September 25, 2023

Odia Express

News For Public

ଯଦି ଆପଣଙ୍କ ପାଖରେ ଅଛି ଏକ ଟଙ୍କିଆ ମୁଦ୍ରା ,ତେବେ ଆପଣ ବି ହୋଇପାରିବେ ଲକ୍ଷପତି , ଖାଲି କରିନିଅନ୍ତୁ ଏହି ଛୋଟ କାମ

ଦୁନିଆଁରେ ଅଧିକାଂଶ ଲୋକଙ୍କର ଏହି ଇଚ୍ଛା ଥାଏ କି ସେମାନଙ୍କ ପାଖରେ ଏତେ ଧନ ଦୌଲତ ଆସିଯାଉ କି ସେମାନେ ନିଜର ସବୁ ଅଭିଳାଷା ପୁରା କରିପାରିବେ , କିନ୍ତୁ ଏହା ସବୁବେଳେ ଆଶାରେ ହିଁ ରହିଯାଏ , କିନ୍ତୁ ଗୋଟେ ଏମିତି ଜିନିଷ ଅଛି ଯାହା ଆପଣ ଆଖି ବନ୍ଦ କରି ଖୋଲିଲା ପରେ ଲକ୍ଷପତି ହୋଇପାରିବେ ।ଆପଣଙ୍କୁ ଲକ୍ଷପତି ହେବା ପାଇଁ ଅଧିକା ପଇସା ଦେବାକୁ ପଡିବ ନାହିଁ , ଖାଲି ଆପଣଙ୍କୁ ଗୋଟେ ଟଙ୍କିକିଆ ପଇସା ଦେବାକୁ ହେବ , ଖାଲି ସର୍ତ୍ତ ଏହାକି ସେହି ପଇସା କିଛି ଏହି ପରି ହେବା ଦରକାର , ଯଦି ଆପଣଙ୍କ ପାଖରେ ଅଲଗା ଅଲଗା ବର୍ଷର ୧ ଟଙ୍କିଆ ମୁଦ୍ରା ଅଛି ତେବେ ଆପଣ ୪ ଲକ୍ଷରେ ବିକ୍ରି କରିପାରିବେ , ଏହି ପଇସାକୁ ଆପଣ ଅନଲାଇନ୍ ସପିଙ୍ଗ୍ ସାଇଟ୍ ଯେପରି କ୍ୱିକର୍ ରେ ବିକ୍ରି କରିପାରିବେ , ଏହି ଅନଲାଇନ୍ ସାଇଟ୍ ରେ ବୈଷ୍ଣୋ ଦେବୀଙ୍କ ଫଟୋ ଥିବା ଏକ ଟଙ୍କିଆ ମୁଦ୍ରାକୁ ୭୨ ହଜାର ଟଙ୍କାରେ ବିକ୍ରି କରାଯାଈଛି ।

 

ନ୍ୟୁମିଜେମିଟିକ୍ ସୋସାଇଟ୍ ମୁତାବିକ ସବୁ ପଇସାର ଦାମ୍ ସେହି ପଇସାର ବିରଳ ହେବାର ଉପରେ ନିର୍ଭର କରେ , ମାନେ ବିକ୍ରି ହେବାକୁ ଥିବା ପଇସା ଯେତେ ବି ଦୁର୍ଲଭ ହେବ ତାହା ଅଧିକା ନିଲାମରେ ଯିବ , ଏମିତି ଦୁର୍ଲଭ ପଇସାକୁ ବିକ୍ରି କରିବାପାଇଁ ଏକ ବଡ ବଜାର ଅଛି ,ଯେଉଁଥିରେ ସବୁ ପଇସାର କଲେକ୍ସନ ଓ ସଉକ ରଖୁଥିବା ବ୍ୟକ୍ତି ବଡ ସଂଖ୍ୟାରେ ମିଳିଯିବେ , ଏହାଛଡା ଯଦି ଆପଣଙ୍କ ପାଖରେ ଆକବରଙ୍କ ସମୟରେ ଥିବା ପଇସା ଅଛି ତେବେ ଆଜି ତାହା ଭାରତଏ ୧୫ କୋଟି ଟଙ୍କାରୁ ଅଧିକା ଦାମ୍ ଅଟେ , ପ୍ରଦର୍ଶନୀରେ , ପ୍ରତ୍ୟେକ ଶାସକଙ୍କ ଦ୍ୱାରା ସଂଚାଳିତ ବିସିରୁ ସେହି ପଇସା ମାଧ୍ୟମରେ ଆରମ୍ଭରୁ ଦେଖାଦିଆଯିବ ।

 

ଏହା ଛଡା ଭାରତର ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ମାନେ ୧୯୩୯ ର ଏକ ଟଙ୍କିଆ ରଜତ ପଇସା ଛାପା ବନ୍ଦ ହୋଇଯାଇଥିଲା , ସେହି ବର୍ଷର ପଇସା କିଛି ଲୋକଙ୍କ ପାଖରେ ଥିବ , ଯଦି ତାହା ବିକ୍ରି ହୁଏ ତେବେ ତାହା ୨ ଲକ୍ଷରୁ ୫ ଲକ୍ଷ ଟଙ୍କା ମଧ୍ୟରେ ହୋଇପାରେ , ନକଲି ପଇସାର ବାଜାର ବହୁତ ବଡ ଅଟେ ,ଏଥିପାଇଁ ପଇସାର ମାଧ୍ୟମରୁ ଦିଲ୍ଲିର ଇତିହାସ ବି ଦେଖାଯାଏ , ଗୋଟେ ହିନ୍ଦୀ ୱେବସାଇଟ୍ ରେ ଛପାହୋଇଥିବା ବାଦଶାହଙ୍କର ଆକବରଙ୍କ ଇତିହାସ ଆଧାରକୁ ମାନିବା ସହ କୁହାଯାଇଥିଲା କି ସେ ନିଜ ଶାସନ କାଳରେ ହିନ୍ଦୁ ଦେବୀଙ୍କ ଛଡା ୧୨ ଟି ରାଶି ଚକ୍ର ଉପରେ ବହୁତ ପଇସା ପ୍ରକାଶିତ କରିଥିଲେ , ଓ ସେହି ପଇସାକୁ ଦେଶର ମୁଦ୍ରା ହିସାବରେ ଚଳାଯାଇଥିଲା , କିନ୍ତୁ ପୁରାତତ୍ତ୍ୱ ବିଭାଗଙ୍କ ମାନିବା କଥା କି ବୋଧେ ସେହି ପଇସା ଏବେ ପର୍ଯ୍ୟନ୍ତ ଅଛି , ଏବେ ତାହାର ଖୋଜ୍ ଚାଲିଚିହି , ଏବେ ସେହି ପଇସା ମିଳିପାରିବା ଓ ତାହାର୍ ଦାମ୍ କେତେ ହେବ କହିପାରିବା ସମ୍ଭବପର ନୁହେଁ , କାରଣ ସେହି ପଇସା ଦୂର୍ଲ୍ଲଭ ଅଟେ ।

Leave a Reply

Your email address will not be published. Required fields are marked *