March 25, 2024

Odia Express

News For Public

ରବିନ୍ଦ୍ର ଜାଡେଜାଙ୍କ ସ୍ତ୍ରୀଙ୍କ ଆଗରେ ଫେଲ୍ ମାରିବେ ବଲିଉଡ୍ ନାମୀଦାମୀ ହିରୋଇନ ମଧ୍ୟ – ଫୋଟୋ ଦେଖିଲେ ଆପଣ ମଧ୍ୟ ଚମକି ପଡିବେ

କ୍ରିକେଟିୟର ରବିନ୍ଦ୍ର୍ ଜାଡେଜା ଭାରତୀୟ ଟିମ୍ ରୁ ଏବେ ବାହାରେ ଅଛନ୍ତି , ମଇଦାନ୍ ରେ ନିଜ ବଲ୍ ଓ ବ୍ୟାଟ୍ ଦ୍ୱାରା ବିପକ୍ଷୀ ଟିମ୍ କୁ ଧୁଳି ଚଟାଇବା ସହ ରବିନ୍ଦ୍ର ଜାଡେଜାଙ୍କ ଗଣନା ଏବେ କ୍ରିକେଟ୍ ଦୁନିଆଁରେ ଅଲରାଉଣ୍ତର ରୁପରେ ଜଣାଯାଇଥାଏ , ଘରୋଇ କ୍ରିକେଟ୍ ରେ ତୃତୀୟ ଶତକ ଲଗାଇଥିବା ରବିନ୍ଦ୍ର ଜାଡେଜା ଏକ ଏମିତି ଖେଳାଳୀ ଅଟନ୍ତି , ଯିଏକି ଅନ୍ତରାଷ୍ଟ୍ରିୟ କ୍ରିକେଟ୍ ରେ ବ୍ୟାଟ୍ ରୁ ଅଧିକା ନିଜର ସ୍ପିନ୍ ବୋଲିଙ୍ଗ୍ ଦ୍ୱାରା ବିରୋଧୀ ଟିମ୍ ଙ୍କୁ ହଇରାଣ କରିଛନ୍ତି ।ରବିନ୍ଦ୍ର ଜାଡେଜା କ୍ରିକେଟ୍ ଦୁନିଆଁରେ ସର୍ ରବିନ୍ଦ୍ର ଜାଡେଜା ନାମରେ ଜଣା ଯାଆନ୍ତି , ରବିନ୍ଦ୍ର ଜାଡେଜା କ୍ରିକେଟ୍ ଦୁନିଆଁରେ ନିଜ ପରିଶ୍ରମ ଓ ଲଗନ ବଳରେ ଏହି ଖାସ୍ ସ୍ଥାନରେ ଆସି ପହଞ୍ଚିଛନ୍ତି । ଏବେ କିନ୍ତୁ କିଛି ଦିନ ହେବ ସେ ଭାରତୀୟ ଟିମ୍ ରୁ ବାହାରେ ଅଛନ୍ତି , ଓ ସେ ଏହା ସତ୍ତ୍ୱେ ବି ଟିମ୍ ରେ ଫେରିଆସି ନିଜର ଜଲୱା ଦେଖାଇଛନ୍ତି । ଓ ଘରୋଇ କ୍ରିକେଟ୍ ରେ ନିଜର ଶାନଦାର୍ ପ୍ରଦର୍ଶନ କରିଛନ୍ତି ।

 

ଆଜି ଆମେ ରବିନ୍ଦ୍ର ଜାଡେଜାଙ୍କ ସ୍ତ୍ରୀଙ୍କ ବିଷୟରେ ଆଲୋଚନା କରିବୁ , ଯାହାଙ୍କ ସୁନ୍ଦରତାର ଚର୍ଚ୍ଚା ଅନେକ ଆଡେ ପ୍ରଚାରିତ ହୋଇଛି । ରବିନ୍ଦ୍ର ଜାଡେଜାଙ୍କ ସ୍ତ୍ରୀ ଏତେ ସୁନ୍ଦର ଅଟନ୍ତି କି ଫିଲ୍ମ ଜଗତର ହିରୋଇନ୍ ବି ଫିକା ପଡିଯିବେ , କହିଦେବୁ କି ରବିନ୍ଦ୍ର ଜାଡେଜା ୧୭ ଅପ୍ରେଲ୍ ୨୦୧୬ କୁ ୨୬ ବର୍ଷୀୟ ରିବା ସୋଲଙ୍କିଙ୍କ ସହ ବିବାହ କରିଥିଲେ । ରବିନ୍ଦ୍ର ଜାଡେଜାଙ୍କ ସ୍ତ୍ରୀ ରିବା ସୋଲଙ୍କି ଅତିମ୍ୟ ଇନଷ୍ଟିଟ୍ୟୁଡ୍ ରେ ଇଞ୍ଜିନିୟରିଙ୍ଗ୍ କରିଛନ୍ତି । ରିବା ସୋଲଙ୍କିଙ୍କ ବାପା ପେଷାରେ ରାଜକୋର୍ଟରେ କଣ୍ଟାକ୍ଟର ଅଛନ୍ତି । ରବିନ୍ଦ୍ର ଜାଡେଜା ଓ ରିବା ସୋଲଙ୍କି ବିବାହ ପୂର୍ବରୁ ବହୁତ ଡେଟ୍ କରୁଥିଲେ ।

 

ଜଣେ ଅନ୍ୟଜଣଙ୍କ ସହ ବହୁତ ଦିନରୁ ଡେଟ୍ କରିବାପରେ ରିବା ସୋଲଙ୍କି ଓ ରବିନ୍ଦ୍ର ଜାଡେଜା ବିବାହ କରିବାର ଫଇସଲା ନେଲେ । କ୍ରିକେଟ୍ ଜଗତରେ ଖାସ୍ ଆଗ୍ରହ ନ ଥିବା ସତ୍ତ୍ୱେ ରିବା ସୋଲଙ୍କି ରବିନ୍ଦ୍ର ଜାଡେଜାଙ୍କୁ ବିବାହ କରିଥିଲେ , ରିବା ସୋସିଆଲ୍ ମିଡିଆରେ ବହୁତ ଆକ୍ଟିଭ୍ ରୁହନ୍ତି । ଏହି କାରଣରୁ ତାଙ୍କର ସବୁ ଫଟୋ ସୋସିଆଲ୍ ମିଡିଆର ଜରିଆରେ ଲୋକଙ୍କୁ ଦେଖିବାକୁ ମିଳେ ।

 

ଏହା ସହ କୁହାଯାଏ କି ରିବାଙ୍କ ସୁନ୍ଦରତା ମାମଲାରେ ବଲିଉଡ୍ ଅଭିନେତ୍ରୀଙ୍କ ବହୁତ ଆଗରେ ଅଛନ୍ତି । ଆପଣଙ୍କୁ କହିଦେବୁ କି ରିବାଙ୍କ ଗୋଟେ ଝିଅ ଅଛି ୮ ଜୁନ୍ କୁ ସେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଲେ , ଯାହାଙ୍କ ନାଁ ନିଧୟାନା ଅଟେ ।

Leave a Reply

Your email address will not be published. Required fields are marked *