April 12, 2024

Odia Express

News For Public

ଐଶ୍ୱର୍ଯ୍ୟାଙ୍କ ବଡ ଖୁଲାସା – ବ୍ରେକ୍ ଅପ୍ ପରେ ବି ସଲମାନ ଖାଁ ବହୁତଥର କରୁଥିଲେ ମାର୍ ପିଟ୍ ,ଫୋନ୍ ନ ଉଠାଇଲେ କରୁଥିଲେ ଏପରି କାମ…

ବଲିଉଡ୍ ରେ ଅଭିନେତା ସଲମାନ ଖାଁ ଓ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟଙ୍କ ମଧ୍ୟରେ ସଂବନ୍ଧ କାହାକୁ ବି ଅଛପା ନାହିଁ ଦୁହିଁଙ୍କର ଆଫେୟାର୍ ବହୁତ ବର୍ଷ ଯାଏଁ ଚାଲିଥିଲା କିନ୍ତୁ ଏହା ପରେ ତାଙ୍କ ମଧ୍ୟରେ ଏପରି କିଛି ହେଲା ଯାହା କାରଣରୁ ତାଙ୍କର ସଂମ୍ପର୍କରେ ଫାଟ ସୃଷ୍ଟି ହେଲା , ସଲମାନ ଓ ଐଶ୍ୱର୍ଯ୍ୟାଙ୍କ ବ୍ରେକ ଅପ୍ ପରେ ଦୁହେଁ ସୋସିଆଲ୍ ମିଡିଆରେ କିଛି ଜବାବ ଦେଲେ ନାହିଁ , କିନ୍ତୁ ଏବେ ଏତେ ବର୍ଷ ପରେ ଐଶ୍ୱର୍ଯ୍ୟା ରାୟ ମିଡିଆ ସାମନାରେ ଖୁଲାସା କରିଛନ୍ତି , ଓ ସେ ଦୁନିଆଁକୁ କହିଛନ୍ତି କି କେଉଁ ଭଳି ଭାବେ ସଲମାନ ଖାଁ ବ୍ରେକ୍ ଅପ୍ ପରେ ତାଙ୍କ ସହ ମାରପିଟ୍ କରୁଥିଲେ , ସେ ନିଜେ ଏକ ସାକ୍ଷାତକାରରେ କହିଲେ କି ଯେବେ ଐଶ୍ୱର୍ଯ୍ୟା ସଲମାନଙ୍କ ଫୋନ୍ ଉଠାଉନଥିଲେ ତେବେ ସଲମାନ ତାଙ୍କୁ ବହୁତ ଗାଳି କରୁଥିଲେ ।

 

୨୦୦୨ ରେ ସଲମାନଙ୍କ ସହ ବ୍ରେକ୍ ଅପ୍ ପରେ ଐଶ୍ୱର୍ଯ୍ୟା ରାୟ ସଲମାନଙ୍କ ଉପରେ ଆରୋଗ ଲଗାଇଲେ , ଏହି ଆରୋପରେ ସଲମାନ ଖାଁ ତାଙ୍କୁ ମାରପିଟ୍ କରିବା ପରି କାମ କରୁଥିଲେ , କହିଦେବୁ କି ସଲମାନ ଖାନ୍ ଓ ଐଶ୍ୱର୍ଯ୍ୟା ରାୟଙ୍କ ଯୋଡି ଯେତେ ପପୁଲାର୍ ଥିଲା , ସେତେ ତାଙ୍କର ବ୍ରେକ୍ ଅପ୍ ଷ୍ଟୋରି ଥିଲା , ତାଙ୍କର ମାରପିଟ୍ କାରଣରୁ ସେ ଏଫ୍ ଆଇ ଆର୍ ଦର୍ଜ କରାଇଥିଲେ , ୨୦୦୨ ରେ ଯେବେ ଐଶ୍ୱର୍ଯ୍ୟା ରାୟଙ୍କୁ ଫିଲ୍ମ ଫେଆର୍ ଆୱାର୍ଡ ମିଳିଲା , ସେହି ସମୟରେ ସେ ଫ୍ୟାକ୍ଟର ହାତରେ ଓ ଆଖିରେ ଚଷମା ପିନ୍ଧିକରି ପହଞ୍ଚିଥିଲେ , ଅନୁମାନ ଲଗାଯାଉଛି କି ଐଶ୍ୱର୍ଯ୍ୟା ସେହି ସମୟରେ ସଲମାନଙ୍କ ଦ୍ୱାରା ମାଡପିଟ୍ ଯୋଗୁଁ ଏପରି ହୋଇଥିଲା ,

