April 17, 2024

Odia Express

News For Public

ପ୍ରେମର ଗଜବ କାହାଣୀ – କଏଦୀ ସହ ଲେଡି କନେଷ୍ଟବଳଙ୍କ ହେଇଗଲା ପ୍ରେମ , ଏହି ପରି ଦୁଇଜଣ ଥାନା ରେ କଲେ ବିବାହ…

କହନ୍ତି କି ଯେତେବେଳେ ଲୋକଙ୍କୁ ପ୍ରେମ ହୋଇଯାଏ ତାଙ୍କୁ ଦୁନିଆଁର କୌଣସି ଖାତିର୍ ନଥାଏ । ପ୍ରେମ କରୁଥିବା ଲୋକଙ୍କ ସମାଜରେ କିଛି ନା କିଛି ଡର ରହିଥାଏ ନା ଆଇନ୍ କାନୁନ୍ ର ଡର ରହିଥାଏ । ଯଦି ପ୍ରେମ କେଉଁ ଆଇନ୍ ର ରକ୍ଷକ ସହ ହୋଇଯାଏ । ତେବେ କେଉଁ ଜିନିଷକୁ ଡର ରହେ ନାହିଁ । ଏବେ ଆପଣ ଭାବୁଥିବେ କି ଆମେ ପ୍ରେମ କଥା ସହ କିପରି କାନୁନ୍ ର କଥା କହିଦେଲୁ । ଆଜ୍ଞା ଟିକେ ଧୈର୍ଯ୍ୟ ଧରନ୍ତୁ । ବୁଝିଯିବେ ଆପଣ ।ଗାଁରୁ ପ୍ରେମ କରିବା କେଉଁ ଅପରାଧରୁ କମ୍ ନୁହେଁ ।

 

ପ୍ରେମ କରୁଥିବା ଲୋକଙ୍କ ବିଷୟରେ କୁହାଯାଇଛି କି ଏହାଙ୍କ ଉପରେ ଇଶ୍ୱରଙ୍କ ହାତ ରହିଥାଏ । ଲକ୍ଷେ ଦୁନିଆଁରେ ପ୍ରେମ କରୁଥିବା ଲୋକଙ୍କୁ ଅଲଗା କରିବାକୁ ଚେଷ୍ଟା କରିଦିଅନ୍ତୁ ନା କାହିଁକି ସଚ୍ଚା ପ୍ରେମ ଦିନେ ଦିନେ ମିଳିଯାଇଥାଏ । ଭାରତୀୟ ସମାଜରେ ଆଜି ବି ପ୍ରେମ କରୁଥିବା ଲୋକଙ୍କୁ ଭଲ ନଜରରେ ଦେଖା ଯାଏ ନାହିଁ , ସେମିତି ବି ସହରର ସମାଜ ଠିକ୍ ଅଛି । କିନ୍ତୁ ଗାଁରେ ପ୍ରେମ କରିବା ଏକ ଅପରାଧ ରୁ କମ୍ ନୁହେଁ ।ଗାଁ ଭିତରେ କେଉଁ ପୁଅ କୁ କିମ୍ବା ଝିଅକୁ ଭଲ ପାଇବା ନଜରକୁ ଆସିଲେ ପୂରା ସମାଜ ତା ପଛରେ ପଡିଯାଇଥାଏ ।

 

ପ୍ରେମ କାହାସହ ହେଲେ ଲୁଚାଇ ରହିପାରେ ନାହିଁ । ପୁରୁଣା ଲୋକକଥା ଅଛି କି ପ୍ରେମ କଲେ କାହାକୁ ଅଜଣା ରହେ ନାହିଁ । ପ୍ରେମକୁ ଲୋକେ ଯେତେ ବି ଲୁଚାଇ ରଖନ୍ତୁ ନା କାହିଁକି ଦିନେ ନା ଦିନେ ତାହାର ସତ୍ୟତା ସମସ୍ତଙ୍କୁ ଜଣା ପଡିଯାଏ । ଆପଣଙ୍କୁ ଜାଣିକରି ଆଶ୍ଚର୍ଯ୍ୟ ଲାଗିବ କି ପ୍ରେମ ବିଷୟରେ ପୁରୁଣା ଲୋକକଥା ଏବେ ବର୍ତ୍ତମାନ ଉତ୍ତରପ୍ରଦେଶର କାନପୁରରେ ସାବିତ୍ ହୋଇଯାଇଛି , ଉତ୍ତର ପ୍ରଦେଶର ପୋଲିସ୍ ବିଷୟରେ ଆପଣ ଜାଣିଛନ୍ତି । ବହୁତ ଥର ସୋସିଆଲ୍ ମିଡିଆରେ ଉତ୍ତର ପ୍ରଦେଶର ପୋଲିସ୍ ର ଖବର ପଢୁଥିବେ । କିନ୍ତୁ ଏହି ମାମଲା ଟିକେ ଅଲଗା ଅଟେ ।

