September 25, 2023

Odia Express

News For Public

ଭୀଷଣ ବର୍ଷାରେ ରାସ୍ତା ମଝିରେ ଜିପ ବାହାରେ ଠିଆ ହୋଇ ରହିଥିଲେ ସୈନିକ ,କାରଣ ଜାଣିବା ପରେ ସାରା ବିଶ୍ୱ କରିଲା ପ୍ରଶଂସା…

ସେନାର ଜବାନ ଯେ କୌଣସି ଦେଶ ପାଇଁ ରକ୍ଷାର କବଚ ହୋଇଥାନ୍ତି , ସେ ତାଙ୍କ କାର୍ଯ୍ୟ ଓ କର୍ତ୍ତବ୍ୟ ଉପରେ ସବୁବେଳେ ସମ୍ବେଦନଶୀଳ ହୋଇଥାନ୍ତି , ଏହି କାରଣରୁ ଦେଶବାସୀ ତାଙ୍କୁ ମାନ ସମ୍ମାନ ଦେଇଥାନ୍ତି , ଏମିତି ଏକ କାହାଣୀ ଆଜି ଆମେ ଜଣେ ଜବାନଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ କି ଏକ ଛୋଟ ଅଟନ୍ତି କିନ୍ତୁ ତାଙ୍କର ଦାୟିତ୍ୱ ସଂପର୍ଣ୍ଣ କାର୍ଯ୍ୟ ସକାଶେ ଏବେ ଆପଣଙ୍କ ସମସ୍ତଙ୍କର ଗର୍ବରେ ଛାତି ଫୁଲି ଉଠିବ ।କିଛି ଦିନ ହେବ ଇଣ୍ଟରନେଟ୍ ରେ ଏକ ଫଟୋ ଭାଇରାଲ୍ ହୋଇଥିଲା ଯେଉଁଠି ଜଣେ ସେନାର ଜବାନ ରୋଡ ମଧ୍ୟରେ ଠିଆ ହୋଇ ଥିଲେ ,  ପାଖରେ ତାଙ୍କର ଏକ ଜିପ୍ ବି ଥିଲା , ଏହି ଜବାନ ଏତେ ବର୍ଷାରେ ଠିଆ ହୋଇଥିବା କାରଣ ବିଷୟରେ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ଚକିତ ହୋଇଯିବେ , ଏହି ଘଟଣାର ସୂଚନା ଆମେରିକାରେ ରହୁଥିବା ଏରିନ୍ ହେଷ୍ଟର ନାମକ ଜଣେ ମହିଳା ନିଜ ଫେସବୁକ୍ ପୋଷ୍ଟ ମାଧ୍ୟମରେ ସେୟାର୍ କରିଥିଲେ ।

 

