March 23, 2024

Odia Express

News For Public

ମୃତ୍ୟୁକୁ ଛାଡି ସବୁ ରୋଗକୁ ମୁଳରୁ ଶେଷ କରିଦିଏ ଏହି ଜିନିଷ, ଜାଣନ୍ତୁ ଏହି ଲାଭକାରୀ ଜିନିଷ ଉପରେ…

ସବୁ ଦିନେ ଆମେ ନାନାଦି ପ୍ରକାର ପରିବା କିଣିଥାନ୍ତି , କିଛି ପରିବା ଆମେ ଭାଜିକରି ଖାଇଥାନ୍ତି , ଓ କିଛି ସାଲାଡ୍ ହିସାଅରେ ଖାଇଥାନ୍ତି , ଏହି ପରିବା ଗୁଡିକ ମଧ୍ୟରେ ଔଷଧୀୟ ଗୁଣରେ ଭରପୁର ହୋଇଥାଏ , କିନ୍ତୁ ଆମେ ସେହି ଗୁଣ ମଧ୍ୟରୁ କିଛି ଗୁଣ ବିଷୟରେ ଜାଣିନଥାଉ , ଏହି ପରିବା ର ସେବନରେ ଆମେ ନାନାଦି ରୋଗରୁ ମୁକ୍ତି ପାଇଥାନ୍ତି ।

୧) ପେଟରେ ହେଉଥିବା କୃମି: ସଜନାର ପତ୍ରକୁ ରସ କରି ପିଇଲେ ଏହା ପେଟ ମଧ୍ୟରୁ କୃମିକୁ ସମୁଳ ନାଶ କରିଥାଏ , ଓ ଏହା ସମସ୍ତ ପେଟର ସମସ୍ୟାକୁ ଦୂର କରିଥାଏ ।

 

୨) ହାଡ ଗୁଡିକ ମଜବୁତ କରିବା ପାଇଁ : ସଜନାକୁ ଆମେ କ୍ଷୀର ଠାରୁ ବି ଅଧିକା କାଲସିୟମ୍ ପାଇଥାଉ, ଏହାକୁ ନିୟମିତ ସେବନ କରିଲେ , ହାଡଗୁଡିକ ମଜବୁତ ହୋଇଥାଏ ।

 

୩) ରକ୍ତ ସଫା କରିବାକୁ ହେଲେ : ସଜନା ପତ୍ରକୁ ସୁପ୍ କରି ପିଇଲେ ଏହା ରକ୍ତ ସଫା କରିଥାଏ , ଓ ଏହା ଏକ ଔଷଧୀୟ ବନସ୍ପତି ପରି କାମ ଦେଇଥାଏ , ଏହାକୁ ନିୟମିତ ଶରୀରର ବହୁତ ରୋଗରୁ ଦୂର କରିଥାଏ ।

Leave a Reply

Your email address will not be published. Required fields are marked *