 

ଗତ ଦୁଇ ବର୍ଷ ହେଲା ଚାଲୁଥିବା ସଂମ୍ପର୍କ : ଜଣାଯାଏ କି ଉତ୍ତର ପ୍ରଦେଶର ଜଣେ ପୋଲିସ ଓ କଏଦୀ ମଧ୍ୟରେ ପ୍ରେମ ହୋଇଯାଇଥିଲା । ଓ ଏହି ଦୁଇ ଜଣ ସମସ୍ତଙ୍କୁ ଲୁଚାଇ ରଖିଥିଲେ । କହିଦେଉଛୁ କି ଲେଡି କନେଷ୍ଟବଳ ଏକ କଏଦୀ କଥା କଥାରେ ପ୍ରେମ କରିବସିଥିଲା । ଓ ସେମାନେ ଏହି କଥାକୁ ସମସ୍ତଙ୍କ ଆଗରେ ଲୁଚାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ସେମାନେ ବିଫଳ ହେଲେ । ଯେତେବେଳେ ଲେଡି କନେଷ୍ଟବଳ ନିଜ ଘରକୁ ପହଞ୍ଚିଲାନି ତେବେ ପରିଜନ ମାନେ ୧୦୦ ନମ୍ବର ଡାଏଲ୍ କରି ଥାନାକୁ ଫୋନ୍ କରିଥିଲେ । ଓ ସମସ୍ତେ ଜାଣିକରି ଚକିତ ହୋଇଗଲେ । ଜାନକାରୀ ଅନୁସାରେ ରେଳ ବଜାରରେ ଥିବା ବାବୁ ଗିର୍ଜେଶ ଯାଦବ ର କେଣ୍ଟ ଥାନାରେ ଥିବା ଲେଡି କନେଷ୍ଟବଳ ଭାବନା ତୋମାର୍ ସହ ପ୍ରାୟ ଦୁଇ ବର୍ଷ ହେଲା ସଂମ୍ପର୍କ ଥିଲା ,

 

ଦୁହେଁ ପ୍ରକୃତରେ ଲୁଚି ଲୁଚି ଦେଖା କରୁଥିଲେ । ସେମାନଙ୍କ ପ୍ରେମ ସଂମ୍ପର୍କ ବିଷୟରେ କିଛି ବନ୍ଧୁ ଓ ଥାନା କର୍ମଚାରୀ ମାନଙ୍କୁ ଜଣା ଥିଲା । ରବିବାରଦିନ ଡ୍ୟୁଟି ସରିଲା ପରେ ଭାବନା ରାତିରୁ ଘରୁ ବାହାରି ଗଲେ । କିନ୍ତୁ ରାସ୍ତାରେ ଗାୟବ ହୋଇଗଲେ । ଯେତେବେଳେ ପରିଜନ ମାନେ ତାଙ୍କ ନମ୍ବର ଲଗାଇବା ଚେଷ୍ଟା କଲେ ତାହା ବନ୍ଦ ଥିବା କହିଥିଲା । ତାପରେ ସେମାନେ ୧୦୦ ନମ୍ବର ଡାଏଲ୍ କରି ପୋଲିସ୍ କୁ ଜଣାଇଲେ । ଏହାପରେ ପୋଲିସ୍ ସକ୍ରୀୟ ହୋଇଗଲେ । ଯେବେ ପୋଲିସ୍ ଫୋନ୍ ର କଲ୍ ଡିଟେଲ୍ସ ବାହାର କଲେ ତେବେ ତାଙ୍କର ଲୋକେସନ ଜଣା ପଡିଥିଲା । ବାବୁପୁରବା କୋତବାଲି ର ପଛରେ ଥିବା ପୋଲିସ୍ କଲୋନୀ ରେ ତାହାର ଲୋକେସନ ମିଳିଥିଲା । ଯେତେବେଳେ ପୋଲିସ୍ ସେଠାରେ ମହଜୁଦ୍ ଥିବା ପୋଲିସ୍ ଅଧିକାରୀ ଗିର୍ଜେଶ ଓ ଭାବନାଙ୍କୁ ପଚରା ପୁଚୁରି କଲା ତେବେ ଯାଇଁ ସତ କଥା ସାମନାକୁ ଆସିଲା । ଓ ଶେଷରେ ଦୁଇଜଣ ଯାକ ଥାନାରେ ଦୁହେଁଦୁହିଁଙ୍କୁ ବରଣମାଳା ପିନ୍ଧାଇ ବାହା ହୋଇଗଲେ

Leave a Reply

Your email address will not be published. Required fields are marked *