April 13, 2024

Odia Express

News For Public

ଖୁସି ଖବର – ଏବେ ଆପଣ ନିଜର ଫେସବୁକ ଆକାଉଣ୍ଟ ବିକ୍ରି କରି ୭୦ ହଜାର ଟଙ୍କାର ପଲସର ପାଇପାରିବେ – ଦେଖନ୍ତୁ କିପରି..

ଫେସବୁକ ଏକ ଏପରି ସୋସିଆଲ ନେଟୱାର୍କ ସର୍ଭିସ ଅଟେ ଯାହାର ମାଧ୍ୟମରେ ଆମେ ବନ୍ଧୁ ପରିବାର ଓ ପରିଚିତ ମାନଙ୍କ ସହ ସମ୍ପର୍କ ରଖିଥାଉ । କିଛି ଲୋକମାନଙ୍କୁ ଛାଡି ବାକି ଲୋକମାନେ ଫେସବୁକ ର ପ୍ରୟୋଗ କରନ୍ତି । ଅନେକ ଲୋକଙ୍କ ପାଖରେ ତ ଫେସବୁକରେ ଅନେକ ଆକାଉଣ୍ଟସ ରହିଛି । ଏହାର କାରଣ ଏହା ଯେ ସେମାନେ ନିଜର ପ୍ରଥମ ଫେସବୁକ ଆକାଉଣ୍ଟର ପାସୱାର୍ଡ ଭୁଲିଯାଇଥାନ୍ତି ଓ ସେମାନେ ବାଧ୍ୟ ହୋଇ ନୂଆ ଆକାଉଣ୍ଟ କରିଥାନ୍ତି ।

ଫେସବୁକ ଆକାଉଣ୍ଟ ବିକ୍ରିକରିବା – ଯଦି ଆପଣଙ୍କୁ କୁହାଯାଏ ଯେ ଆପଣ ନିଜର ଫେସବୁକ ଆକାଉଣ୍ଟ ବିକ୍ରି କରିଦିଅନ୍ତୁ ତେବେ ଆପଣ କିଛି ସମୟ ପାଇଁ ଭାବିବେ ଯେ ସାମନା ବାଲା ମଜା କରୁଛି କିନ୍ତୁ ତା ନୁହେ ଆମେ ଆପଣଙ୍କୁ ଜଣେଇବୁ ଯେ ସତରେ ଯଦି ଆପଣ ନିଜର ଫେସବୁକ ଆକାଉଣ୍ଟ ବିକନ୍ତି ତେବେ ତାବଦଳେ ଆପଣଙ୍କୁ ନୂଆ ବାଜାଜ ପଲ୍ସର ୧୮୦ଡ଼ିଟିଏସଆଇ ବାଇକ ମିଳିପାରେ। ତେବେ ଆସନ୍ତୁ ଜାଣିବା ପୁରା ଘଟଣା କଣ

 

ଆପଣ ଭାବୁଥିବେ ଯେ ଫେସବୁକ ଆକାଉଣ୍ଟ ବିକ୍ରି କଲେ କେତେ ଟଙ୍କା ମିଳିବ ଯେଉଁଥିରେ ମୁଁ ନୂଆ ବାଇକ କିଣିପାରିବି । ଆପଣଙ୍କ ସୂଚନା ନିମନ୍ତେ ଜଣେଇଦେଉଛୁ ଯେ ଯଦି ଆପଣ ଚାହିଁବେ ଯେ ଏବେ ଆପଣ ଫେସବୁକ ଚଳେଇବାକୁ ଚାହାନ୍ତି ନାହିଁ ତେବେ ଆପଣ ଆପଣଙ୍କ ଫେସବୁକ ଆକାଉଣ୍ଟ ଡିଆକ୍ଟିଭେଟ କରିପାରିବେ । କିନ୍ତୁ ହୁଏତ ଆପଣଙ୍କୁ ଏହା ଜଣା ନାହିଁ ଯେ ଆପଣଙ୍କୁ ଏଥିପାଇଁ ୧୦୦୦ଡଲାର ମାନେ ପ୍ରାୟ ୭୦୦୦୦ଟଙ୍କା ଦେବାକୁ ପଡିବ ।

 

ଫେସବୁକ ଆକାଉଣ୍ଟର ନିଲାମ ହେଲା

ସୂତ୍ର ଅନୁଯାୟୀ ଜଣାପଡିଛି ଯେ ଫେସବୁକ ଆକାଉଣ୍ଟର ନିଲାମ ଡକାଯାଇଥିଲା , ଏହା ଜାଣିବାନିମନ୍ତେ ଯେ ଏହାର ମୂଲ୍ୟ କେତେ । ଶୋଧକର୍ତ୍ତା ମାନେ ଏକ ସର୍ଭେ ମାଧ୍ୟମରେ ଲୋକମାନଙ୍କୁ ପଚାରିଲେ ଯେ ଯଦି ତାଙ୍କୁ ଟଙ୍କା ଦିଆଯିବ , ଫେସବୁକ ଛାଡିବା ପାଇଁ ତେବେ ୧ଦିନ ୧ମାସ ଓ ୧ବର୍ଷ ପାଇଁ କେତେ ଟଙ୍କା ନେବେ । ଏହି ସର୍ଭେରେ ଲୋକମାନେ ୧ବର୍ଷ ପାଇଁ ଫେସବୁକ ବନ୍ଦ କରିବା ପାଇଁ ପ୍ରାୟ ୧୦୦୦ଡଲାର ମାନେ ୭୦୦୦୦ଟଙ୍କା ମାଗିଲେ । ତେବେ ଏହି ପ୍ରକାର ଆପଣ ଏହି ମୂଲ୍ଯରେ କିଛି ଅଧିକ ଟଙ୍କା ମିଶେଇବେ ତ ଆପଣ ଏକ ନୂଆ ବାଜାଜ ପଲ୍ସର ୧୮୦ଡ଼ିଟିଏସଆଇ କିଣିପାରିବେ ।

 

ବାଇକ ର ମୂଲ୍ୟ

ଏହି ବାଇକର ମୂଲ୍ୟ ୭୦୨୪୩ଟଙ୍କା ଅଟେ । ସର୍ଭେରେ ସାମିଲ ଲୋକମାନେ ୧ଦିନ ଫେସବୁକ ବନ୍ଦ କରିବାପାଇଁ ୪.୧୭ଡଲାର ମାଗିଥିଲେ ତଥା ୧ସପ୍ତାହ ପାଇଁ ୩୭ଡଲାର ପର୍ଯ୍ୟନ୍ତ ମାଗିଥିଲେ । ଆପଣଙ୍କ ସୂଚନା ନିମନ୍ତେ ଜଣେଇଦେଉଛୁ ଯେ ବର୍ତ୍ତମାନ ସମୁଦାଯ ବିଶ୍ଵରେ ୨.୨ଅର୍ବ ବ୍ୟବହାରକର୍ତ୍ତା ଅଛନ୍ତି । ତ ଏତେସବୁ ଲୋକଙ୍କର ଆକାଉଣ୍ଟ ମିଶି ସମୁଦାୟ ମୂଲ୍ୟ ୧୫୪୦୦୦୦୦୦୦୦୦ଟଙ୍କା ଅଟେ।

Leave a Reply

Your email address will not be published. Required fields are marked *