April 24, 2024

Odia Express

News For Public

୧୧୦୦ ବର୍ଷ ପରେ ଶ୍ରାବଣ ଅମାବାସ୍ୟା ରାତିରେ ରେ ହେବାକୁ ଯାଉଛି ଏହି ବଡ ମହାସଂଯୋଗ – ଏହି ୫ ଟି ରାଶିର ଭାଗ୍ୟ ଚମକି ଉଠିବ…

ଯେମିତିକି ଆପଣ ସମସ୍ତେ ଜାଣିଛନ୍ତି କି ସମୟ ଅନୁସାରେ ଗ୍ରହର ପରିବର୍ତ୍ତନ ଘଟିଥାଏ , ଏହି ୧ ଅଗଷ୍ଟ ଅମାବାସ୍ୟା ସେହିପରି ଶ୍ରାବଣ ମାସର ଏକ ବିଶେଷ ଅଟେ | ମଙ୍ଗଳଗ୍ରହ ନିଜ ରାଶିରେ କିଛି ପରିବର୍ତ୍ତନ କରିପାରେ , ଯାହା କି କିଛି ରାଶି ପାଇଁ ଖୁବ ଖୁସିର ଦିନ ଆଣିବ | ଏହି ଦିନଠାରୁ ଅନେକ ରାଶି ନିଜର ନୂଆ କାମରେ ପାଦ ଥାପି ଅନେକ ଭଲ ଭଲ କାମ କରିବେ | ଏହି ଅମାବାସ୍ୟା ଏକ ବଡ ଅମାବାସ୍ୟା କାରଣ ଏହା ଶ୍ରାବଣ ମାସରେ ପଡୁଛି ଓ ଏହା ଶିବଙ୍କର ଅତ୍ୟନ୍ତ ପ୍ରିୟ ମାସ ଅଟେ |ଏହି ଅମାବାସ୍ୟାରେ ଅନେକ ଖୁସି ମିଳିବ | ଏହି ଅମାବାସ୍ୟାରେ ବଡ ମହା ସଂଯୋଗ ହେବାକୁ ଯାଉଛି | ଯାହାକି ପ୍ରାୟ ୧୧୦୦ ବର୍ଷ ପରେ ଦେଖା ଯିବ

 

୧) ମେଷ ରାଶି : ଏହି ରାଶିର ବ୍ୟକ୍ତି ବିଷେଶଙ୍କ ପାଇଁ ମଙ୍ଗଳଗ୍ରହର ହେଉଥିବା ଏହି ମହା ପରିବର୍ତ୍ତନ ପାଇଁ ଅତ୍ୟନ୍ତ ଶୁଭ ଲାଭ ମିଳିବ , ଆପଣଙ୍କୁ ଲମ୍ବା ସମୟ ଯାଏଁ ଲାଭ ମିଳିବ, ଯଦି କେଉଁଠି ନିବେଶ କରୁଛନ୍ତି ,ତେବେ ଫାଇଦାରେ ରହିବେ , ଆପଣଙ୍କ ଜୀବନସାଥିର ପୂର୍ଣ୍ଣ ସହଯୋଗ ମିଳିବ , ଓ ସବୁ କାର୍ଯ୍ୟ ସଫଳତା ପୂର୍ବକ କରିପାରିବେ , ଆପଣଙ୍କ ସବୁ ଯୋଜନା ସଫଳତା ପୂର୍ବକ ସମ୍ପାଦନ ହେବ , ଘର ପରିବାରରେ ଖୁସି ମିଳିପାରିବ ।

 

୨) ସିଂହ ରାଶି : ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ମଙ୍ଗଳଗ୍ରହର ଏହି ପରିବର୍ତ୍ତନ ସକାଶେ ବହୁତ ଫାଇଦା ମିଳିବ , ଯେଉଁ ଲୋକ ରୋଗାଗ୍ରସ୍ତ ଅଛନ୍ତି , ସେମାନଙ୍କୁ ଏଥିରୁ ମୁକ୍ତି ମିଳିବ , ଅଚାନକ ଆପଣଙ୍କୁ ଆର୍ଥିକ ଲାଭ ମିଳିବ , ଯେଉଁ ଲୋକ ବ୍ୟବସାୟୀ ଅଟନ୍ତି , ସେମାନଙ୍କୁ ବିଜନେସ୍ ରେ ଧନ ଲାଭ ପ୍ରାପ୍ତ ହେବ , ବନ୍ଧୁମାନଙ୍କ ସହ ବୁଲାବୁଲିରେ ସମୟ କାଟିବେ , ଏହା ସହ ଆପଣ ସବୁ ଜରୁରୀ କାର୍ଯ୍ୟ ସଂମ୍ପାଦନ କରିବାରେ ସଫଳ ହେବେ , ଲମ୍ବା ସମୟରୁ ଚାଲିଆସୁଥିବା ବାଦ ବିବାଦରୁ ମୁକ୍ତି ମିଳିବ , କାର୍ଯ୍ୟ କ୍ଷେତ୍ରରେ ଭଲ ରହିବ , ଆପଣଙ୍କ ସବୁ ଚିନ୍ତା ଦୂର ହେବ ।

