May 26, 2024

Odia Express

News For Public

ଏହି ଦୁଇଟି ନାମର ଲୋକଙ୍କୁ ଜୀବନସାରା ମିଳିପାରିନଥାଏ ସଚ୍ଚା ପ୍ରେମ , ଜାଣନ୍ତୁ କେଉଁ କେଉଁ ନାମ ସାମିଲ ଏଥିରେ..

1 min read

ଏହା ତ ସମସ୍ତେ ଜାଣିଛନ୍ତି କି ଆମର କିଛି ନା କିଛି ନା ହୋଇଥାଏ , ଏହା ଆମ ମା ବାପାଙ୍କ ଦ୍ୱାରା କୁଣ୍ତଳୀ ଅନୁସାରେ ରଖାଯାଇଥାଏ , ସବୁ ନାଁରେ କିଛି ନା କିଛି ଅର୍ଥ ହୋଇଥାଏ , ଓ ସେହିଥିରୁ ବ୍ୟକ୍ତିର ବ୍ୟକ୍ତିତ୍ୱ ବିଷୟରେ ଜଣାପଡେ , ଏହି କାରଣରୁ ମା ବାପା ନିଜ ଛୁଆଙ୍କ ନାଁ ବହୁତ ଭାବିଚିନ୍ତି ରଖିଥାନ୍ତି ।ଗୋଟେ ଅକ୍ଷର ତାହା ହୋଇଥାଏ ଯେବେ ଶିଶୁ ଜନ୍ମ ନେବା ପରେ ପଣ୍ତିତଙ୍କ ଦ୍ୱାରା କୁଣ୍ତଳୀରୁ କହିଦେଇଥାଏ , ସେହି ଅକ୍ଷର ନାଁରୁ କେହି ଡାକିନଥାନ୍ତି , ଏହା ଛଡା ମା ବାପା ଅଲଗା ନିଜର ପସନ୍ଦର ନାଁ ଭାବିକରି ରଖିଥାନ୍ତି , ଓ ସେ ନିଜ ଛୁଆଙ୍କୁ ସେହି ନାଁରୁ ଡାକିଥାନ୍ତି , ସବୁ ବ୍ୟକ୍ତିଙ୍କୁ ଏହା ଜାଣିବାକୁ ଉତ୍ସୁକତା ରହିଥାଏ କି ତାର ଆଗକୁ ଜୀବନ କିପରି କଟିବ , ଓ ଆସୁଥିବା ସମୟରେ କେଉଁ ଲୋକ ଦେଖା କରିବେ ।

 

ସବୁ ବ୍ୟକ୍ତି ଚାହେଁ କି ତାର୍ ଜୀବନରେ ସଚ୍ଚା ପ୍ରେମ ମିଳିବାପାଇଁ , ବହୁତଥର ଲୋକେ ନିଜ ଜୀବନରେ ଏହି ସଚ୍ଚାପ୍ରେମର ସନ୍ଧାନରେ ରୁହନ୍ତି , କିନ୍ତୁ କେବେ ନା କେବେ ସଚ୍ଚାପ୍ରେମ ମିଳିପାରେ ନାହିଁ , କିଛି ଲୋକଙ୍କୁ ଏକଦମ୍ ସଚ୍ଚା ପ୍ରେମ ହାସିଲ୍ ହୋଇଯାଏ ।

ଆଜି ଆମେ ସେହି ଦୁଇ ଅକ୍ଷର ବ୍ୟକ୍ତିଙ୍କ ବିଷୟରେ ଯାହାଙ୍କ ଯେତେ ଚେଷ୍ଟା କଲେ ବି ସଚ୍ଚା ପ୍ରେମ ମିଳିପାରେ ନାହିଁ ,

 

T ଅକ୍ଷର ବାଲା ବ୍ୟକ୍ତି ବିଶେଷ : T ଅକ୍ଷର ବାଲା ଲୋକେ ଖର୍ଚ୍ଚ ମାମଲାରେ ଏକ ଦମ୍ ଖୋଲା ପ୍ରକୃତିର ହୋଇଥାନ୍ତି , ଚାର୍ମିଙ୍ଗ୍ ଦେଖିବାପାଇଁ ଏମାନେ ବହୁତ ଖୁସି ମିଜାଜ୍ ର ହୋଇଥାନ୍ତି , ପରିଶ୍ରମ କରିବା ତାଙ୍କୁ ଏତେ ଭଲ ଲାଗେ ନାହିଁ , କିନ୍ତୁ ପଇସା କେବେ କମି ହୁଏ ନାହିଁ । ନିଜ ହୃଦୟ କଥା ଜଲଦି ସେୟାର୍ କରିପାରନ୍ତି ନାହିଁ , ପ୍ରେମର କଥା କରିଲେ ସଂମ୍ପର୍କଙ୍କୁ ନେଇକରି ବହୁତ ରୋମାଣ୍ଟିକ୍ ରହିଥାନ୍ତି , କିନ୍ତୁ ବହୁତ କଥା ଗୁପ୍ତ ରଖିବାର ଏମାନଙ୍କ ଅଭ୍ୟାସ ହୋଇଥାଏ । ଏମାନେ ଛୋଟ ଛୋଟ କଥାକୁ ବେଶୀ ଧରି ବସନ୍ତି , ଏହ ଅକ୍ଷରର ଲୋକେ ବହୁତ କଠୋର ସ୍ୱଭାବର ହୋଇଥାନ୍ତି , ଓ ସେମାନେ ନିଜ ପାର୍ଟନର୍ ସହ ଭଲ ସଂବନ୍ଧ ବି ବନାଇପାରନ୍ତି ନାହିଁ ।

 

R ନାମକ ବ୍ୟକ୍ତି ବିଶେଷ : ଏହି ଅକ୍ଷର ନାମକ ଥିବା ବ୍ୟକ୍ତି ବିଶେଷ ନିଜକୁ ସୋସିଆଲ୍ ଲାଇଫ୍ ରେ ବଞ୍ଚିବାକୁ ପସନ୍ଦ କରନ୍ତି ନାହିଂ , ଫ୍ୟାମିଲି ଏମାନଙ୍କ ପାଇଁ ବହୁତ ମହତ୍ତ୍ୱପୂର୍ଣ୍ଣ ରଖିଥାଏ , ଏମାନଙ୍କୁ ପାଠ ପଢିବାରେ ମନ ଆସେ ନାହିଁ , ସେମାନେ ସେହି କାମ କରିବାକୁ ଚାହଁନ୍ତି ଯାହାକୁ କେହି କରିପାରୁନଥିବେ , ଏହି ଅକ୍ଷରର ଲୋକେ ବହୁତ ଜଲଦି ଆଗକୁ ବଢିଥାନ୍ତି , ଏମାନେ ନିଜ ବୁଦ୍ଧି ଦ୍ୱାରା ସମସ୍ତଙ୍କ୍ ଆକର୍ଷିତ କରିଥାନ୍ତି , ଏମାନଙ୍କ ବୈବାହିକ ଜୀବନରେ ସେମିତି ଭଲ ନଥାଏ , ଏମାନେ ନିଜ ଗୁଣ ସକାଶେ କାହାକୁ ବି ନିଜ ଆଡକୁ ଆକର୍ଷିତ କରିପାରନ୍ତି , କିନ୍ତୁ ନିଜ ପ୍ରେମ ଭାବନାକୁ ଅନ୍ୟ ପାଖରେ କହିବାକୁ ପସନ୍ଦ କରନ୍ତି ନାହିଁ ।

Leave a Reply

Your email address will not be published. Required fields are marked *