ଭାରତୀୟ ସେନାର ବଡ ଫଇସଲା – ଏବେ ସହୀଦଙ୍କ ମା ବାପା ଓ ସ୍ତ୍ରୀଙ୍କୁ ବି ପିନ୍ଧି ପାରିବେ ବିରତାର ମେଡାଲ୍ , ଗର୍ବରେ କହିବେ ଜୟ ହିନ୍ଦ୍ …

ଦେଶ ପାଇଁ ସହୀଦ ହେବା ଏକ ଗର୍ବର କଥା ହୋଇଥାଏ । ଭାରତୀୟ ସେନାରେ ଏକ ମୁଖ୍ୟ ଫଇସଲା ନେଇଛନ୍ତି । ଏବେ ସେନାର ସହୀଦଙ୍କୁ ପୂର୍ବ ସୈନିକଙ୍କ ପରିଜନ ବି ତାଙ୍କର ବାହାଦୂରୀ ପାଇଁ ମେଡାଲ୍ ପିନ୍ଧିପାରିବ , ମେଡାଲ୍ ପିନ୍ଧିବାର ଆଦେଶ କିଛି ଖାସ୍ ମଉକାରେ ଦିଆଯାଇଛି ।  ହଁ ଆଜ୍ଞା , ଏବେ ସହୀଦଙ୍କ ପରିବାର ଲୋକେ ମେଡାଲ୍ ପିନ୍ଧିବାର କିମ୍ବା କେଉଁଠି ପ୍ରଦର୍ଶନ କରିବାର ଅନୁମତି ନଥିଲା , କିନ୍ତୁ ଭାରତୀୟ ସେନା ତରଫରୁ ଆଦେଶ ମିଳିବାପରେ ଏବେ ପର୍ଯ୍ୟନ୍ତ ଜବାନ୍ କିମ୍ବା ରିଟାୟର୍ଡ ଜବାନଙ୍କ ନିଜ ବାହାଦୂରି କିମ୍ବା ଦେଶସେବା ପାଇଁ ମେଡାଲ୍ ପିନ୍ଧିପାରିବେ । ଯେବେ କି ଶହୀଦଙ୍କ ମା ବାପା ଓ ସ୍ତ୍ରୀ ଭାଇ ଭଉଣୀ ଙ୍କୁ ମେଡାଲ୍ ପିନ୍ଧିବାର ଆଦେଶ ନଥିଲା । କିନ୍ତୁ ସହୀଦଙ୍କ ଓ ପୂର୍ବ ସୈନିକଙ୍କ ପରିଜନଙ୍କ ଦାବି ଥିଲା କି ସେ ମେଡାଲ୍ ପାଇବା ଓ ପ୍ରଦର୍ଶନ କରିବାର ଇଚ୍ଛା ପ୍ରକାଶ କରୁଥିଲେ ।

 

୧୧ ଜୁଲାଇକୁ ସେରୋମୋନିଆଲ୍ ଆଣ୍ତ ୱେଲଫେୟାର୍ ଏଡ୍ ଜୁଟେଣ୍ଟ ଜେନେରାଲ୍ ଶାଖାଙ୍କ ତରଫରୁ ଆଦେଶ ଜାରି କରାଯାଈଥିଲା , ଏବେ ପରିଜନଙ୍କ ଫ୍ୟାମିଲି ମେଡାଲ୍ ନିଜ ଡାହାଣ ଛାତିରେ ପିନ୍ଧିପାରିବେ , ଖାସ୍ କରି କିଛି ବିଶେଷ ଉତ୍ସ୍ବବ ୱାର୍ ମେମୋରିଆଲ୍ ରେ ହୋମେଜ୍ ସେରୋମୋନି କିମ୍ବା ଅନ୍ତିମ ସଂସ୍କାରର ସମୟରେ ଫ୍ୟାମିଲି କୁ ଯେପରି ମା ବାପା ସ୍ତ୍ରୀ ଦାଦା, ପରଦାଦା, ଛୁଆ ମେଡାଲ୍ ପିନ୍ଧିପାରିବେ ।

 

ଏବେ ପର୍ଯ୍ୟନ୍ତ ସେନାର ଫୌଜି ଓ ରିଟାୟର୍ଡ ଫୌଜି ନିଜ ମେଡାଲ୍ ବାମ କଡ ଛାତିରେ ପିନ୍ଧୁଥିଲେ , ଏହି ଆଦେଶପରେ ଏବେ ପରିଜନ ଫର୍ମାଲ୍ ସିଭିଲ୍ ଡ୍ରେସ୍ ରେ ମେଡାଲ୍ ନିଜ ଡାହାଣ କଡ ଛାତିରେ ଲଗାଇ ପାରିବେ । ଯଦି ଗୋଟେ ସେଟ୍ ରୁ ଅଧିକା ଫ୍ୟାମିଲି ମେଡାଲ୍ ଧାରୀ ଅଛନ୍ତି ତେବେ ସେ ଗୋଟେ ସେଟ୍ ପିନ୍ଧିପାରିବେ ।

ଏହି ଆଦେଶ ସେନାର ମାନିବା କଥା କି ମେଡାଲ୍ ପିନ୍ଧିବାର ଆଦେଶ ଦେବା ପରେ ସହିଦଙ୍କ ପୂର୍ବ ସୈନିକ ପରିଜନ ମାନଙ୍କ ମଧ୍ୟରେ ନିଜ ସହୀଦ ହେବାର ଗର୍ବ ଆସିବ , ଓ ଏହାର ଜରିଆରେ ସହୀଦଙ୍କ ଶ୍ରଦ୍ଧାଞ୍ଜଳୀ ଦିଆଯାଇପାରିବ , ଆଦେଶକୁ ଭାରତୀୟ ସେନାର ସବୁ କମଣ୍ତକୁ ପଠାଇଦିଆଯାଇଛି ।

Leave a Reply

Your email address will not be published.