April 13, 2024

Odia Express

News For Public

ଏହି ୫ ଟି ରାଶିର ଝିଅ କେବେ କାହା ହୃଦୟ ଭାଙ୍ଗନ୍ତି ନାହିଁ, ଜୀବନସାରା ରୁହନ୍ତି ସାଥିରେ – ଦେଖନ୍ତୁ କେଉଁ ରାଶି ସାମିଲ ଅଛି..

କୁହନ୍ତି ଯେ ମନର କିଛି ଠିକଣା ନଥାଏ , ଏ କେବେ ଆଉ କାହାଉପରେ ଆସିଯାଏ ଏକଥା ନିଜେ ସେହି ବ୍ୟକ୍ତିଙ୍କୁ ମଧ୍ୟ ଜଣାନଥାଏ। ପ୍ରେମର ଅନୁଭବ ତ ଖୁବ ସୁନ୍ଦର ହୋଇଥାଏ କିନ୍ତୁ ଯେବେ ଏହି ପ୍ରେମରେ ଧୋକା ମିଳେ ତେବେ ତାର ପୀଡା ମଧ୍ୟ ବହୁତ କଷ୍ଟଦାୟକ ହୋଇଥାଏ । ଆଜିର ସମୟରେ ସତସତିକା ପ୍ରେମ ମିଳିବ ବହୁତ ମୁସ୍କିଲ ହୋଇଥାଏ କାରଣ ଆଜିକାଲି ଲୋକମାନେ କେବଳ ସ୍ଵାର୍ଥ ପାଇଁ ସମ୍ପର୍କ ରଖନ୍ତି ଓ କେବଳ ନିଜ ବିଷୟରେ ଭାବନ୍ତି । ଜନ୍ମଜନ୍ମାନ୍ତର ପର୍ଯ୍ୟନ୍ତ ସାଥିରେ ରହିବା ପାଇଁ ଖୁବ କଷ୍ଟରେ ହୁଏତ କିଏ ମିଳିପାରେ  ।ଏହାହିଁ କାରଣ ଅଟେ ଯେ ଯେବେ ପ୍ରେମରେ ଧୋକା ସଚ୍ଚୋଟ ଲୋକମାନଙ୍କୁ ମିଳେ ତ ଏହି କାରଣରୁ ସେ ଅବସାଦଗ୍ରସ୍ତ ହୋଇଯାନ୍ତି । ଖାସ କରି ପୁଅମାନଙ୍କ ନିମନ୍ତେ ଢକା ଖାଇଲା ପରେ ଆଉ ଗୋଟିଏ ଝିଅ ଖୋଜିବା ବହୁତ କଷ୍ଟ ହୋଇଥାଏ । ପ୍ରତ୍ୟେକ ପୁଅର ଏହା ଇଚ୍ଛା ଥାଏ ଯେ ତାକୁ କୌଣସି ଏପରି ଝିଅ ମିଳୁ ଯିଏ ତାଙ୍କୁ ପ୍ରେମରେ କେବେ ଧୋକା ନଦେବ ଓ ତାଙ୍କ ହୃଦୟ ଭାଙ୍ଗିବାରୁ ବଞ୍ଚିଯିବ ।

 

ଏଥିପାଇଁ ଆଜି ଆମେ ଆପଣଙ୍କୁ କିଛି ଏପରି ରାଶିର ଝିଅମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ପ୍ରେମ ସମ୍ବନ୍ଧିତ ମାମଲାରେ ବହୁ ଅଧିକ ନିଷ୍ଠାବାନ ହୋଇଥାନ୍ତି । ତାସହ ଆଉ ମଧ୍ୟ ଜଣେଇଦେଉଛୁ ଯେ ଏହି ଝିଅମାନେ ଯଦିହୃଦୟର ସହ ଥରେ କାହାକୁ ନିଜର ଜୀବନସାଥି ସ୍ଵୀକାର କରିନେଲେ ତେବେ ତାଙ୍କୁ କେବେମଧ୍ୟ କୌଣସିପ୍ରକାର ଧୋକା ଦେବେନାହିଁ । ସବୁଠାରୁ ମହତ୍ଵପୂର୍ଣ୍ଣ କଥା ଏହା ଯେ ଏହି ଝିଅମାନେ ସାରା ଜୀବନ ଜଣେ ଜୀବନସାଥି ସହ ଜୀବନ କଟେଇବାକୁ ପସନ୍ଦ କରନ୍ତି । କେହି ଆପଣଙ୍କ ସମ୍ପର୍କ ଭାଙ୍ଗିବାକୁ ଲକ୍ଷେ ଚେଷ୍ଟା କଲେ ମଧ୍ୟ ଏହି ଝିଅମାନେ ତାହା ଭାଙ୍ଗିବାକୁ ଦେବେ ନାହିଁ ଓ ଆପଣଙ୍କ ସମ୍ବନ୍ଧ ଅତୁଟ ରହେ ।