 

୩) କନ୍ୟା ରାଶି : ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ମଙ୍ଗଳଗ୍ରହର ହେଉଥିବା ଏହି ପରିବର୍ତ୍ତନ ସକାଶେ ଆର୍ଥିକ ଲାଭ ମିଳିବ , ଆପଣଙ୍କ ଜୀବନରେ ଚାଲୁଥିବା ଧନ ସଂବନ୍ଧିତ ସବୁ ଅସୁବିଧା ଦୂର ହେବ , ନିଜ ପରିବାର ପାଇଁ କିଛି ଜରୁରୀ ଜିନିଷ କିଣି ପାରନ୍ତି , ଯେଉଁ ଲୋକ ବ୍ୟବସାୟୀ ଅଟନ୍ତି , ସେମାନଙ୍କ କାରୋବାର ଭଲ ରହିବ , ନିଜ କାମରେ ନିବେଶ କରିଥିବା ସବୁ ଲାଭ ମିଳିବ , ଆପଣଙ୍କୁ କେଉଁ ଆଡୁ ଖୁସି ଖବର ମିଳିବାର ଆଶଙ୍କା ଅଛି , କାର୍ଯ୍ୟରେ କିଛି ଭଲ ସମାଚାର ମିଳିପାରେ , କାରୋବାର ଯୋଗୁଁ କେଉଁଆଡେ ଯାତ୍ରା କରିପାରନ୍ତି , ଯାହାକି ଆପଣଙ୍କୁ ଫାଇଦା ଯୋଗାଇଦେବ ।

୪) ତୁଳା ରାଶି : ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ମଙ୍ଗଳଗ୍ରହରେ ହେଉଥିବା ଏହି ପରିବର୍ତ୍ତନ ଦ୍ୱାରା ସମୟ ଭଲରେ କଟିବ , ମଙ୍ଗଳ ଏହି ପରିବର୍ତ୍ତନ ସକାଶେ ପରିବାରରେ ଖୁସି ମିଳିବ , ଓ ପାରିବାରିକ ବାଦ ବିବାଦରୁ ମୁକ୍ତି ମିଳିପାରିବ , ଆପଣଙ୍କ ଦ୍ୱାରା କରାଯାଇଥିବା ଆର୍ଥିକ ଯୋଜନା ସଫଳ ହେବ , କୋର୍ଟ କଚେରି ମାମଲାରେ ଆପଣଙ୍କୁ ସଫଳତା ମିଳିପାରେ , ଜୀବନସାଥିଙ୍କ ସହ କେଉଁଆଡେ ବୁଲି ଯିବାର ଯୋଜନା କରିପାରନ୍ତି , କାର୍ଯ୍ୟ କ୍ଷେତ୍ରରେ ନିଜ ଅସୁବିଧାକୁ ଦୁର କରିପାରିବେ , ଓ ନିଜ ଶତ୍ରୁ ମାନଙ୍କୁ ଦମନ କରିବାରେ ସଫଳ ହେବେ ।

 

୫) କୁମ୍ଭ ରାଶି : ଏହି ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ମଙ୍ଗଳଗ୍ରହର ପରିବର୍ତ୍ତନ ବହୁତ ଫାଇଦା ଯୋଗାଇଦେବ , ମଙ୍ଗଳଗ୍ରହର ଏହି ପରିବର୍ତ୍ତନ ଦ୍ୱାରା ଆପଣଙ୍କ ଜୀବନରେ ଖୁସି ମିଳିପାରିବ , ଯେଉଁ ବ୍ୟକ୍ତି ବିଦେଶରେ କାର୍ଯ୍ୟ କରୁଛନ୍ତି , ସେମାନଙ୍କୁ ଫାଇଦା ମିଳିପାରିବ , ଆପଣଙ୍କୁ ଆତ୍ମବିଶ୍ୱାସରେ ବୃଦ୍ଧି ମିଳିପାରିବ , ବହୁତ ବର୍ଷରୁ ଅଟକିଥିବା କାର୍ଯ୍ୟ ସଫଳତାପୂର୍ବକ ପୁରା ହେବ , କାର୍ଯ୍ୟକ୍ଷେତ୍ରରେ ସବୁ ଜିନିଷ ଆପଣଙ୍କ ମନ ମୁତାବକ ହେବ , ଆପଣଙ୍କ ଦ୍ୱାରା କରାଯାଇଥିବା ଯାତ୍ରା ଆପଣଙ୍କୁ ଫାଇଦା ଦେବ

Leave a Reply

Your email address will not be published. Required fields are marked *