March 25, 2024

Odia Express

News For Public

ସକାଳୁ ବାସି ମୁହଁରେ ପାଣି ପିଇଲେ ଶରୀର ପାଇଁ ଏହି ସବୁ ଫାଇଦା ହୋଇଥାଏ, ଏହା ହେଲା ୬ ଟି ଅଦଭୁତ ଲାଭ ଯାହା ସମସ୍ତେ ଜାଣିବା ଦରକାର..

1 min read

ଆପଣ ସମସ୍ତେ ଜାଣିଛନ୍ତି କି ଆମ ଜୀବନରେ ପାଣି ପିଇବା କେତେ ମହତ୍ତ୍ୱପୂର୍ଣ୍ଣ ଅଛି , ଯଦି ମଣିଷ ଜିବିତ ରହିବାକୁ ଚାହୁଁଛି ତେବେ ସେଥିପାଇଁ ପାଣି ପିଇବା ବହୁତ ଜରୁରୀ ହୋଇଥାଏ , ଯଦି ଆପଣଙ୍କ ଶରୀରକୁ ସୁସ୍ଥ୍ୟ ରଖିବାକୁ ଚାହୁଁଛନ୍ତି ତେବେ ଦିନକୁ ୧୦ ଗିଲାସ ପାଣି ପିଇବା ଉଚିତ୍ , ଏହା ଆପଣଙ୍କ ଶରୀରକୁ ଫୁର୍ତ୍ତି ଦେଇଥାଏ , ଓ ସବୁ ରୋଗରୁ ରକ୍ଷା କରେ , ପାଣି ପିଇଲେ ତ୍ୱଚା ଅଧିକା ଚମକଦାର୍ ହୋଇଥାଏ , ଓ କେବେ ବି ମୁହଁରେ କୌଣସି ଦାଗ, ବ୍ରଣ ବାହାରିବାକୁ ଦିଏ ନାହିଁ, ସକାଳୁ ଉଠିକରି ବାସି ମୁହଁରେ ଉଷୁମ ପାଣିକୁ ପିଇଲେ କଣ କଣ ଲାଭ ମିଳିଥାଏ , ତାହା ଆଜି ଆମେ ଏହି ଲେଖ୍ ମାଧ୍ୟମରେ କହିବୁ , ଆସନ୍ତୁ ଜାଣିବା । ଆପଣ ମାନେ ବୋଧେ ଜାଣିନଥିବେ କି ଆୟୁର୍ବେଦୀକ ଶାସ୍ତ୍ରରେ କୁହାଯାଇଛି କି ସବୁଦିନ ଶୋଇବା ପୂର୍ବରୁ ୧୫ ମି ପୂର୍ବରୁ ଗୋଟେ ଗିଲାସ ଗରମ ପାଣି ପିଇବା ଉଚିତ୍ , ଏହା ଦ୍ୱାରା ଶରୀରର ଶାରରୀକ ଫାଇଦା ହୋଇଥାଏ , ଏହା ଦ୍ୱାରା ଭଲ ନିଦ ଆସିଥାଏ , ଓ ସବୁ ପ୍ରକାର ଚିନ୍ତାରୁ ମୁକ୍ତି ଦିଏ , କଷ୍ଟ, ପିଡା କିମ୍ବା ଥଣ୍ତା ଜ୍ୱରରୁ ରକ୍ଷା କରିଥାଏ , ସକାଳୁ ଉଠିକରି ଖାଲି ପେଟରେ ବାସି ମୁହଁରେ ପାଣି ପିଇଲେ ଏହି ସବୁ ଫାଈଦା ମିଳିଥାଏ  ଆସନ୍ତୁ ଜାଣିବା ଆଉ କଣ କଣ ଅଛି ଏହାର ଫାଈଦା ।

 

