March 22, 2024

Odia Express

News For Public

କୁକୁରମାନେ କଣ ପାଇଁ ଚଳନ୍ତା ଗାଡିମାନଙ୍କ ପଛରେ ପିଛା କରଥାନ୍ତି – ଆସନ୍ତୁ ଜାଣିବା ଏହା ପଛରେ ଥିବା ରହସ୍ୟ – ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ …

1 min read

ବହୁତଥର ଆପଣ ନଜର ପକେଇଥିବେ ଗଳି କନ୍ଧିରେ ଆପଣ ଯାଉଥିବେ , ସେହି ସମୟରେ କିଛି କୁକୁର ଆପଣଙ୍କୁ ଗୋଡେଇଥାନ୍ତି । ଯେପରି କିଏ ତାଙ୍କର ହାଡ ଚୋରେଇକରି ପଳେଇଛି , କେବେ ଆପଣ ଭାବିଛନ୍ତି କିଛି କୁକୁର ତ ଗାଡି ମାନଙ୍କ ପଛରେ ବି ଦୌଡିଥାନ୍ତି , ଆପଣଙ୍କ ମସ୍ତିଷ୍କରେ ଏହି କଥା ଆସିଥିବ କିନ୍ତୁ Quera ରେ ଜଣେ ବ୍ୟକ୍ତି ଏହି ପ୍ରଶ୍ନକୁ ନିଜ ସାମ୍ନାରେ ରଖିଲେ ,  ଓ ଏହି ଗମ୍ଭୀର ପ୍ରଶ୍ନର ଉତ୍ତର ବହୁତ ଲୋକେ ଦେଲେ , ତେବେ ଯାଇ ଆମକୁ କୁକୁର ମାନଙ୍କର ସ୍ୱଭାବ ବିଷୟରେ କିଛି ଜଣା ପଡିଲା । କୁକୁର ଗାଡିର ଟାୟାର ଉପରେ ପରିଶ୍ରା କରିବା ସହ ନିଜ ଇଲାକାର ଦାୟରା ଅତିକ୍ରମ କରିଥାନ୍ତି  , ଏମିତିରେ କେଉଁ ଗାଡି ଯାହାର ଟାୟାର ଉପରେ କୁକୁର ପରିଶ୍ରା କରନ୍ତି । ସେହି ଗାଡି ସେହି ରାସ୍ତାରେ ଅତିକ୍ରମ କଲେ ତାହାର ଗନ୍ଧ କୁକୁର ମାନଙ୍କୁ ଲାଗିଯାଏ , ଓ ଏହା କୁକୁର ମାନଙ୍କୁ ସହ୍ୟ କରିହୁଏ ନାହିଁ , ଓ ସେହି ସମୟରେ କେଉଁ ଅଲଗା ଇଲାକାର କୁକୁର ସେହି ଇଲାକାରେ ପ୍ରବେଶ କରନ୍ତି , ତେବେ ତାଙ୍କୁ ଏହା ଲଢିକରି ସାମ୍ନା କରିବାକୁ ପଡିଥାଏ ,

 

ଏହା ଛଡା କୁକୁର ଛୋଟ ଛୋଟ ଜୀବ , ଯେପରି ବିଲେଇ , ବାଇକ୍ ସେମିତି ପିଛା କରିଥାନ୍ତି , ଯେପରି ବଲ୍ , ଡିସ୍କ କିମ୍ବା ଅନ୍ୟ କେଉଁ ଖେଳନାକୁ ଧରିବା ପାଇଁ , ଗାଡିଗୁଡିକ ତାଙ୍କର ଧ୍ୟାନ ଆକର୍ଷଣ କରିଥାଏ । ଓ ଗାଡିମାନଙ୍କ ପଛରେ ଦୌଡିବା ଦ୍ୱାରା ତାଙ୍କୁ ଲାଗିଥାଏ କି ସେ ଗାଡିଗୁଡିକୁ ଡରାଉଛନ୍ତି । ଯାହାକୁ ସେ ନିଜକୁ ବଳବାନ ବୋଲି ଜଣାଉଛନ୍ତି , ଏହି କଥା ତ ଆପଣ ନିଶ୍ଚିତ ଧ୍ୟାନ ଦେଇଥିବେ କି କିଛି କୁକୁର ଗାଡିମାନଙ୍କର ଟାୟାର ଉପରେ ପରିଶ୍ରା କରିଥାନ୍ତି , କୁକୁର ମାନେ ଏହା ଏଥିପାଇଁ କରିଥାନ୍ତି ସେ ନିଜ ଇଲାକାର କହିପାରିବେ , ଓ ସେହି ଗାଡିଗୁଡିକ ଟାୟାର ବି ଆସିଯାଏ । ଯେଉଁ ଗାଡିଗୁଡିକ ଟାୟାରରେ ସେମାନେ ପରିଶ୍ରା କରିଥାନ୍ତି , ସେହି ଗାଡିଗୁଡିକ ଉପରେ ସେମାନେ ଏକ ଚିହ୍ନ ଭାବେ ପରିଶ୍ରାକୁ ବ୍ୟବହାର କରନ୍ତି ।

