ସାଉଥ୍ ଫିଲ୍ମ ଜଗତର ଏହି ୩ ଜଣ ଅଭିନେତ୍ରୀଙ୍କ ସୌନ୍ଦର୍ଯ୍ୟ ଆଗରେ ବଲିଉଡ୍ ଓ ହଲିଉଡ଼ ହିରୋଇନ ମଧ୍ୟ ଫିକା ପଡିଯିବେ – ସୁନ୍ଦରତା ଦେଖିଲେ ଆପଣ ନିଜେ ଜାଣିପାରିବେ..

ବଲିଉଡ୍ ଫିଲ୍ମ ପରି ଆଜି ସାଉଥ୍ ଫିଲ୍ମ ଜଗତ ବି ଲୋକପ୍ରିୟ ହୋଇଯାଇଛି, ବଲିଉଡ୍ ପରି ସାଉଥ୍ ଫିଲ୍ମ ଇଣ୍ତଷ୍ଟ୍ରିରେ ବି ସୁନ୍ଦର ଅଭିନେତ୍ରୀମାନେ ଅଛନ୍ତି , ଆଜି ଆମେ ଆପଣଙ୍କୁ ଏମିତି କିଛି ଅଭିନେତ୍ରୀଙ୍କ ବିଷୟରେ କହିବୁ , ଯିଏ ଦେଖିବାକୁ ବହୁତ ସୁନ୍ଦର , ଓ ବଲିଉଡ୍ ଅଭିନେତ୍ରୀ ବି ଏମାନଙ୍କ ସୁନ୍ଦରତା ଆଗରେ କିଛି ବି ନୁହେଁ , ତେବେ ଆସନ୍ତୁ ଜାଣିବା ସେହି ସାଉଥ ଅଭିନେତ୍ରୀଙ୍କ ବିଷୟରେ ।

 

୧) କୃତ୍ତି ସୁରେଶ୍ : କୃତ୍ତି ସୁରେଶ ସାଉଥ୍ ଫିଲ୍ମର ସବୁଠାରୁ ହଟ୍ ଓ ସୁନ୍ଦର ଅଭିନେତ୍ରୀ ଅଟନ୍ତି , ଅଭିନେତ୍ରୀ କୃତ୍ତି ସୁରେଶ ନିଜ ସୁନ୍ଦରତା ପାଇଁ ଲକ୍ଷାଧିକ ଫ୍ୟାନ୍ସଙ୍କ ହୃଦୟରେ ରାଜ୍ କରନ୍ତି , କୃତ୍ତି ସୁରେଶ୍ ସାଉଥ୍ ଫିଲ୍ମ ଇଣ୍ତଷ୍ଟ୍ରିର ସହ ହିନ୍ଦୀ ଫିଲ୍ମ ଦର୍ଶକଙ୍କୁ ପସନ୍ଦ କରନ୍ତି ।

 

୨) କାଜଲ ଅଗ୍ରୱାଲ୍ : ବଲିଉଡ୍ ଅଭିନେତା ଅଜୟ ଦେବଗନଙ୍କ ସହ ଫିଲ୍ମ ସିଘମ୍ ରେ ନଜର୍ ଆସିଥିଆ କାଜଲ୍ ଅଗ୍ରୱାଲ୍ ସାଉଥ୍ ଫିଲ୍ମ ଜଗତର ସବୁଠାରୁ ସୁନ୍ଦର ଅଭିନେତ୍ରୀ ଅଟନ୍ତି , ଓ କାଜଲ୍ ଙ୍କ ସୁନ୍ଦରତା ଆଗରେ ବଲିଉଡ୍ ଅଭିନେତ୍ରୀ ଫିକା ଲାଗନ୍ତି ।

 

୩) ତମନ୍ନା ଭାଟ୍ଟିଆ : ବଲିଉଡ୍ ଖିଲାଡି କୁମାରଙ୍କ ଫିଲ୍ମ ଏଣ୍ଟରଟେନମେଣ୍ଟରେ ଅଭିନୟ କରିଥିବା ତମନ୍ନା ଭାଟ୍ଟିଆ ସବୁଠାରୁ ହଟ୍ ଓ ସୁନ୍ଦର ଅଭିନେତ୍ରୀ ହିସାବରେ ଜଣାଯାଆନ୍ତି , ତମନ୍ନାଙ୍କ ଲକ୍ଷାଧିକ ଫ୍ୟାନ୍ସ ଅଛନ୍ତି , ବଲିଉଡ୍ ଦର୍ଶକ ତାଙ୍କୁ ବହୁତ ପସନ୍ଦ କରନ୍ତି ।

Leave a Reply

Your email address will not be published.