ୍ସ କରିଥାନ୍ତି । ଓ ନିଜ ପ୍ରତିଭା ଦୁନିଆଁ ଆଗରେ ଦେଖେଇଥାନ୍ତି ।

 

ଏକ ଭାରତୀୟ ଚ୍ୟାନେଲରେ ଡ୍ୟାନ୍ସ ଶୋ ଜିତିଲା ପରେ ଫୈଜଲ ଖାନ୍ ଏବେ ଆକ୍ଟିଙ୍ଗ୍ କରିବାକୁ ଚେଷ୍ଟା କରୁଛନ୍ତି । ଆପଣଙ୍କୁ କହିଦେଉଛୁ କି ସେ ଏବେ ବର୍ତ୍ତମାନ ୨୦ ବର୍ଷ ବୟସର ଅଟନ୍ତି । ସାଧାରଣ ପରିବାରରୁ ଆସିଥିବା ଫୈଜଲ ଖାନ୍ ଆଜି ସଫଳତାର ଶିଖରକୁ ଛୁଇଁ ପାରିଛନ୍ତି ଯେତେବେଳେ ଡ୍ୟାନ୍ସ ରିୟାଲିଟି ଶୋ ତାର ଶୋ ଆରମ୍ଭ କରିଥିଲା ସେତେବେଳେ ଏକ ଶୋ ଚାଲିଥିଲା ଡ୍ୟାନ୍ସ ଇଣ୍ତିଆ ଡ୍ୟାନ୍ସ ଲିଟିଲ୍ ମାଷ୍ଟର ୨ ରେ ସେ ଭାଗ ନେଇ ଜିତିଥିଲେ । ଓ ଏହି ଶୋ ପରେ ସେ ପୁରା ବଦଳିଗଲା ।

 

ଫୈଜଲ ପ୍ରସିଦ୍ଧ ଐତିହାସିକ ଶୋ ଭାରତର ବୀର ପୁତ୍ର ମହାରଣା ପ୍ରତାପ ୨୦୧୩-୨୦୧୪ ରେ ଲିଡ୍ ରୋଲ୍ ନେଇଥିଲେ । ଓ ଦର୍ଶକଙ୍କ ମଧ୍ୟରେ ସେ ଏକ ଅଭିନେତା ଭାବେ ଜଣା ଯାଇଥିଲେ । ଫୈଜଲ ଷ୍ଟାର୍ ପ୍ଲସ୍ ର ରିୟାଲିଟି ଶୋ ଝଲକ ଦିଖଲାଜା ସିଜନ ୭ ର ବି ବିଜେତା ରହିସାରିଛନ୍ତି । ଫୈଜଲଙ୍କ ପିତା ଏକ ମାମୁଲି ଅଟୋ ଡ୍ରାଇଭର୍ ଅଟନ୍ତି । କିନ୍ତୁ ନିଜ ପ୍ରତିଭା ଯୋଗୁଁ ସେ ନିଜ ପାରିଶ୍ରାମିକରେ ଏକ ଦୁଇଟି କାର୍ ଓ ଏକ ବାଇକ୍ ଅଛି । ଏତିକି ନୁହେଁ ଫୈଜଲଙ୍କ ମୁମ୍ବାଇରେ କୋଟିଏ ଟଙ୍କାର ଫ୍ଲାଟ୍ ବି ଅଛି , ଏହି କିଛି ଦିନ ହେବ ମୁମ୍ବାଇର ଫ୍ଲାଟ୍ ରେ ନିଜ ପରିବାର ସହ ରହୁଛନ୍ତି ।

 

ଫୈଜଲଙ୍କ ଫ୍ଲାଟ୍ ଟି ୧ ବିଏଚ୍ କେ ର ଅଟେ ,ଏହି ଫ୍ଲାଟ୍ ସେ ମୁମ୍ବାଇର ପ୍ରସିଦ୍ଧ ଜାଗା ପୋଶରେ ନେଇଛନ୍ତି । ଏତେ ପଇସା କମେଇସାରିଲା ପରେ ମଧ୍ୟ ସେ ନିଜ ଜମୀର ହରାଇନାହାନ୍ତି । ତାଙ୍କ ବାପା ଏକ ମାମୁଲି ଅଟୋ ଚଳାଇବାକୁ ପସନ୍ଦ କରୁଛନ୍ତି , ଫୈଜଲ ପରି ଅନ୍ୟ ଲୋକ ବି ଅଛନ୍ତି । ତାଙ୍କ ପାଖରେ ପ୍ରତିଭା ବି ଅଛି , କିନ୍ତୁ ଠିକ୍ ପ୍ଲାଟଫର୍ମ ନ ମିଳିବା କାରଣରୁ ସେ ଆଜି ବି ମଞ୍ଜିଲ୍ ର ସନ୍ଧାନରେ ଅଛନ୍ତି

Leave a Reply

Your email address will not be published. Required fields are marked *