 

ଏମିତିରେ କୌଣସି ଇଲାକାର ଗାଡି ଉପରେ କୁକୁର ପରିଶ୍ରା କରିଥିବେ , ଓ ସେହି ଗାଡି ଅନ୍ୟ କେଉଁ ଇଲାକାର ବାଟ ଦେଇ ଅତିକ୍ରମ କରିଥାଏ ତେବେ ସେହି ଅନ୍ୟ ଇଲାକାର କୁକୁର ମାନଙ୍କୁ ଏହାର ଦୁର୍ଗନ୍ଧ ଆସିଯାଏ , ଓ ତାଙ୍କୁ ଏହା ସହ୍ୟ ହୁଏ ନାହିଁ , ଓ ସେଥିପାଇଁ ସେମାନେ ସେହି ଗାଡିକୁ ଗୋଡାଇଥାନ୍ତି ।

ଯେପରି ଆପଣ ମାନିନିଅନ୍ତୁ ଆପଣ ଏ ଇଲାକାରେ ରହୁଛନ୍ତି , ଓ ବି ଇଲାକାରେ ଆପଣଙ୍କ ଅଫିସ୍ ଅଛି, ଓ ଏ ଇଲାକାରେ କୁକୁର ଆପଣଙ୍କ ଗାଡିକୁ ଚିହ୍ନଟ କରିଛି, ଓ ଆପଣ ସେହି ସମୟରେ ଆପଣ ନିଜ ଗାଡି ବି ଇଲାକାରେ ନେଇକରି ଯାଆନ୍ତି ଓ ସେହି ସମୟରେ ବି ଇଲାକାର କୁକୁର ଆପଣଙ୍କ ଗାଡିରେ ପରିଶ୍ରା କରି ନିଜର ଚିହ୍ନଟ କରିଥାଏ , ପୁନଶ୍ଚ ଆପଣ ଯେବେ ଆପଣ ଏ ଇଲାକାକୁ ଆସନ୍ତି ଯେଉଁଠି ଆପଣ ରୁହନ୍ତି , ତାହା ସେହି ଇଲାକାର କୁକୁରଙ୍କୁ ସହ୍ୟ ହୁଏ ନାହିଁ । ତେଣୁ ସେମାନେ ଏହାର ପ୍ରତିବାଦ ଜଣାଇ ସେହି ଗାଡିକୁ ପିଛା କରନ୍ତି , କାରଣ ସେମାନେ ଏହା ସହ୍ୟ କରିପାରନ୍ତି ନାହିଁ ,କି କେଉଁ ଅନ୍ୟ ଇଲାକାର କୁକୁର ନିଜ ଇଲାକାର ଗାଡି ଉପରେ ଚିହ୍ନ ଛାଡୁବୋଲି ,

ଏହା ଛଡା କୁକୁର ଛୋଟ ଛୋଟ ଜୀବ , ଯେପରି ବିଲେଇ , ବାଇକ୍ ସେମିତି ପିଛା କରିଥାନ୍ତି , ଯେପରି ବଲ୍ , ଡିସ୍କ କିମ୍ବା ଅନ୍ୟ କେଉଁ ଖେଳନାକୁ ଧରିବା ପାଇଁ , ଗାଡିଗୁଡିକ ତାଙ୍କର ଧ୍ୟାନ ଆକର୍ଷଣ କରିଥାଏ । ଓ ଗାଡିମାନଙ୍କ ପଛରେ ଦୌଡିବା ଦ୍ୱାରା ତାଙ୍କୁ ଲାଗିଥାଏ କି ସେ ଗାଡିଗୁଡିକୁ ଡରାଉଛନ୍ତି । ଯାହାକୁ ସେ ନିଜକୁ ବଳବାନ ବୋଲି ଜଣାଇଥାନ୍ତି ।

Leave a Reply

Your email address will not be published. Required fields are marked *