 

ଦ୍ୱିତୀୟ ପଟେ ସଲମାନଙ୍କ ବ୍ରେକ୍ ଅପ୍ ପରେ ଐଶ୍ୱର୍ଯ୍ୟା ଟାଇମ୍ସ ଅଫ୍ ଇଣ୍ତିଆରେ ଦେଇଥିବା ଏକ ସାକ୍ଷାତ କାରରେ ଖୁଲାସା କଲେ କି ସଲମାନ ତାଙ୍କୁ ଫୋନ୍ କରି ବହୁତ ଅସଭ୍ୟ ଭାଷାରେ ଗାଳିଗୁଲଜ କରୁଥିଲେ , ସଲମାନଙ୍କ ସନ୍ଦେହ ଥିଲା କି ତାଙ୍କର ସଂମ୍ପର୍କ କେଉଁ ଷ୍ଟାର୍ ଙ୍କ ସହ ଅଛି , ଏହା ଛଡା ଐଶ୍ୱର୍ଯ୍ୟା କହିଲେ କି ଯେବେ ସେ ସୁଟିଙ୍ଗ୍ ପାଇଁ ବ୍ୟସ୍ତ ରହୁଥିଲେ , ସେହି ସମୟରେ ସେ ସଲମାନଙ୍କ ଫୋନ୍ ଉଠାଇପାରୁନଥିଲେ , ସେହି ସମୟରେ ସଲମାନ ତାଙ୍କୁ ବହୁତ ମାରପିଟ୍ କରୁଥିଲେ, ତାଙ୍କ ହିସାବରେ ତାହା ବହୁତ ଅମାନବିୟ ଥିଲା ।

 

ସଲମାନଙ୍କ ମାନିଲେ ସେ କହିବା ଅନୁଯାୟୀ ସେ କେବେ ତାଙ୍କୁ ଆଘାତ ଦେଇନାହାନ୍ତି , ବରଂ ସବୁବେଳେ ଆଘାତ ହେବା ପରେ ସେ ନିଜକୁ ଆଘାତ କରିନେଉଥିଲେ , ଏମିତିରେ ଏହି ଦୁହିଁଙ୍କର ମଧ୍ୟରୁ କିଏ ସତ କହୁଛନ୍ତି , ଓ କିଏ ମିଛ କହୁଛନ୍ତି ,ସେମାନେ ନିଜେ ହିଁ କହିପାରିବେ , ସେମିତି ସଲମାନ ଐଶ୍ୱର୍ଯ୍ୟାଙ୍କ ସହ ଯାହା କଲେ ତାହା ଦୁନିଆଁକୁ ଅଛପା ନାହିଁ , ଫିଲ୍ମ ଚଲତେ ଚଲତେ ସମୟରେ ରାଣୀ ମୁଖାର୍ଜୀଙ୍କୁ ଅଭିନେତ୍ରୀ ଭାବେ ନିଆଗଲା , କିନ୍ତୁ ସେହି ଫିଲ୍ମରେ ଐଶ୍ୱର୍ଯ୍ୟା ଅଭିନୟ କରିବାର ଥିଲା , ଏହି ଫିଲ୍ମର ସେଟ୍ ରେ ଆସିକରି ସଲମାନ ଐଶ୍ୱର୍ଯ୍ୟାଙ୍କ ସହ ମାରପିଟ୍ କରିଥିଲେ ଯାହାପରେ ସାହାରୁଖ୍ ଖାନ୍ ତାଙ୍କୁ ଫିଲ୍ମରୁ ବାହାର କରିଦେଇଥିଲେ ।

Leave a Reply

Your email address will not be published. Required fields are marked *