ଜଣାଯାଏ ଯେ ଏରିନ୍ ଆମେରିକାର କେନଟୁକି ସେପଟେ ହୋଇ ଯାଉଥିଲା , ଏହି ସମୟରେ ବହୁତ ବର୍ଷା ହେଉଥିଲା , ଏମିତିରେ ଏରିନ୍ ଦେଖିଲେ କି ଜିପ୍ ରାସ୍ତାରେ ଠିଆ ହୋଇଛି , ଓ ସେ ଦେଖିଲେ କି ବାହାରେ ଏକ ବ୍ୟକ୍ତି ଜିପ୍ ସମ୍ମୁଖରେ ଠିଆ ହୋଇଛି , ଏରିନ୍ ଙ୍କୁ ରାସ୍ତା ମଝିରେ ଜିପ୍ ରହିଥିବା ଦେଖି ବହୁତ ରାଗ ଆସିଥିଲା , ସେ ତାଙ୍କ କାର୍ ରୁ ବାହାରକୁ ଗଲେ ଓ ସେହି ବ୍ୟକ୍ତିଙ୍କୁ ଗାଳି କରିବାକୁ ଯାଉଥିଲେ , ଯେବେ ଏରିନ୍ ସେହି ବ୍ୟକ୍ତିକୁ ଏହାର କାରଣ ବିଷୟରେ ପଚାରିଲେ ତେବେ ସେ ଭାବୁକ ହୋଇଗଲେ , ଓ ସେ ଗର୍ବିତ ଅନୁଭବ କରିଥିଲେ ଏହାର କାରଣ ପାଇଁ । ପ୍ରକୃତରେ ସେ ଜିପ୍ ଯେଉଁଠାରୁ ଯାଉଥିଲା ସେଠାରେ ଏକ ଅନ୍ତିମ ସଂସ୍କାର କରିବାକୁ ଯାଉଥିବା ବାହାନ ଦେଖିବାକୁ ମିଳିଥିଲା , ଏମିତିରେ ସେହି ଅନ୍ତିମ ସଂସ୍କାର  ନେବାକୁ ଥିବା ବାହାନକୁ ସମ୍ମାନ ଦେବା ପାଇଁ ସେହି ଜବାନ ରାସ୍ତା ମଝିରେ ବର୍ଷା ହେଉଥିବା ସତ୍ତ୍ୱେ ବି ଠିଆ ହୋଇରହିଥିଲା , ଓ ଶବକୁ ସାଲୁଟ୍ କରିଥିଲା , ଯେବେ ଏରିନ୍ ଙ୍କୁ ଏହି ବିଷୟରେ ଜଣା ପଡିଲା , ତେବେ ତାଙ୍କ ଆଖିରୁ ଲୁହ ଚାଲି ଆସିଥିଲା , ସେ ଫେସବୁକ୍ ରେ ଏହି ଘଟଣାର ସଂପୂର୍ଣ୍ଣ ବିବରଣୀ ଦେଇ ପୋଷ୍ଟ ମାଧ୍ୟମରେ ସମସ୍ତଙ୍କୁ ଜଣାଇଥିଲେ ।

 

ସେ ତାଙ୍କ ପୋଷ୍ଟରେ ଲେଖିଥିଲେ କି ଆଜି ମୁଁ ଏପରି ଦୃଶ୍ୟ ଦେଖିଲି ଯାହା ମୋ ହୃଦୟକୁ ଛୁଇଁ ଗଲା , ଗୋଟେ ଅନ୍ତିମ ସଂସ୍କାର ହେବାକୁ ଥିବା ଏକ ଶବ ଯାତ୍ରୀଙ୍କୁ ସମ୍ମାନ ଦେଉଥିବା ଜଣେ ଜବାନ ରାସ୍ତା ମଝିରେ ତାଙ୍କୁ ସାଲୁଟ୍ ଦେଇକରି ସମ୍ମାନ ଦେଇଥିଲା  , ସେ ଆହୁରି କହିଥିଲେ କି ଆଜି କାଲିର ସମାଜରେ କାହାର କାହା ସହ କିଛି ନେବା ଦେବାରେ ମହତ୍ତ୍ୱ ରଖିନଥାଏ , କିନ୍ତୁ ଜଣେ ମାନବିକତା ଦୃଷ୍ଟିରୁ ଏକ ଅନ୍ତିମ ଯାତ୍ରା ସମୟରେ ଯେଉଁ ସମ୍ମାନ ଦେଇଥିଲେ , ତାହା ଦେଶର ପ୍ରତ୍ୟେକ ନାଗରିକଙ୍କୁ ଏହା ବିଷୟରେ ଭାବିବା ଉଚିତ୍ ,

ଆପଣଙ୍କୁ କହିରଖିବୁ କି ଏହି କୃତ୍ୟ ରୁ ସେ ସମସ୍ତଙ୍କ ହୃଦୟ ଜିତି ପାରିଥିଲେ , ସେ ଜବାନଙ୍କ ନାଁ କୋଲ୍ ଜ୍ୟାକ୍ ଉସରି ଅଟେ , ସେ ୧୯୮୮ ରେ ଟେନସି ନ୍ୟାଶାନାଲ୍ ଗାର୍ଡ ରେ ହିସାବରେ ଯୋଗ ଦେଇଥିଲେ , ସେ ବହୁତ ପ୍ରକାର ଭୂମିକାରେ ଭାଗ ନେଇ ଦେଶକୁ ସେବା ଦେଇଛନ୍ତି ,

Leave a Reply

Your email address will not be published. Required fields are marked *