April 15, 2024

Odia Express

News For Public

ଏହି ନମୁନା ମାନଙ୍କର ମଜାଦାର ଫଟୋ ଦେଖି ହସିହସି ଆପଣଙ୍କ ପେଟପୀଡା ହୋଇଯିବ, ନିଶ୍ଚୟ ଥରେ ଦେଖିନିୟନ୍ତୁ..

ଆଜିକାଲି ଜୀବନର ଧାଁଦଉଡରେ ଲୋକମାନେ ହସିବା ଭୁଲିଯାଇଛନ୍ତି । ଦୁନିଆରେ ଏତେ ପ୍ରତିଯୋଗୀତା ଯେ ଲୋକଙ୍କ ପାଖରେ ପରସ୍ପର ପାଇଁ କଥାହେବା ପାଇଁ ସମୟର ଘୋର ଅଭାବ । କିନ୍ତୁ ଯଦି ଆପଣଙ୍କ ମନ ହସିବାକୁ କିମ୍ବା ଖୁସି ରହିବାକୁ ହୁଏ ତେବେ ଯେକୌଣସି ସ୍ଥାନରେ ଏହାରୁ ସୁଯୋଗ ମିଳିଯାଏ । କିଛି ଏପରି ଫଟୋଗ୍ରାଫ ଅଛି ଯାହା ଜୀବନର ମଜାକୁ ନିଜ କ୍ୟାମେରାରେ ଉଚିତ ସମୟରେ ଧରିରଖନ୍ତି । ଆମ ଭାରତରେ ବହୁତ ଏଭଳି ଫଟୋ ଅଛି ଯାହା କୌଣସି ଉଦାସ ମଣିଷକୁ ହସେଇ ପାରିବ । ବାସ ତାଙ୍କୁ ଏହି ଫଟୋ ଗୁଡିକ ଦେଖାଇ ଦିଅନ୍ତୁ । ଏହି ନମୁନା ମାନଙ୍କର ମଜାଦାର ଫଟୋ ଦେଖି ହସିହସି ପେଟ ପୀଡା ହୋଇଯିବ , ଏହି ଫଟୋକୁ ଉଠେଇବା ବାଲା ପ୍ରଥମେ ବହୁତ ହସିଥିବ ତାପରେ ଏହି ଫଟୋ ଗୁଡିକୁ ଉଠେଇଥିବ । ଏହି ଫଟୋ ଗୁଡିକୁ ଦେଖି ଯଦି ଆପଣଙ୍କୁ ହସ ଲାଗିନଥିବ ତେବେ ପଇସା ଫେରସ୍ତ ହେବ ।

ମଜାଦାର ଫଟୋ ସବୁ ଦେଖି ହସିହସି ପେଟ ପୀଡା ହୋଇଯିବ

ଜୀବନର ଧାଁଦଉଡରେ ଲୋକମାନେ ହସିବା ଭୁଲିଯାଇଛନ୍ତି । ଦୁନିଆରେ ଏତେ ପ୍ରତିଯୋଗୀତା ଯେ ଲୋକଙ୍କ ପାଖରେ ପରସ୍ପର ପାଇଁ କଥାହେବା ପାଇଁ ସମୟର ଘୋର ଅଭାବ। ଜଣେ ମନୁଷ୍ୟ ଯେଉଁ ଜୀବନ ପିଲାବେଳେ ବଞ୍ଚିଥିଲା ଏବେ ସେ ତାହା ଆଉ ପାଉନାହିଁ । ଆଜି ଆମେ ଆପଣଙ୍କ ନିମନ୍ତେ କିଛି ଏପରି ମଜାଦାର ଫଟୋ ଚୟନ କରିଛୁ ଯାହାକୁ ଦେଖି ଆପଣ ମଧ୍ୟ ହସିହସି ଗଡିଯିବେ

ଦେଖନ୍ତୁ ଏହି ମଜାଦାର ଫଟୋ ଗୁଡିକୁ

 

ଆପଣ କେଉଁ ମଣିଷକୁ କୁକୁର ବୁଲେଇବା ଦେଖିଥିବେ କିନ୍ତୁ ସଡକ ଉପରେ ଏଭଳି ଦୃଶ୍ୟ ବହୁତ କମ ଦେଖିବାକୁ ମିଳେ । ଏହି ସ୍ତ୍ରୀଲୋକ ଜଣକ ନିଜ ଛୁଆର ହାତ ଧରିଛି ଓ ନିଜର କୁକୁରକୁ କାନ୍ଧରେ ଧରିଛି । ଯେଉଁ କଥା କୁହାଯାଇଛି ଯେ ପ୍ରତ୍ୟେକ କୁକୁରର ଦିନ ଆସେ , ଏହି ଉଦାହରଣ ଏଠାରେ ସିଦ୍ଧ ହୋଇଗଲା ।

 

‘ଆରେ ଭାଇ କୁଆଡେ ଦେଖୁଛ ଆଗରୁ ଟ୍ରକ ଆସୁଛି’, ପ୍ରକୃତରେ ଭାରତରେ ଏଭଳି ବହୁତ ମଜାଦାର ଫଟୋ ଦେଖିବାକୁ ମିଳିଯାଏ ଯେତେବେଳେ ଜଣେ ଆଉ କୁଆଡେ ଚାହିଁଥାଏ ଓ ହୁଏ ଅନ୍ୟ କିଛି

 

କିଛି ତୁଫାନୀ କରିବା ପାଇଁ ମଣିଷକୁ ପୁରା ପ୍ରସ୍ତୁତ ହୋଇ ଆରମ୍ଭ କରିବା ଉଚିତ । ଓ ଏହାକୁ କୁହନ୍ତି ପୂର୍ଣ୍ଣ ପ୍ରସ୍ତୁତି , ଏହି ମହାଶୟ ପୂର୍ଣ୍ଣ ମାତ୍ରାରେ ପ୍ରସ୍ତୁତ ହୋଇ ସ୍ଥିର କରିନେଇଛନ୍ତି ଯେ ‘ଆଜି କିଛି ତୁଫାନୀ କରିବି’।

 

ଏହି ମହାଶଯ ତ ସୀମା ପାର ହୋଇଗଲେ , ମଟରସାଇକେଲର ବ୍ୟାଟେରୀ ବଞ୍ଚେଇବା ପାଇଁ ସାଇକେଲ ଘଣ୍ଟି ଲଗେଇଛନ୍ତି । ଆପଣଙ୍କୁ ଲାଗୁନାହିଁ ଯେ ଏହାଠାରୁ ଭଲ ହୋଇଥାନ୍ତା ସେ ସାଇକେଲ ଚଳେଇଥିଲେ!

 

ଏମିତିରେ ଏଭଳି ସତର୍କତା ତ ଭାରତର ପ୍ରତି ଅଟୋରିକ୍ସାରେ ଲାଗିବା ଉଚିତ କାରଣ ଆଜିକାଲି ର ପ୍ରେମିକଙ୍କର କିଛି ଭରସା ନାହିଁ ।

Leave a Reply

Your email address will not be published. Required fields are marked *