 

ଏସବୁ କଥା ଆମେ କହୁନାହୁଁ କିନ୍ତୁ ଜ୍ୟୋତିଷଶାସ୍ତ୍ରରେ ମଧ୍ୟ ଏ ବିଷୟରେ ବହୁତ କିଛି କୁହାଯାଇଛି । ଶାସ୍ତ୍ର ଦ୍ଵାରା ଆମେ ଯେକୌଣସି ରାଶିର ଆଧାରରେ ମନୁଷ୍ୟରେ ବ୍ୟବହାର ଜାଣିପାରିବା । ଏହି କାରଣ ଯେ ଆଜି ଆମେ ଆପଣଙ୍କୁ ଯେଉଁ ରାଶିର ଝିଅମାନଙ୍କ ବିଷୟରେ କହିବାକୁ ଯାଉଛୁ ତାଙ୍କର ସ୍ଵଭାବ ବହୁତ ଭଲ ହୋଇଥାଏ । ମୁଖ୍ୟତଃ କଥା ଯଦି ପ୍ରେମ, ମିତ୍ରତା ଓ ସମ୍ମାନର ହୋଇଥାଏ ତେବେ ଏହି ଝିଆମେନ ଶୀର୍ଷରେ ରୁହନ୍ତି । ଏତିକି ନୁହେଁ ଏହାଙ୍କୁ ବିବାହ କରିବାପରେ ସବୁ ପୁଅ ଜୀବନରେ ସୁଖରେ ରହେ ।

ଯଦି ଆପଣ ଏହି ରାଶିର ଝିଅଙ୍କୁ ବିବାହ କରନ୍ତି ତେବେ ଗୋଟିଏ କଥା ସ୍ଥିର ହୋଇଯାଏ ଯେ ଆପଣଙ୍କୁ ଏ ଝିଅ ଜୀବନରେ କେବେ କୌଣସି ପ୍ରକାରର ଧୋକା ଦେବ ନାହିଁ  ଓ ଆପଣଙ୍କ ହୃଦୟ କେବେ ଭାଙ୍ଗିବ ନାହିଁ । ଏତିକି ନୁହେଁ ଏ ଝିଅମାନେ ବହୁତ ଦାୟିତ୍ଵବାନ ସ୍ଵଭାବର ହୋଇଥାନ୍ତି । ଏହାର ଅର୍ଥ ଏମାନେ ଆପଣଙ୍କର ବହୁତ ଯତ୍ନ ନେବେ ।

 

ଏବେ ଆପଣ ଭାବୁଥିବେ ଯେ ଏପରି କଉ ରାଶିର ଝିଅ ଏମାନେ ସବୁ ଯେଉଁମାନେ ଏତେ ଅଧିକ ସଚ୍ଚୋଟ ହୋଇଥାନ୍ତି , ଏବେ ଆପଣଙ୍କୁ ଅଧିକ ପ୍ରତୀକ୍ଷା ନକରେଇ ଜଣେଇ ଦେଉଛୁ ଯେ ଆମେ ଯେଉଁ ରାଶି ବିଷୟରେ କଥା ହେଉଛୁ ସେମାନେ ହେଲେ – ମେଷ, କର୍କଟ, କନ୍ୟା , ଧନୁ, ଓ କୁମ୍ଭ । ଯଦି ଆପଣ ଏହି ୫ରାଶିର ଝିଅଙ୍କୁ ପ୍ରେମ କରିବେ ତେବେ ଆପଣଙ୍କ ଜୀବନ ସୁଧୁରି ଯିବ ଓ ଆପଣଙ୍କ ହୃଦୟ କେବେ ଭଙ୍ଗିବ ନାହିଁ ।

Leave a Reply

Your email address will not be published. Required fields are marked *