October 2, 2023

Odia Express

News For Public

ଲୋକ ମହିଳାଙ୍କ ଅନ୍ତିମ ସଂସ୍କାରର ପ୍ରସ୍ତୁତି କରୁଥିଲେ , ତେବେ ମହିଳା ଦେଲେ ଏକ ଛୁଆକୁ ଜନ୍ମ , ସତ କଥା ଜାଣିଲେ ଆପଣ ଚମକି ପଡିବେ ନିଶ୍ଚୟ..

ଗୋଟେ ପଟେ ଯେଉଁଠି ମହିଳାଙ୍କୁ ମେଡିକାଲ୍ ରେ ପ୍ରସବକୁ ନେଇକରି ଲୋକଙ୍କୁ ଜାଗୃତ କରାଯାଉଛି, ସେପଟେ ପ୍ରସବ ପୀଡା ସମୟରେ ଗର୍ଭବତୀ ମହିଳାଙ୍କ ମେଡିକାଲ୍ ରେ ପହଞ୍ଚିବା ଏବେ ମୁସକିଲ୍ ହୋଇଯାଈଛି, ଯଦି ଗାଁ କଥା କହିବା ଏହାର ଦୃଶ୍ୟ ସଂପୂର୍ଣ୍ଣ ଓଲଟା ଅଟେ , ଏହି ସବୁ ଇଲାକାରେ ଆପଣଙ୍କୁ କଚ୍ଚା ରୋଡ୍ ମିଳିବ ନାହିଁ , ଓ କେଉଁଠି ରାସ୍ତା ହାଲତ୍ ଏତେ ଖରାପ ଯେ ଗର୍ଭବତୀ ମହିଳାଙ୍କୁ ମେଡିକାଲ୍ ନେବା ବାଟରେ ପ୍ରସବ ହୋଇଯାଇପାରେ । ଏମିତି ଏକ ମାମଲା ଖେରବାଲାର ଭୁଡନ ସାମ୍ନାରେ ହୋଇଛି, ଏଠାରେ ଜଣେ ଗର୍ଭବତୀ ମହିଳା ରୋଶନୀ ପତ୍ନୀ ରମଜାନ୍ କୁ ପ୍ରସବ ପୀଡା ହୋଇଥିଲା , ଏହାପରେ ମହିଳାଙ୍କ ପରିଜନ ମାନେ ରାସ୍ତାର ଅବସ୍ଥା ସଙ୍କଟାପନ୍ନ ହେବା ଯୋଗୁଁ ତାଙ୍କୁ ଏକ ଖଟିଆ ମାଧ୍ୟମରେ ଅଢେଇ କିଲୋମିଟର ନେଇଗଲେ ।

 

ଏହି ସମୟରେ ୧୦୮ ଆମ୍ବୁଲାନ୍ସ କୁ କଲ୍ କରାଯାଇଥିଲା କିନ୍ତୁ ଯେବେ ପର୍ଯ୍ୟନ୍ତ ଆମ୍ବୁଲାନ୍ସ ପହଞ୍ଚିଥାନ୍ତା ମହିଳାଙ୍କ ପ୍ରସବ ପିଡା ଅଧିକା ହୋଇଯାଇଥିଲା , ଏହି ମହିଳାର ପରିଜନ ମାନେ ତାଙ୍କୁ ମୃତ ବୋଲି ଭାବିନେଇଥିଲେ , କିଛି ପରିଜନ ମହିଳାଙ୍କ ଅନ୍ତିମ ସଂସ୍କାର କରିବାପାଇଁ ଲାଗିପଡିଲେ , ଏହି ସମୟରେ ୧୦୮ ଆମ୍ବୁଲାନ୍ସର ଇଏମ୍ ଟି ଜୁଲ୍ଫିକାର୍ ଓ ରାକେଶ କୁମାର ମଉକାରେ ପହଞ୍ଚିଲେ , ଓ ପରିଜନଙ୍କୁ ମହିଳାଙ୍କ ବିଷୟରେ ପଚାରାଉଚରା କଲେ , ପରିଜନ କହିଲେ କି ମହିଳାଙ୍କ ମୃତ୍ୟୁ ହୋଇସାରିଛି,

 

ଜୁଲ୍ଫିକାର୍ ପରିଜନଙ୍କ ଉପରେ କହିଲେ କି ସେ ମହିଳାଙ୍କୁ ଦେଖାକରାଯାଉ , ଯେବେ ଇଏମ୍ ଟି ମହିଳାଙ୍କୁ ଦେଖିଲେ ତେବେ ସେ ଜାଣିପାରିଲେ କି ଛୁଆର କାନ୍ଦିବାର ଆବାଜ୍ ଆସୁଛି , ଏହାପରେ ମହିଳାଙ୍କୁ ଟିଟିଆର୍ ଦିଆଗଲା , ଯାହାପରେ ମହିଳା ହୋସ୍ ରେ ଆସିଲେ , ଓ ଏକ ଶିଶୁକୁ ନର୍ମାଲ୍ ଗର୍ଭପାତ କରାଇଲେ , ମହିଳାଙ୍କ ପ୍ରସବ ପୀଡାକୁ ନେଇକରି ପ୍ରସବ ହେବା ପର୍ଯ୍ୟନ୍ତ ପୁରା ଘଟଣାକ୍ରମ ଉପରେ ବହୁତ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା , ଯେବେ ମହିଳାଙ୍କ ପରିଜନ ମାଣେ ମୃତ ମାନିକରି ରାସ୍ତାରେ ଏକ ମାତ୍ର ମହିଳାଙ୍କ ସାହାରା ଛାଡିଦେଇଥିଲେ , ତେବେ ଅନ୍ୟ ପରିଜନ ମାନେ ତାଙ୍କୁ ଅନ୍ତିମ ସଂସ୍କାର କରିବାପାଇଁ ସାମାନ୍ କିଣିବାକୁ ଲାଗିଲେ , ସେପଟେ ମହିଳାଙ୍କ ସ୍ୱାମୀ ପୂର୍ବରୁ ରୋଗାଗ୍ରସ୍ତ ହୋଇଥିବାର କୁହାଯାଉଛି ।

Leave a Reply

Your email address will not be published. Required fields are marked *