ଯଦି ଆପଣ ସକାଳୁ ଉଠିବା କ୍ଷଣି ଆପଣଙ୍କ ମୁହଁରେ ଲାଳ ଜମି ରହିଛି ,ତେବେ କୁହାଯାଏ କି ଖାଲି ପେଟରେ ପାଣି ପିଇଲେ ଏହା ଆମର ପେଟରେ ଯାଉଥିବା ବହୁତ ପ୍ରକାର ରୋଗରୁ ରକ୍ଷା କରେ , କାରଣ ଏହା ଆଣ୍ଟିସେପ୍ଟିକ୍ ପରି ଶରୀରକୁ କାର୍ଯ୍ୟ କରିଥାଏ , କହିଦେବୁ କି ଲାଳରେ ୯୮ ପ୍ରତିଶତ ପାଣିରେ ହୋଇଥାଏ , ଓ ୨ ଭାଗ ଏନଜାଇମ୍ ବଲଗମ ଇଲେକ୍ଟ୍ରିକ୍ ଓ ଜୀବାଣୁରୋଧୀ ଯୋଗିକ ପରି ତତ୍ତ୍ୱ ମହଜୁତ୍ ଥାଏ , କିନ୍ତୁ ଯେବେ ଆମର ମୁହଁରେ ପାଣି ଆସିଯାଏ ତେବେ ସେହି ପଦାର୍ଥକୁ ଆମେ ଲାଳ କହିଥାଉ , ଏହା ଆମର ଶରୀରକୁ ଫୁର୍ତ୍ତିଲା ଓ ସୁସ୍ଥ୍ୟ ରଖେ ,

 

ଲାଳ ଦ୍ୱାରା ହେଉଥିବା ୬ ଟି ଫାଈଦା :

୧)ଏକଜିମା ରୋଗୀଙ୍କ ପାଇଁ ଲାଳ ବହୁତ ଉପଯୋଗୀ ହୋଇଥାଏ , ଏହା ଏକ ଆଣ୍ଟିସେପ୍ଟିକ୍ ପରି କାମ କରିଥାଏ , ଓ ଯେଉଁ ଲୋକ ମସ୍ତିଷ୍କ ରୋଗରେ ପୀଡିତ ସେହି ଲୋକଙ୍କ ପାଈଁ ଏହା ଫାଇଦାଦାୟକ ହୋଇଥାଏ ,

୨) ଯଦି ଆପଣଙ୍କ ସୋରାସିସ୍ ସମସ୍ୟା ଅଛି ତେବେ ନିଜ ଜୀବନର ୬ ମାସରୁ ନେଇକରି ୧ ବର୍ଷ ପର୍ଯ୍ୟନ୍ତ ଲଗାନ୍ତୁ , ଏମିତି କରିଲେ ଆପଣଙ୍କୁ ମୁକ୍ତି ମିଳିବ , ଆପଣଙ୍କ ତ୍ୱଚାରୁ ସୋରାସିସ୍ ଲାଲ ଅଦଭୁତ୍ ଦେଖାଦେବ ,

 

୩) ଯଦି ଆପଣଙ୍କ ଶରୀରର କେଉଁ ଅଂଶ ଜଳିଯାଏ ତେବେ ଲାଳ ଲଗାଇଲେ ଏହା ଅଧିକା ଉପଯୋଗୀ ହୋଇଥାଏ , ଏଥିରୁ ୫-୧୦ ଦିନଯାଏଁ ଲଗାନ୍ତୁ , ଓ ଏହାର ପ୍ରମାଣ ପାଈଯିବେ ,

୪) ଆଅଣଙ୍କ ବହୁତ ଲୋକଙ୍କ ଆଙ୍ଗୁଠି ମଧ୍ୟରେ ଇନଫେକ୍ସସନ୍ ହୋଇଯାଏ ,  ଯଦି ଲାଳ ଲଗାଇବେ ତେବେ ଏହା ଜଲଦି ହିଁ ଭରିଯିବ ।

୫) ଯଦି ଆପଣଙ୍କ ଆଖିରେ ଆଲର୍ଜି ଅଛି , ତେବେ ଲାଳ ଲଗାଇଲେ ଏହା ଇନଫେକ୍ସସନ୍ ରୁ ରକ୍ଷା କରେ , ଜଲଦି ଲାଘବ ହୋଇଯାଏ ।

୬) ଯଦି ଆପଣଙ୍କ ପେଟରେ କୃମିର ସମସ୍ୟା ଅଛି , ତେବେ ସକାଳୁ ଉଠି ଗୋଟେ କିମ୍ବା ଦୁଇ ଗିଲାସ ପାଣି ପିଅନ୍ତୁ , ଏମିତି କରିଲେ ଆପଣଙ୍କ ଏହି ସମସ୍ୟା ଜଲଦି ହିଁ ମୁକ୍ତି ମିଳିବ ।

https://youtu.be/B-273NCQJeY

Leave a Reply

Your email address will not be published. Required fields are marked *