April 12, 2024

Odia Express

News For Public

କୋଟିପତି ରୂଷ ଝିଅ ୧୦ମ ପାସ ଭାରତୀୟ ପୁଅ ସହ ହେଇଗଲା ପ୍ରେମ…କହିଲେ ଭାରତୀୟ ପୁଅ ଧୋକା ଦିୟନ୍ତି ନାହିଁ – ତାପରେ ତାଙ୍କ ସହ ଘଟିଲା ଏପରି ଯେ ଆପଣ ଚକିତ ହେଇଯିବ…

କୁହାଯାଏ କି ପ୍ରେମ ପାଇଁ ସାତ ନଦୀ ପାରି ହେଇ ଯାଇଥାନ୍ତି | ସେଥିପାଇଁ କୁହାଯାଏ ଯେ ପ୍ରେମ ଚିରନ୍ତନ ,ପ୍ରେମ ଆମର |କେତେବେଳେ ଦୁନିଆଁ ସହ ଲଢିବାପାଇଁ ବି ବାହାରି ପଡେ । କୌଣସି ଜିନିଷର ବନ୍ଧନ ନଥାଏ । ନା ଜାତି ଭେଦ, ନା ଧନୀ ଗରିବର , କିନ୍ତୁ ପ୍ରେମ ଯଦି ଦେଶ ଏବଂ ସୀମା ଡେଇଁ କାହାକୁ ଦେଖାକରିବାକୁ ଆସେ ତେବେ ଏହି ପ୍ରେମ ବାସ୍ତବରେ ମୂଲ୍ୟବାନ ହୋଇଥାଏ ।ଏମିତି ଏକ ମାମଲା ହରିୟାନାରୁ ଆସିଛି । ଯାହାକୁ ଜାଣି ଆପଣ ଭାବିବାକୁ ଲାଗିବେ କି ସତରେ କଣ କିଏ ପ୍ରେମ ପାଇଁ ଏମିତି କରି ପାରିବ ? ମାମଲାଟି ହରିଆଣାର ଅଟେ । ଯେଉଁଠି ଗୋଟେ କୋଟିପତି ରୂଷିଆନ୍ ଝିଅ ଏକ ହରିଆଣାର ପୁଅର ଚକ୍କରରେ ଭାରତ ଆସି ପହଞ୍ଚି ଗଲା । ଏହି ଦୁଇଜଣଙ୍କ ପ୍ରେମ ଅନ୍ ଲାଇନ୍ ଡେଟିଙ୍ଗ୍ ଜରିଆରେ ଆରମ୍ଭ ହୋଇଥିଲା ଏବଂ କିଛି ଦିନ ଦୁଇ ଜଣ କଥା ବାର୍ତ୍ତା ହେବା ପରେ ଜଣେ ଅନ୍ୟ ଜଣଙ୍କୁ ଭଲପାଇବା ବା ପ୍ରେମ ହୋଇଗଲା । ଖବର ଅନୁସାରେ କିଛି ଦିନ ପୂର୍ବରୁ ରୂଷରେ ରହୁଥିବା ଏହି କୋଟିପତି ଝିଅଟି ଏହି ପୁଅ ସାଙ୍ଗେ ବାହା ହେବାପାଇଁ ଭାରତ ଆସିଲା ।କିନ୍ତୁ ଯାହା ହେଲା ଆପଣଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେବ

 

ଆପଣଙ୍କୁ ଜଣାଇବାକୁ ଚାହିଁବୁ କି ଏହି ବିଷୟର ସୂଚନା ସୋସିଆଲ୍ ମିଡିଆ ଜରିଆରେ ଲୋକଙ୍କ ସାମ୍ନାକୁ ଆସିଲା ଯେତେବେଳେ ସେମାନେ ଦୁଇଜଣଙ୍କର ଫଟୋଗୁଡିକୁ ସୋସିଆଲ୍ ମିଡିଆରେ ଦେଖିଥିବେ । ରିପୋର୍ଟ ମୁତାବକ ଅନୁସାରେ ହରିଆଣା ଥିବା ରମେଶ ଏବଂ ରୁଷ୍ ରେ ରହୁଥିବା ଝିଅ ମଧ୍ୟରେ ବନ୍ଧୁତା ସୋସିଆଲ୍ ୱେବ୍ ସାଇଟ୍ ରେ ଫେସ୍ ବୁକ୍ ଜରିଆରେ ହୋଇଥିଲା ।ଦୁଇ ଜଣ ପରସ୍ପର ସହ ଖୁବ କଥାବାର୍ତ୍ତା କଲେ । ଏବଂ ଏହି ବନ୍ଧୁତା ପ୍ରେମରେ ବଦଳିଗଲା । ପୁଣି କଣ ହେଲା ରୁଷ୍ ଝିଅଟି ନିଜର କୋଟି କୋଟି ଟଙ୍କାର ସମ୍ପତ୍ତି ଏବଂ ଘର ପରିବାର ସମସ୍ତଙ୍କୁ ଛାଡି ଭାରତ ପଳେଇ ଆସିଲା।

 

କିନ୍ତୁ ସବୁଠୁ ଆଶ୍ଚର୍ଯ୍ୟଜନକ କଥା ଏହା ଯେ ଏହି ରୁଷି ଝିଅଟି ବହୁତ ଧନୀ ଅଟେ । କିନ୍ତୁ ପୁଅଟି ବହୁତ ଗରିବ ଅଟେ । ଏବଂ କେବଳ +୨ ଯାଏଁ ପାଠ ପଢିଛି । ବହୁତ ମନା କରିବା ପରେ ମଧ୍ୟ ପୁଅ ଘର ଦୁଇଜଣଙ୍କର ବାହାଘର ପାଇଁ ରାଜି ହୋଇଗଲେ ।ଏବଂ ଦୁଇଜଣ ହିନ୍ଦୁ ପରମ୍ପରା ଅନୁସାରେ ବାହା ମଧ୍ୟ ହୋଇଗଲେ କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ବାହାଘର ପରେ ମଧ୍ୟ ଝିଅଟି ଭାରତରେ ରହିବାକୁ ଚାହୁଁଛି । ଏହି ବିଷୟ ବାସ୍ତବରେ ପ୍ରମାଣ କରେ ଯେ ପ୍ରେମରେ କୌଣସି ଜିନିଷର ବାଧାବିଘ୍ନ ନଥାଏ ।

 

କିନ୍ତୁ ନିଜ ଘର ପରିବାର ଛାଡି ସାତ ସମୁଦ୍ର ପାରି ହୋଇ କାହାକୁ ବାହା ହେବା ସତରେ ପ୍ରେମର ସବୁ ସୀମାକୁ ପାର କରିବା ସହ ସମାନ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଏବେ ଦୁଇଜଣଙ୍କର ବାହାଘର ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି ।ସବୁ ଗଳି କନ୍ଧି ଏବଂ ପରେ ମଧ୍ୟ ଏମାନଙ୍କର ବାହାଘର ବିଷୟରେ ଚର୍ଚ୍ଚା ହେଉଛି

Leave a Reply

Your email address will not be published. Required fields are marked *